ମିଡ଼ିଆ ଆଗରେ କଡା ଜବାବ ଦେଲେ ପ୍ରକୃତି ! ବାବୁସାନ୍‌ଙ୍କ ସହ କଥା ହେଉଛନ୍ତି କି ? ଏନେଇ କଣ କହୁଛନ୍ତି …ଦେଖନ୍ତୁ VIDEO

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ଟି ପ୍ରକୃତି ମିଶ୍ର ଙ୍କ ନାଁ ରେ ରେ ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅଲିଉଡ ହିରୋଇନ ପ୍ରକୃତି ମିଶ୍ର ଙ୍କର ଏକ ନୂଆ ଫ୍ଲିମ ଆସିବାକୁ ଯାଉଛି ଖୁବ ଶୀଘ୍ର, ଆଉ ଯେଉଁଥିପାଇଁ ଓଡିଶା କୁ ଆସିଛନ୍ତି ପ୍ରକୃତି ମିଶ୍ର ବୋଲି କହିଛନ୍ତି | ଆଉ ତାହା ସହିତ ମିଡ଼ିଆ ଆଗରେ ବାବୁସାନ ଙ୍କ ସହିତ ପ୍ରକୃତି ମିଶ୍ର କଥା କୁହନ୍ତି କି ନାହିଁ ତାହା ମଧ୍ୟ ପଚାରା ଯିବାରୁ ତାହାର ଉତ୍ତର ମଧ୍ୟ ଦେଇଛନ୍ତି ପ୍ରକୃତି ମିଶ୍ର | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ କଥା ଉପରେ ନଜର ପକାଇବା |

ତେବେ ଯାହା ଦେଖିବାକୁ ମିଳିଛି କି ବାବୁସାନ ଓ ପ୍ରକୃତି ମିଶ୍ର ଙ୍କର ବିବାଦ ପରେ ପ୍ରକୃତି ମିଶ୍ର ଙ୍କର ବର୍ତ୍ତମାନ ଏକ ନୂଆ ଓଡ଼ିଆ ଫ୍ଲିମ ଆସିବାକୁ ଯାଉଛି | ଆଉ ଯେଉଁ ଫ୍ଲିମ ର ନାଁ ହେଉଛି “କଫି ସୋପ ରୁ ପ୍ରେମ ଆରମ୍ଭ “ଫ୍ଲିମ ଟି | ଯେଉଁଠି ପ୍ରକୃତି ମିଶ୍ର ଏହି ଫ୍ଲିମ ସୁଟିଂ ପାଇଁ ଓଡିଶା ଆସିଛନ୍ତି | ଏହା ବ୍ୟତୀତ ଏହି ନୂଆ ଫ୍ଲିମ କୁ ନେଇକି ପ୍ରକୃତି ମିଶ୍ର କହିଛନ୍ତି କି ଆଜି କାଲିର ଯୁବପିଢ଼ି ମାନଙ୍କ ପାଇଁ ଏହି ଫ୍ଲିମ ଟି ଆସିଛି ବୋଲି କହିଛନ୍ତି ପ୍ରକୃତି |

ଏହା ସହିତ ଏହି ଫ୍ଲିମ ର ସିଟିଂ ମଧ୍ୟ ଭୁବନେଶ୍ୱର ରେ ଥିବା ବିଭିନ୍ନ ସୁନ୍ଦର ସୁନ୍ଦର ଜାଗାରେ ସୁଟିଂ ହୋଇଛି ବୋଲି କୁହାଯାଇଛି | ଏହା ବ୍ୟତୀତ ପ୍ରକୃତି ଙ୍କୁ ଆମ ଓଡିଶା ରେ ଆସୁଥିବା ନୂଆ ନୂଆ ଫ୍ଲିମ ବିଷୟରେ ପଚାରା ଥିଲେ | ଆଉ ପ୍ରକୃତି ଙ୍କୁ ଦମନ ଫ୍ଲିମ ଦେଖିଛନ୍ତି କି ନାହି ସେ କଥା ମଧ୍ୟ ପଚାରିଥିଲେ | ଯାହାର ଉତ୍ତରରେ ପ୍ରକୃତି କହିଥିଲେ କି ସେ ପ୍ରତୀକ୍ଷା ଫ୍ଲିମ. ଟି ଦେଖିଛନ୍ତି ଆଉ ତାହା ବହୁତ ଭଲ ହୋଇଛି, କିନ୍ତୁ ଦମନ ଫ୍ଲିମ ଦେଖିବା ପାଇଁ ସମୟ ପାଇନାହାନ୍ତି ବୋଲି କହିଛନ୍ତି ପ୍ରକୃତି |

ତେବେ ପ୍ରକୃତି ଙ୍କୁ ମିଡ଼ିଆ ଭାଇ ଜଣଙ୍କ ବାବୁସାନ ଙ୍କ ସହିତ ସେ ଆଉ କଥା ହୁଅନ୍ତି କି ନାହିଁ ତାହା ମଧ୍ୟ ପଚାରିଥିଲେ, ଆଉ ଯାହାର ଉତ୍ତର ରେ ପ୍ରକୃତି ମିଶ୍ର କହିଥିଲେ କି ଏ କଥା ଜଣିକି ସେ କଣ କରିବେ | ତାଙ୍କର ଯେଉଁ ଫ୍ଲିମ ଆସୁଛି ସେ ବିଷୟରେ କଥା ହେବା ପାଇଁ କହିଥିଲେ ପ୍ରକୃତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment