ଦେଖନ୍ତୁ Viral ଭିଡ଼ିଓ –ଚାଳଘର ଥିଲା ବେଳେ ପ୍ରଥମ ସ୍ୱାମୀକୁ ଛାଡିଲୁ , କୋଠା ଘର ଦେଖି ପ୍ରଥମ ସ୍ୱାମୀ ପ୍ରେମ ମନେପଡୁଛି !ମହିଳା ଜଣଙ୍କ ଏମିତି କାମ କରିଲେ ଦେଖିଲେ ଆପଣଙ୍କ ହୋସ ଉଡିଯିବ ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଘଟଣା ମାନ ସାମ୍ନା କୁ ଆସିବାକୁ ଲାଗିଛି | ତେବେ ବର୍ତ୍ତମାନ ଚାରିଆଡେ ଚହଳ ପକାଇଛି ଶୁଭଲକ୍ଷ୍ମୀ ଙ୍କ କଥା |ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ଶୁଭଲକ୍ଷ୍ମୀ ଏଣ୍ଡୁଅ ପରି ରଙ୍ଗ ବଦଳେଇବାକୁ ଲାଗିଛନ୍ତି | ଆଉ ପ୍ରଥମ ସ୍ୱାମୀ ଙ୍କୁ ଛାଡିଲା ପରେ ପୁଣି ଥରେ ଫେରି ଯାଇଛନ୍ତି ତାଙ୍କ ପାଖକୁ ଓ ନ୍ୟାୟ ପାଇଁ ଧାରଣା ରେ ବସିବା ସହିତ, ସ୍ୱାମୀ ଙ୍କ ଘରେ ପଶିକି ତାଲା ଭାଙ୍ଗୁଥିବାର ମଧ୍ୟ ଦେଖୁବାକୁ ମିଳିଛି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଜଣା ପଡିଛି କି ଶୁଭଲକ୍ଷ୍ମୀ ବିବାହ କରିଥିଲେ ଆଉ ତାଙ୍କର ସ୍ୱାମୀ ଙ୍କ ସହିତ ଭଲରେ ସଂସାର ଗଢ଼ିଥିଲେ | କିନ୍ତୁ ସ ଯେତେବେଳେ ଶୁଭଲକ୍ଷ୍ମୀ ଦେଖିବାକୁ ପାଇଥିଲେ କି ତାଙ୍କ ପାଖରେ ଆଉ ଟଙ୍କା ନାହିଁ ଓ ତାଙ୍କର କୋଠା ଘର ନାହିଁ ସେ ଚାଲ ଘରେ ରହୁଛନ୍ତି |ସେତେବେଳେ ଶୁଭଲକ୍ଷ୍ମୀ ସ୍ୱାମୀର ଅସହାୟତା ର ଫାଇଦା ଉଠାଇବାକୁ ଲାଗିଲେ | ଆଉ ନିଜ ସ୍ୱାମୀ ଙ୍କୁ ଅଟୋ ଵାଲା ବୋଲି କହିକି ତାଙ୍କୁ ଛାଡିକି ଅନ୍ୟ ପୁରୁଷ ସହିତ ପଳାଇଯାଇଥିଲେ | ଆଉ ଯାହା ଜଣା ପଡିଥିଲା କି ପ୍ରଥମ ସ୍ୱାମୀ ଙ୍କୁ ଛାଡିକି ଦ୍ଵିତୀୟ ସ୍ୱାମୀ ପାଖରେ ରହିବାକୁ ଲାଗିଥିଲେ ଶୁଭଲକ୍ଷ୍ମୀ |

ତେବେ ଶୁଭଲକ୍ଷ୍ମୀ ଦ୍ଵିତୀୟ ସ୍ୱାମୀ ଙ୍କ ପାଖରେ ରହୁଥିଲେ ଏବଂ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ ଆଉ 7-8 ଥର ପିଲା ନଷ୍ଟ କରିବା କଥା ମଧ୍ୟ ଜଣା ପଡିଛି | ଆଉ ଯେତେବେଳେ ଦେହ ଭୋକ ମେଣ୍ଟି ଗଲା ସେତେବେଳେ ଶୁଭଲକ୍ଷ୍ମୀ ପୁଣି ଫେରି ଆସିଥିଲେ ତାଙ୍କର ପ୍ରଥମ ସ୍ୱାମୀ ଙ୍କ ପାଖକୁ | ଆଉ ସ୍ୱାମୀ ଙ୍କର ଘର ଆଉ କୋଠାବାଡି ଦେଖିବା ପରେ ସେହି ଠାରେ ରହିବେ ବୋଲି ଭାବିଲେ | ଆଉ ଯାହା ଫଳରେ ସ୍ୱାମୀ ଙ୍କ ଘର ଆଗରେ ଧାରଣା ଦେବାକୁ ଲାଗିଲେ ଶୁଭଲକ୍ଷ୍ମୀ | ଆଉ ଯାହା ଦେଖିବାକୁ ମିଳିଛି କି ଶୁଭଲକ୍ଷ୍ମୀ ସ୍ୱାମୀ ଙ୍କ ଘର ଆଗରେ ଧାରଣା ଦେବା ସହିତ ତାଙ୍କର ଘରର ତାଲା କୁ ଭାଙ୍ଗିକି ଘରେ ପଶିବେ ବୋଲି ମଧ୍ୟ କହିଥିଲେ |

ତେବେ ବର୍ତ୍ତମାନ ଦ୍ଵିତୀୟ ସ୍ୱାମୀ ଙ୍କ ପାଖରେ ରହି ତାଙ୍କର ସବୁ କିଛି ଲୁଟି ସାରିବା ପରେ ତାଙ୍କ ପାଖରେ ଯେତେବେଳେ ଟଙ୍କା ସରିଗଲା ସେତେବେଳେ ସେ ଫେରି ଆସିଛନ୍ତି ପ୍ରଥମ ସ୍ୱାମୀ ଙ୍କ ପାଖକୁ |ଆଉ ଏଠାରେ ଅଧିକାର ପାଇଁ ମଧ୍ୟ ଦାବି କରୁଛନ୍ତି ବୋଲି ଦେଖିବାକୁ ମିଳିଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment