Odisha News Portal

ମାଳିକାର ଆଶ୍ଚର୍ଯ୍ୟଜନକ ଭବିଷ୍ୟତବାଣୀ ! ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ ଙ୍କୁ ଦେଲେ ଏହି ଭୟାନକ ସୂଚନା , ଜାଣିଲେ ଆପଣ ମଧ୍ୟ ଚକିତ ହେବେ….

ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ଭବିଷ୍ୟ ମାଳିକାରେ ବହୁ ପ୍ରକାର କଥାଗାଥା ଲେଖିଛନ୍ତି । ଗୋଟିଏ ମାଳିକା ଶାସ୍ତ୍ର ସବୁ ଭକ୍ତ ମାନଙ୍କୁ ମିଳିଥାଏ ଏବଂ ସେହି ମାଳିକାର ନାମ ହେଉଛି ଇନ୍ଦ୍ର ଗୋବିନ୍ଦ ଗୀତା । ସେହି ଇନ୍ଦ୍ର ଗୋବିନ୍ଦ ଗୀତାରେ ଓଡିଶାର ସବୁ ରାଜା ଏବଂ ରାଜବିବରଣୀ ବର୍ଣ୍ଣନା କରାଯାଇଛି । ପ୍ରଶ୍ନ ଉଠୁଛି ଭକ୍ତମାନଙ୍କ ମନରେ ଯଦି ଅଚ୍ୟୁତାନନ୍ଦ ମହାପୁରୁଷ ସମଗ୍ର ଉତ୍କଳରେ ରାଜବଂଶର ବର୍ଣ୍ଣନା କରିଛନ୍ତି , ତେବେ କଣ ସେ ବର୍ତ୍ତମାନର ଶାସନ ଗାଦିରେ କିଏ ରହିବେ ସେ ବିଷୟରେ କିଛି ବର୍ଣ୍ଣନା କରିନାହାଁନ୍ତି ?

ଆଜ୍ଞା ହଁ ସେ ଅତିତ, ଭବିଷ୍ୟତ ଏବଂ ବର୍ତ୍ତମାନ ବିଷୟରେ ସବୁ କିଛି ବର୍ଣ୍ଣନା କରିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଜଣାଇବୁ । ତେବେ ମାହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି –
ନୃପତି ହୋଇଣ ଜଣେ ନଥିବେ ଟି କେହି
ନୟନେ ଦେଖିବୁ ଦିନ ଅଚ୍ୟୁତ କହଇ ।


ପୁନଃଶ୍ଚ ମହାପୁରୁଷ ଆଉ ଗୋଟିଏ ଗ୍ରନ୍ଥରେ କହିଛନ୍ତି, “ଅଠର ଗଡ ଯେ ଛତିଶ ରାଜା, ରାଜୁତି ନ ଥାଇ ସଭିଏଁ ପ୍ରଜା ” । ତେବେ ଦେଖନ୍ତୁ ମାଳିକାର କେତେ ସତ୍ୟତା ରହିଛି , ଯେଉଁମାନେ ଆଜକୁ ଶହେ ବର୍ଷ ପୂର୍ବେ ରାଜ୍ୟ ଶାସନ କରୁଥିଲେ ଏବଂ ରାଜା ଭାବରେ ସେମାନେ ପ୍ରତିଷ୍ଠିତ ଥିଲେ ।

କିନ୍ତୁ କେବଳ ନାମମାତ୍ର ସେମାନେ ଅଛନ୍ତି , ହେଲେ ସେମାନଙ୍କର ଶାସନ କ୍ଷମତା କିଛି ମହାପୁରୁଷ ରଖିନାହାଁନ୍ତି । ସେମାନଙ୍କ ଶାସନ ନାହିଁ , ରାଜ୍ୟ ଶାସନ ସଂମ୍ପୂର୍ଣ୍ଣ ଭାବରେ ଲୁପ୍ତ ହୋଇଯାଇଛି । ତେବେ ଭକ୍ତମାନଙ୍କ ମନରେ ପୁଣି ପ୍ରଶ୍ନ ଉଠୁଥିବ ଯେ ଯଦି ମହାପୁରୁଷ ରାଜାଶାସନ ବିଷୟରେ ଲେଖିଲେ , ତାହେଲେ କଣ ସେ ମନ୍ତ୍ରୀ ମାନଙ୍କ ଶାସନ ବିଷୟରେ ଲେଖିନାହିଁନ୍ତି । ନିଶ୍ଚିତ ଭାବରେ ସେ ଏହା ମଧ୍ୟ ଲେଖିଛନ୍ତି – ଭାରତ ବର୍ଷରେ ଓଡିଶା ହେଉଛି ଏକ ରାଜ୍ୟ

ର୍ଷାନାଂ ଭାରତ ସ୍ରୋତ ,
ଦେଶାନାଂ ଉତ୍କଳ ସ୍ରୋତ ,
ଉତ୍କଳସ୍ୟ ସମ ଦେଶ
ଦେଶ ନାସ୍ତି ମହି ତଳେ ।।

2024ରେ ନିର୍ବାଚନ ପରେ 2024-29 ମସିହା ପରେ ଓଡିଶା ବର୍ଷରେ କିଏ ଶାସନ କରିବେ ସେ ବିଷୟରେ ମହାପୁରୁଷ ଲେଖିଛନ୍ତି-
ଲୀଳାଚଳ ଧାମ ଛାଡି ଆମ୍ଭ ଯିବୁ ଯେତେବେଲେ
ଜଗତ ସେ ବେଳେ ଦିଶି ବହେ ଅସଭୋନ ।
ଚିତ୍ରୋତ୍ତଳା ନଦୀ ତଟେ ଆମ୍ଭେ ହେବୁ ଯାତ
ଆମ୍ଭ ମାୟା କଟକରେ କରିବୁ ଯେ ଖ୍ୟାତ ।।
ତେବେ ପ୍ରଭୁ ହସ୍ତିନା କଟକରେ ନିଜର କ୍ଷମତା ବିସ୍ତାର କରିବେ । ଏହାପରେ ଓଡିଶାରେ ଯେଉଁ ମୁଖ୍ୟମନ୍ତ୍ରୀ ଆସିବେ ସେ ନିଶ୍ଚିତ ନାରୀ ଶାସକ ହୋଇଥିବେ । ତେବେ ଏହା ନିଶ୍ଚିତ ଭାବରେ ସତ୍ୟ ହେବ କାହିଁକି ନାଁ ମହାପୁରୁଷଙ୍କର ଏ ହେଉଛି ଅକାଟ୍ୟ ସତ୍ୟ ବଚନ ଅଟେ । ତେଣୁ ଏହା କେବେ ମିଥ୍ୟା ହୋଇ ନପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।