big news-ମହିଳା ମୋନେ ଖାଲି ଦେହରେ ଭଲ ଲାଗନ୍ତି !”, ଏଭଳି ମନ୍ତବ୍ୟ ଦେଇ ଏବେ ବିବାଦରେ ଯୋଗ ଗୁରୁ ରାମଦେବ ବାବା …ଦେଖନ୍ତୁ VIDEO

ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଲୁ ନେଇକି ବିବାଦ ଦେଖା ଦେଇଛି ତାହା ହେଉଛି ବାବା ରାମଦେବ ଙ୍କର | ଆଉ ଯେଉଁଠି କୁହାଯାଉଛି କି ଏକ ସମ୍ମିଳନୀ ସଭା ରେ ଯୋଗ ଦେଇଥିଲେ ବାବା ରାମଦେବ | ଆଉ ସେ ସେଠାରେ କହିଥିଲେ କି ନାରୀ ମାନେ ଖାଲି ଦେହରେ ବହୁତ ସୁନ୍ଦର ଦେଖା ଯାଆନ୍ତି ବୋଲି | ତେଣୁ ମହିଳା ମାନେ ଶାଢ଼ୀ ବଦଳରେ ଡ୍ରେସ ପିନ୍ଧିଲେ ଅଧିକ ସୁନ୍ଦର ଦେଖା ଯିବେ ବୋଲି କହିଥିଲେ ରାମଦେବ ବାବା | ଆଉ ଯାହା ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |.

ତେବେ ଆପଣ ମାନେ ସମସ୍ତେ ତ ଯୋଗ ଗୁରୁ ରାମଦେବ ବାବା ଙ୍କୁ ଜାଣିଥିବେ|ନିଜର ଯୋଗ ସହିତ ଲୋକ ମାନଙ୍କୁ ବିଭିନ୍ନ କଥା ଶିଖାଇ ଥାନ୍ତି ରାମଦେବ ବାବା | ଆଉ ଯାହା କୁହାଯାଉଛି କି ଯୋଗ ଗୁରୁ ରାମଦେବ ମହାରାଷ୍ଟ୍ର ଓ ପୁନେ ରେ ହେଉଥିବା ଏକ ଯୋଗ ସମ୍ମିଳନୀ ରେ ଭାଗ ଦେଇଥିଲେ | ଆଉ ଯେଉଁଠି ସେ ନାରୀ ମାନଙ୍କ ର ପୋଷାକ କୁ ନେଇକି କିଛି କହିଥିଲେ | ତେବେ ତାଙ୍କର କହିବା କଥା କି ମହିଳା ମାନେ ଶାଢ଼ୀ ଓ ସାଲୁଆର ରେ ଅଧିକ ଭଲ ଦେଖା ଯାଆନ୍ତି ଓ ତାହା ସହିତ ତାଙ୍କ ଭଳି ଖାଲି ଦେହ ରେ ରହିଲେ ଅଧିକ ସୁନ୍ଦର ଦେଖାଯାଆନ୍ତି |

ତେବେ ଏହି ଭଳି କଥା କହୁଥିବା ସମୟରେ ମହାରାଷ୍ଟ୍ର ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଙ୍କ ସ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ କିନ୍ତୁ ଏହି ଘଟଣା କୁ ନେଇକି କିଛି ବି ପ୍ରତିକ୍ରିୟା ସେ କରି ନ ଥିଲେ |,ତେବେ ଯୋଗ ଗୁରୁ ରାମଦେବ ଙ୍କର ଏହି ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ନେଇକି ଦିଲ୍ଲୀ ମହିଳା ବିଭାଗ ର ଆୟୋଗ ସ୍ଵାତି ମଲ୍ଲିବାର କହିଛନ୍ତି କି ମହାରାଷ୍ଟ୍ର ର ଉପ ମୁଖ୍ୟ ମନ୍ତ୍ରୀ ଙ୍କ ପତ୍ନୀ ଏହି କଥା କୁ ନେଇକି କିଛି କହି ନଥିଲେ ଆଉ ଯେଉଁଥିପାଇଁ ଏହି ଭଳି କଥା ଦେଖା ଦେଇଛି |

ରାମଦେବ ଏହା ମଧ୍ୟ କହିଛନ୍ତି କି ମହିଳା ମାନେ ଭାଗ୍ୟବାନ କାରଣ ସେମାନେ ବହୁତ ସୁନ୍ଦର | ଏହା ସହିତ ରାମଦେବ ବାବା କହୁଛନ୍ତି କି ଆଜିକାଲି ତ ଅଗୁ ରି ସେ ଡ୍ରେସ ପିନ୍ଧୁଛନ୍ତି କିନ୍ତୁ ସେ 7 ବର୍ଷ ଯାଏ ପୁଙ୍ଗୁଳା ହୋଇକି ବୁଲୁଥିଲେ | ଆଉ ଆଜି କାଲି ର ମହିଳା ମାନେ ପାଞ୍ଚ ଲେୟାର ର ଡ୍ରେସ ପିନ୍ଧୁଛନ୍ତି | ତେବେ ସେମାନେ କିଛି ନ ପିନ୍ଧିଲେ ମଧ୍ୟ ସୁନ୍ଦର ଦେଖା ଯିବେ ବୋଲି କହିଛନ୍ତି ବାବା ରାମଦେବ | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment