ପିଣ୍ଟୁ ନନ୍ଦଙ୍କ ପାଇଁ ସାହାଯ୍ୟ ମାଗୁ ମାଗୁ ମିଡ଼ିଆ ଆଗରେ ଭୋ ଭୋ ହୋଇ କାନ୍ଦିଲେ ସିଦ୍ଧାନ୍ତ ମହାପାତ୍ର , ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ viral ଭିଡ଼ିଓ ଟିକୁ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଶୁଣିବାକୁ ପାଉଥିବେ | ତେବେ ସେହି ଘଟଣା ଗୁଡିକ ଭିତରୁ କେତେକ ଏଭଳି ଭିଡ଼ିଓ ଭାଇରାଲ ହେବାକୁ ଲାଗିଥାଏ ଯାହା ଆମ ସମସ୍ତଙ୍କୁ ଖୁସି କରି ଦେଉଥିବା ବେଳେ ଏଭଳି କିଛି ଘଟଣା ମଧ୍ୟ ରହିଛି ଯାହା ଆମ ମନରେ ଦୁଃଖ ଭରି ଦେଉଥାଏ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ଓଡ଼ିଆ ସିନେ ଜଗତର ସମସ୍ତେ ମିଶିକି ସାହାଯ୍ୟ ର ହାତ ବଢାଇବା ପାଇ ଏକ ବୌଠକ ଡାକିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବ ରେ ଜାଣିଥିବେ ଅଲିଉଡ ଜଗତରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ର ମନକି କିଣି ନେଇଥିବା ଅଭିନେତା ପିଣ୍ଟୁ ନନ୍ଦ ଙ୍କ ବିଷୟରେ | ଆଉ ଯିଏ କି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁ ଅନେକ ଫ୍ଲିମ କରିଛନ୍ତି ତାହା ସହିତ ନାୟକ, ଖୋଳ ନାୟକ ଓ କମେଡିଆନ ର ଭୂମିକା ମଧ୍ୟ କରିଛନ୍ତି ପିଣ୍ଟୁ ନନ୍ଦ | ଆଉ ନିଜର ଅଭିନୟ ମାଧ୍ୟମରେ ଓଡିଶା ର ଲୋକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଥିବା ସେହି ଲୋକ ପ୍ରିୟ କଳାକାର ଙ୍କ ଦେହ ଏବେ ଖରାପ ଅଛି |

ଆଉ ଯାହା କୁହାଯାଉଛି କି ପିଣ୍ଟୁ ନନ୍ଦ ଲିଭର ସିରସିସ ରୋଗ ରେ ଅକ୍ଲାନ୍ତ ହୋଇ କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ | ମାତ୍ର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀ କୁ ନିଆଯାଉଛି | ଆଉ ସେଠାରେ ଚିକିତ୍ସା ପାଇଁ 50 ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ | ଆଉ ଯେଉଁଥିପାଇଁ ସିନେ ଏସୋସିଏସନ ତରଫରୁ ଏକ ବୌଠକ ଡ଼କା ଯାଇଛି | ଆଉ ଯାହାର ସଭାପତି ଭାବରେ ସିଦ୍ଧାନ୍ତ ମହାପାତ୍ର ରହିଛନ୍ତି ତେବେ ତାଙ୍କ ସହିତ ଅନ୍ୟ କଳାକାର ମାନେ ମଧ୍ୟ ସେଠାରେ ଯୋଗ ଦେଇଛନ୍ତି |

ଆଉ କହିବାକୁ ଲାଗୁଛନ୍ତି କି ସମସ୍ତେ ମିଶିକି ପିଣ୍ଟୁ ନନ୍ଦ କେଉଁ ଭଳି ଭାବରେ ଭଲ ହୋଇ ଘରକୁ ଫେରିବେ ସେ ବିଷୟରେ ସାହାଯ୍ୟ କରିବା ସହିତ ସେ କେମିତି ପୂର୍ବ ଭଳି ଆମ ସିନେ ଜଗତକୁ ଫେରି ଆସିବେ ସେ ବିଷୟରେ ମଧ୍ୟ କହିବାକୁ ଲାଗିଛନ୍ତି |ଆଉ ସେପଟେ ପିଣ୍ଟୁ ନନ୍ଦ ନିଜେ ମଧ୍ୟ ତାଙ୍କର ଚିକିତ୍ସା ପାଇଁ ଓଡିଶା ବାସୀ ଙ୍କୁ ସାହାଯ୍ୟ ମାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment