Odisha News Portal

ମରିଗଲେ ବି ମହାପଞ୍ଚୁକ ଦିନ କରନ୍ତୁ ନାହିଁ ଏହି 5ଟି କାମ ନଚେତ୍ ଆସିପାରେ ମହାବିପତ୍ତି !

ଏହି ମାସର କାର୍ତ୍ତିକ ମାସର ପଞ୍ଚୁକ ଏବେ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ପଞ୍ଚୁକ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ କରି ଆପଣ ମାନେ ଏହି ପଞ୍ଚୁକରେ କେବେବି ଭୁଲରେ ମଧ୍ୟ ଏହି ପାଞ୍ଚଟି କାମ କରନ୍ତୁ ନାହିଁ । ଭାରତୀୟ ପରମ୍ପରାରେ କୌଣସି କାମ କରିବା ପୂର୍ବରୁ ଜ୍ୟୋଟିଷ ସାସ୍ତ୍ର ସମସ୍ତ ନିୟମ ମାନି ତାହାର ଶୁଭ ଏବଂ ଅଳୁଭ କଥା ମାନାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁଭ ମୂହୂର୍ତ୍ତରେ କରାଯାଇଥିବା କୌଣସି ନୂଆ କାମ ଭଲ ହୋଇଥାଏ ମାତ୍ର ଅଳୁଭ ମୂହୂର୍ତ୍ତରେ କରାଯାଇଥିବା କାମ ଅଶୁଭ ଫଳ ପ୍ରଦାନ କରିଥାଏ । ତେବେ ପଞ୍ଚୁକ ଏହି ସମୟ ମଧ୍ୟରେ ଆପମ ମାନେ କେବେବି ଏହି ପାଞ୍ଚଟି କାମ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା କଣ ସେହି ପାଞ୍ଚଟି କାମ ଯାହାକୁ କେବେବି କରିବା ଉଚିତ ନୁହେଁ ।

1–ମନ୍ତ୍ର ଉଚ୍ଚାରଣ କରିବା


ଆପଣ ମାନେ ଜାଣି ରଖିବା ନିତାନ୍ତ ଆବଶ୍ୟକ କି ପଞ୍ଚୁକରେ ଆପଣ ମାନେ କେବେବି ଖଟ ଉପରେ ବସି ମନ୍ତ୍ର ଉଚ୍ଚାରଣ କରିବେ ନାହିଁ । କାରଣ ଏମିତି କରିବା ଦ୍ୱାରା ବହୁତ ସଂଙ୍କଟ ଆସିଥାଏ , ତେଣୁ କରି ଏହି ପଞ୍ଚୁକ ସମୟରେ ଖଟ ଉପରେ ବସି ମନ୍ତ୍ର ଉଚ୍ଚାରଣ କରନ୍ତୁ ନାହିଁ ।

2–କାଠ . ଘାସ ଏବଂ ଜଳୁଥିବା ବସ୍ତୁ ଏକାଠି କରନ୍ତୁ ନାହିଁ

ପଞ୍ଚୁକ ସମୟରେ ଯେଉଁ ସମୟରେ ଧନିଷ୍ଟା ନକ୍ଷତ୍ର ମାନେ ଏକାଠି ହୋଇଥାନ୍ତି ଆପଣ ମାନେ ସେହି ସମୟରେ କାଠ , ଘାସ ଏବଂ ଜଳୁଥିବା ବସ୍ତୁକୁ ଏକାଠି କରିବେ ନାହିଁ । କାରଣ ଏମିତି କରିବା ବହୁତ ହିଁ ଅଶୁଭ ହୋଇଥାଏ ।

3-ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ

ଏହା ସହିତ ପଞ୍ଚୁକରେ ମଧ୍ୟ ଦକ୍ଷିଣ ଦିଗକୁ ଯାତ୍ରା କରିବା ଉଚିତ ମାନାଯାଏ ନାହିଁ । କାହିଁକିନା ଏହି ଦିଗରେ ଯମଙ୍କର ବାସ ହୋଇଥାଏ । ତେଣୁ ଏହି ମାସର ପଞ୍ଚୁକରେ କୌଣସି କ୍ଷେତ୍ରରେ ମଧ୍ୟ ଆପଣ ମାନେ ଦକ୍ଷିଣ ଦିଗକୁ ଯାତ୍ରା କରିବେ ନାହିଁ ।

4–ଘରର ଛାତ ବନେଇବା

ପଞ୍ଚୁକ ସମୟରେ ଯେଉଁ ସମୟରେ ରେବତୀ ନକ୍ଷତ୍ର ଏକାଠି ହୋଇଥାଏ ସେହି ସମୟରେ କେବେବି ଘରର ଛାତ ବନାନ୍ତୁ ନାହିଁ । ତେବେ ଏହି ସମୟରେ ଆପମ ମାନେ କେବେବି ଘରର ଛାତକୁ ବନାନ୍ତୁ ନାହିଁ ।

5–ଅନ୍ତିମ ସଂସ୍କାର

ଏମିତି ମଧ୍ୟ ମାନାଯାଏ କି ଯଦି ପଞ୍ଚୁକରେ ଆପଣଙ୍କର ଘରେ କେହି ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ତେବେ ସେହି ସମୟରେ ଆପଣ ମାନେ ତାହାର ଅନ୍ତିମ ସଂସ୍କାର କରିବା ପାଇଁ କୌଣସି ଏକ ଯୋଗ୍ୟ ପଣ୍ଡିତର ପରାମର୍ଶ ଗ୍ରହଣ କରିବା ଦରକାର ।

କିଛି ନକ୍ଷତ୍ର ମାନଙ୍କର ପଞ୍ଚୁକ ଲାଗିବା ଦ୍ୱାରା ଶୁଭ କାର୍ଯ୍ୟ ମଦ୍ୟ ହୋଇଥାଏ ତେଣୁ ଏହି ଦିନ ଗୁଡିକରେ ବ୍ୟାପାର , ବିବାହ , ନିର୍ବଦ୍ଧ ଆଦି କରିଲେ ତାହା ବହୁତ ଶୁଭ ବୋଲି ମାନାଯାଏ । ତେଣୁ ପ଼ଞ୍ଚୁକ ସମୟରେ ଏହି ସମସ୍ତ କାମ ପ୍ରତି ଧ୍ୟାନ ଦେବା ବହୁତ ହିଁ ଆବଶ୍ୟକ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।