Odisha News Portal

ପୁଣି କ୍ରିକେଟ୍ ଗ୍ରାହକ ମାନଙ୍କ ପାଇଁ ଖୁସି ଖବର !2021 ରେ ଫେରିବେ କି ମହେନ୍ଦ୍ର ସିଂ ଧୋନୀ ?

ଆଜି ଆମେ ଆପଣ ମାନଙ୍କୁ କ୍ରିକେଟ ବିଷୟରେ କିଛି କଥା କହିବୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଏବେ ତ ଆଇପିଏଲର ସମୟ ଚାଲିଅଛି ତେବେ ଆପଣ ମାନେ ଏହି ଆଇପିଏଲକୁ ମଧ୍ୟ ବହୁତ ହିଁ ପସନ୍ଦ କରୁଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି କ୍ରିକେଟର ଜଣେ କ୍ରିକେଟରଙ୍କ ବିଷୟରେ କହିବୁ ଯାହାକୁ ଆପଣ ମାନେ ବହୁତ ହିଁ ପସନ୍ଦ କରନ୍ତୁ ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।ଆସନ୍ତା ବର୍ଷ ଅର୍ଥାତ 2021ରେ କଣ ପୁଣି ଥରେ ଖେଳିବେ କି ଧୋନି । ଆସନ୍ତା ବର୍ଷ ପୁଣି ଥରେ ୟଲୋ ଜର୍ସିରେ ନଜର ଆସିବେ କି ଧୋନୀ ।

ଅଥର ଆଇପିଅଲର ଶେଷ ମ୍ୟାଚ ପରେ ଦର୍ଶକ ମାନଙ୍କ ମନରେ ଏପରି ପ୍ରଶ୍ନ ଉଠିଛି । ପ୍ରଶଂସକ ମାନଙ୍କୁ ଏପରି ପ୍ରଶଂସାରେ ଦ୍ୱନ୍ଦ ଦୂର କରିଛନ୍ତି ଧୋନୀ । ଧୋନୀ କହିଛନ୍ତି କି ଆସନ୍ତା ବର୍ଷ ସେ ଖେଳିବେ କି ନାହିଁ । କହିଛନ୍ତି କି କିଏ ହେବ ଚେନ୍ନାଇର ଆଗାମୀ କ୍ୟାପଟେନ । ଏ ବିଷୟରେ ଦ୍ନନ୍ଦ ଦୂର କରିଛନ୍ତି ଧୋନୀ । ତେବେ ଆସନ୍ତୁ ଜାଣିବା କି ଏହି ବିଷୟରେ କଣ କହିଛନ୍ତି ଧୋନୀ ।


ଆଇପିଏଲ 2020ରେ ଶେଷ ମ୍ୟାଚ ଖେଳିଚି ଚେନ୍ନାଇ ସୁପର କିଙ୍ଗ । ନିଜର ଶେଷ ମ୍ୟାଚ ଜିତି ଅଭିଯାନ ଶେଷ କରିଛି ଚେନ୍ନାଇ ସୁପରକିଙ୍ଗ । ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନତ୍ୱରେ କାର୍ଯ୍ୟ କରି ଆସୁଥିବା ସୁପର କିଙ୍ଗ ପ୍ରଥମ ଥର ପାଇଁ ଏତେ ଶୀଘ୍ର ବିଦାୟ ନେଇଛି । ଶେଷ ମ୍ୟାଚରେ ପଞ୍ଜାବ ବିପକ୍ଷରେ ଟସ ପଡିବା ପରେ କମେଟେଟର ଧୋନୀକୁ ପଚାରିଥିଲେ ୟଲୋ ଜର୍ସିରେ ଏହା କଣ ତମର ଶେଷ ମ୍ୟାଚ ।

ତେବେ ଏହାର ଉତ୍ତରରେ ଧୋନୀ କହିଥିଲେ ମୋଟେ ବି ନୁହେଁ । ଅର୍ଥାତ 2021 ରେ ଆଇପିଏଲରେ ମଧ୍ୟ ଧୋନୀ ଚେନ୍ନାଇ ସୁପରକିଙ୍ଗରେ ନିଜର ଅଧିନାୟିକତ୍ୱ କରିବେ । ଧୋନୀ କହିଛନ୍ତି ଆଇପିଅଲ ଆରମ୍ଭରୁ ଆମେ ଗୋଟିଏ ଟିମ ଗଢିଛୁ । ଯାହାକି ଦଶ ବର୍ଷ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି ।

ମାତ୍ର ଏ ବର୍ଷ ପର ପିଢିକୁ ଦାୟିତ୍ୱ ହେବାର ସମୟ ଆସିଛି , ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି ଆମେ ମଜବୁତ ହୋଇ ଆସନ୍ତା ବର୍ଷ ଆସିବୁ ଏବଂ ଆହୁରି ମଧ୍ୟ ଖେଳିବୁ । ତେବେ ଏହି ଖବର ବର୍ତ୍ତମାନ ଧୋନୀଙ୍କ ଫେନ ମାନଙ୍କ ପାଇଁ ବହୁତ ହିଁ ଭଲ ଖବର ଅଟେ । ସେହିପରି ପୂର୍ବରୁ ଚେନ୍ନାଇର ସିଏ ଦୋନାଙ୍କୁ ପୂର୍ବରୁ ଖେଳିବା ପାଇଁ ଧୋନୀଙ୍କୁ ସ୍ପଷ୍ଟ କରିଥିଲେ । ସେ କହିଥିଲେ କି ଧୋନୀଙ୍କ ଉପରେ ପୂରା ବିଶ୍ୱାସ ଏବଂ ଭରସା ରହିଅଛି । ସେ ଆସନ୍ତା ବର୍ଷ ଚେନ୍ନାଇକୁ ଟପରେ ନେଇ ପହଞ୍ଚାଇବେ ।

ତେବେ ବର୍ତ୍ତମାନ 2021 ରେ ଧୋନୀଙ୍କ ଖେଳିବାକୁ ନେଇ କରି ସ୍ପଷ୍ଟ ହୋଇ ଅଛି । ଚେନ୍ନାଇ ଆଇପିଏଲ ଟିମର ସଫଳ ଟିମ ଭାବରେ ପରିଚିତ କରାଇଛି । 2008 ରୁ 2019 ଯାଏ ଚେନ୍ନାଇ ପ୍ଲେ ଅଫ ଖେଲି ସାରିଛି । ଏହା ରୂର୍ବରୁ ତନୋଟି ଟାଇଟେଲ ଏବଂ 8 ଥର ମ୍ୟାଚ ଖେଲି ସାରିଛି । ହେଲେ ଚଳିତ ବର୍ଷ ଧୋନୀ ବାହିନୀ ବହୁତ ଖରାପ ପ୍ରଦର୍ଶନ କରିଛି । ଦଳ ପ୍ଲେ ଅଫରୁ ବାଦ ପଡିବା ସହିତ କ୍ୱାଇଣ୍ଟେଇଏରେ ସବା ଶେଷରେ ରହିଆସିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।