ଶୁଣନ୍ତୁ LIVE ଭିଡିଓ – ଭଗବାନ ସେଇମାନଙ୍କ ପରୀକ୍ଷା ନିଅନ୍ତି , ଯେଉଁମାନଙ୍କର ସମ୍ଭାଳିବାର ଶକ୍ତି ଥାଏ ….। ଏନେଇ ମହିଳା ଜଣଙ୍କ କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ…

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଜି କାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଛି | ତେବେ ସେହି ଭିଡିଓ ଭିତରେ କିଛି ଏମିତି ବି ଭିଡିଓ ଦେଖା ଯାଏ ଯାହା ଲଭ କୁ ନେଉକି ହୋଇଥାଏ | ତେବେ ଆଜି ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଲଭ ଆପଣ ଙ୍କର କେମିତି ହେବା ଦରକାର | ଆଉ ଆଜି କାଲି ଲଭ ଲାଇଫ ରେ ଯେଉଁ ଭଳି ଭାବରେ କଳହ ଲାଗି ରହୁଛି ତାହାର କାରଣ ଗୁଡିକ କଣ, ସେ ବିଷୟରେ କହିଛନ୍ତି ମହିଳା ଜଣଙ୍କ | ତାହେଲେ ଆସନ୍ତୁ ସେହି ଲଭ ବିଷୟରେ କିଛି ଜାଣିବା |
ତେବେ ମହିଳା ଜଣଙ୍କର କହିବା କଥା କି ଯାହାକୁ ଲଭ କରୁଛ ତାହାକୁ ହିଁ ମେରେଜ କରିବା ଆବଶ୍ୟକ ହୋଇଥାଏ | ଆଉ ସେ ବି ଲଭ ମେରେଜ କରିଛନ୍ତି ତାଙ୍କର ବୟସ 42 ବର୍ଷ ତାହା ସହିତ ତାଙ୍କର ଲଭ ଲାଇଫ 22 ବର୍ଷ ବିତିଗଲାଣି | ତେବେ ଏତେ ସବୁ ପରେ ମଧ୍ୟ ତାଙ୍କ ଭିତରେ ଲଭ ଷ୍ଟ୍ରଙ୍ଗ ଅଛି କାରଣ ସେମାନଙ୍କ ଭିତରେ ଥିବା ଭଲ ପାଇବା ରାଧା ଆଉ କ୍ରୀଷ୍ଣ ଙ୍କ ଭିତରେ ଥିବା ଭଲ ପାଇବା ଭଳି ହୋଇଥାଏ | ଆଉ ଆଜି କାଲି ପିଲା ମାନଙ୍କୁ ସେମାନଙ୍କର ବାପା ମା ମାନେ ଫୁଲ ଫ୍ରିଡମ ଦେଉଛନ୍ତି ଯୁଆଡେ ଇଛା ସାଥିରେ ବୁଲି ପାରୁଛନ୍ତି ମଧ୍ୟ | କିନ୍ତୁ ସେମାନଙ୍କ ମଧ୍ୟରେ ରିଲେସନ ଠିକ ରହୁନି ବୋଲି କହିଛନ୍ତି ମହିଳା ଜଣଙ୍କ |

ତେବେ ମହିଳା ଜଣଙ୍କର କହିବା କଥା କି ଯଦି ମେରେଜ କରିବାର ନାହିଁ କି କିଛି ରିଲେସନ ରଖିବାର ନାହିଁ ତାହେଲେ ବେକାର ରେ ଲଭ କରିକି ସମୟ ନଷ୍ଟ କରିବା କଣ ଲାଭ | ରିଲେସନ ରେ ରହିବା ପରେ ସବୁକିଛି ସରିଯିବା ପରେ ସମ୍ପର୍କ ରେ ଫାଟ ସୃଷ୍ଟି ହେଉଛି | ଆଉ ଯେଉଁଥିପାଇଁ ଏତେ ସବୁ ଅସୁବିଧା ହେଉଛି ବୋଲି କୁହାଯାଉଛି | ତେବେ ସବୁବେଳେ ଆଜି କାଲି ର ପିଲା ମାନଙ୍କୁ ନିଜର ମନ ଉପରେ କଣ୍ଟ୍ରୋଲ କରିବାର ଆବଶ୍ୟକତା ରହିଛି | ଆଉ ଯଦି ସେମିତି କିଛି ନ ହୁଏ ତାହେଲେ ସେମାନଙ୍କ ର ଜୀବନରେ ଅସୁବିଧା ହେବ ବୋଲି ମଧ୍ୟ କୁହାଯାଇଛି |

ତାହା ବ୍ୟତୀତ ମହିଳା ଜଣଙ୍କ କହିଛନ୍ତି କି ସନ୍ଧ୍ୟା ସମୟରେ ସେ ଟାଇମ ରଖିଛନ୍ତି, ଆଉ ଯେଉଁ ମାନଙ୍କର ଲଭ ଲାଇଫ ରେ ଏହିଭଳି ଅସୁବିଧା ଉପୁଜିଛି ତାହାକୁ ସୋଲ୍ଫ କରିବା ପାଇଁକି | ତାହା ବ୍ୟତୀତ ଜଣେ ପୁଅ ପିଲା ଟି ତାଙ୍କ ପାଖକୁ ଫୋନ କରିଥିଲେ ସେ କେମିତି ଡ୍ରିଂକ୍ସ ଛାଡ଼ିବେ ବୋଲି ମଧ୍ୟ କହିଛନ୍ତି | ଆଉ କଲେଜ ପିଲା ମାନେ ମଧ୍ୟ ସେମାନଙ୍କର ଲଭ ଲାଇଫ କୁ ସଜାଡ଼ିବା ପାଇଁ ବିଭିନ୍ନ ପ୍ରକାରର ସୋଲୁସନ ନେଇଥାନ୍ତି ବୋଲି କହିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment