ଆପଣ ମାନେ ତ ଜାଣନ୍ତି କି ଆମେ ମାନେ ସୁସ୍ଥ ରହିବା ପାଇଁ ଅନେକ ପ୍ରକାର କାମ କରିଥାଉ , କାରଣ ସୁସ୍ଥ ରହିଲେ ହିଁ ଆମେ ଆମର ସମସ୍ତ କାମକୁ ଅତି ସହଜରେ କରିପାରିବା । କଥାରେ ଅଛି କି ସ୍ୱାସ୍ଥ୍ୟ ହିଁ ଜୀବନ ” , ଏହାର ଅର୍ଥ ଏହା କି ଆମର ସ୍ୱାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ ।ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୂଲ୍ୟ ନାହିଁ ।
ତେଣୁ ଆପଣ ମାନେନିଜ ସ୍ୱାସ୍ତ୍ୟକୁ ଠିକ ରଖିବା ପାଇଁ ପୃଷ୍ଟିକର ଖାଦ୍ୟର ସେବନ କରିଥାନ୍ତି , ଯାହା ଦ୍ୱାରା ଆପଣଙ୍କର ଶରୀରକୁ ଶକ୍ତି ମିଳିଥାଏ । ଯେପରି ଆପଣ ମାନେ ବିଭିନ୍ନ ଫଳ , ଅଣ୍ଡା , ମାଂସ , କ୍ଷୀର ଏପରି ଅନେକ ପ୍ରକାର ଖାଦ୍ୟ ଖାଇଥାନ୍ତି ଯାହା ଦ୍ୱାରା ଆପଣ ମାନଙ୍କୁ ପ୍ରୋଟିନ ମିଳିଥାଏ ।
ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ପୃଷ୍ଟିକର ଖାଦ୍ୟର ସେବନ ମଧ୍ୟରୁ କ୍ଷୀର ବିଷୟରେ ଏକ ବହୁତ ବଡ କଥା କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ।
କ୍ଷୀର ପିଇବା କୁ ବହୁତ ଭଲ ପଇଥାଉ କାରଣ ଏହା ଯେତିକି ସ୍ୱାଦିଷ୍ଟ ସେତିକ ଉପକାରୀ ମଧ୍ୟ ।ଏହା ଆମ ଶରୀର କୁ ସୁସ୍ଥ ଓ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ । ମାତ୍ର ବେଳେ ବେଳେ ଆମେ ମାନେ କ୍ଷୀର ପିଇବା ସମୟରେ ଏମିତି ଖାଦ୍ୟର ସେବନ କରିଥାଉ ଯାହା ଆମ ଶରୀର ପ୍ରତି ହାନିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ଖାଦ୍ୟ ଯାହାକୁ କ୍ଷୀର ପିଇବା ପରେ ଖାଇବା ଆଦୌ ଠିକ ନୁହେଁ ।
1–ମାଛ
ଆପଣ ମାନେ କେବେବି କ୍ଷୀର ପିଇବା ପରେ ମାଛର ସେବନ କରିବେ ନାହିଁକାରଣ ମାଛ ର ଧର୍ମ ହେଉଛି ଗରମ ଓ କ୍ଷୀର ର ଧର୍ମ ହେଉଛି ଥଣ୍ଡା ।ତ ଯେତେବେଳେ ଆପଣ କ୍ଷୀର ପରେ ମାଛ ଖାଉଛନ୍ତି ସେତେବେଳେ ଏହା ଆମ ଶରୀରରେ ବିଷ ରୂପରେ ପରିବର୍ତ୍ତନ କରେ ଏବଂ ଆମକୁ ଏକ ଅଲଗା ଧରଣର ଚର୍ମରୋଗ ହୋଇଥାଏ । ଯଦି ଆପଣ ମାଛ ଖାଇବାକୁ ଚାହାନ୍ତି ତ କ୍ଷୀର ପିଇବା ର କିଛି ସମୟ ପୂର୍ବରୁ ବା ପରେ ଗ୍ରହଣ କରନ୍ତୁ ।
2–ଦହି
ଆପଣ ମାନେ ଜାଣିଥିବେ କି କ୍ଷୀରରୁ ଦହି ପ୍ରସ୍ତୁତ ହୋଇଥାଏ ମାତ୍ର ସେହି କ୍ଷୀର ପିଇବା ପରେ ଯଦି ଦହିର ସେବନ କରନ୍ତି ବା ଦହି ପିଇବା ପରେ କ୍ଷୀରର ସେବନ କରନ୍ତି ତେବେ ଏହା ଆପଣଙ୍କର ଶରୀର ପାଇଁ ବହୁତ କ୍ଷତିକାରକ ଅଟେ । ଏହା ଦ୍ୱାରା ଆପଣଙ୍କର ପେଟରେ ଅନେକ ସମସ୍ୟା ଦେଖାଦେଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।