Odisha News Portal

ଦେଖନ୍ତୁ ଏହି ଛାତିଥରା ଭିଡିଓ ! ପିତା ଙ୍କ ମୃତ୍ୟୁ ଖବର ପାଇ ଆସିପାରିଲେ ନାହିଁ ବେଷ୍ଟ ବୋଲର ମହମ୍ମଦ ସିରାଜ , କିନ୍ତୁ ବିଜୟ ପରେ ବାପାଙ୍କ କବର ପାଖକୁ ଆସି ଏମିତି କଥା ଜଣାଇଲେ ! ଶୁଣିଲେ ଆପଣ ଙ୍କ ଆଖିରୁ ଲୁହ ଆସିବ…

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହା ଶୁଣି ଆପଣ ମାନେ ବହୁତ ଦୁଃଖ ପ୍ରକାଶ କରିବେ । କାରଣ ହୁଏତ ଆପଣ ମାନଙ୍କ ମଧ୍ୟରୁ କାହା ସହତ ଏପରି ହୋଇଥିବ , ମାତ୍ର କେବେବି କାହା ସହିତ ଏପରି ଘଟଣା ନଘଟୁ ବୋଲି ଆମର କାମନା କରିବା ଉଚିତ । ଆପଣଙ୍କ ଭିତରେ କାହା ସହିତ ଏପରି ଘଟିଥିବା କି ଆପଣ ମାନେ ଘରୁ କୌଣସି ଦୂର ସ୍ଥାନକୁ ଯାଇଥିବେ ସେହି ସମୟରେ ଆପଣଙ୍କର ଘରର କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବ । ତେବେ ଏପରି ପରିସ୍ଥିତିରେ ଆପଣ ମାନେ ମାନେ ଘରଠାରୁ ଦୂରରେ ରହି କିପରି ନିଜକୁ ସମ୍ଭାଳିଥିବେ ତାହା ଆପଣ ମାନେ ହିଁ ଜାଣିଥିବେ ।

ମାତ୍ର ଯେଉଁମାନେ ପାଖରେ ରହିଥାନ୍ତି ସେମାନେ ଘରକୁ ଫେରିଆସନ୍ତି ମାତ୍ର ଯେଉଁମାନେ ଦେଶ ବାହାରକୁ କୌଣସି କାମ ପାଇଁ ଯାଇଥାନ୍ତି ତେବେ ସେମାନଙ୍କର ପରିସ୍ଥିତି ବହୁତ ଗମ୍ଭୀର ହୋଇଥିବ ।

କାରଣ ଏମିତି ଏକ ଅବସ୍ଥା ଜଣେ କ୍ରିକେଟରଙ୍କର ହୋଇଛି , ଯିଏ କି ଅଷ୍ଟ୍ରୋଲିଆ ଗସ୍ତ ସମୟରେ ତାଙ୍କ ଭାରତରେ ତାଙ୍କର ବାପାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ସେ ସେହିଠାରେ ନିଜକୁ ବହୁତ ଭଲ ଭାବରେ ସମ୍ଭାଳି ନିଜ ଦେଶକୁ ଜିତେଇବା ପାଇଁ ଏପରି ପରିସ୍ଥିତିରେ ମଧ୍ୟ ବହୁତ କଷ୍ଟ କରିଛନ୍ତି । ମାତ୍ର ଏବେ ସେ ଭାରତକୁ ଫେରିଛନ୍ତି ଏବଂ ସ୍ୱଦେଶକୁ ଆସି ପ୍ରଥମେ ନିଜର ପିତାଙ୍କର ସମାଧିକୁ ଦର୍ଶନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ବେଷ୍ଟ ବୋଲର ମହମ୍ମଦ ସିରାଜ ଆଜି ଭାରତକୁ ଫେରିଛନ୍ତି । ହାଇଦ୍ରାବଦର ସମସମା ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସିଧାସଳଖ ଫେରନ୍ତା ବାଦରେ ଥିବା ଶ୍ମଶାନକୁ ଯାଇଥିଲେ । ଶ୍ମଶାନରେ ଶିରାଜଙ୍କର ବାପାଙ୍କୁ ସମାଧି ଦିଆଯାଇଛି , ପିତାଙ୍କର ସମାଧି ନିକଟରେ ଭାବ ବିହ୍ୱଳ ହୋଇ ଯାଇଥିଲେ ସିରାଜ । ଏହା ପରେ ସେ କୁରାନ ପଢି ନିଜର ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

 ଗତ ନଭେମ୍ବର 20 ତାରିଖରେ ସିରାଜଙ୍କର ବାପାଙ୍କର ଦେହାନ୍ତ ହୋଇଥିଲା । ଏହାର ସପ୍ତାହକ ପୂର୍ବରୁ ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ପିତାଙ୍କର ମୃତ୍ୟୁର ଖବର ପାଇଁ ସେ ଭାଙ୍ଗିପଡିଥିଲେ ସୁଦ୍ଧା ଦେଶ ପାଇଁ ଖେଳିକରି ନିଜର ବପାଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆ ଗସ୍ତରେ ବର୍ଣ୍ଣ , ବୈଷମ୍ୟର ଶିକାର ହୋଇଥିଲେ ସିରାଜ ।

ସେ ଏହି ସଂପର୍କରେ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି କି ଏହି ଘଟଣାରେ ସେ ଭାଙ୍ଗିପଡିନଥିଲେ ବରଂ ଏପରି ଘଟଣା ତାଙ୍କୁ ଆହୁରି ମଜବୁତ କରିଥିଲା । ନିଶାଦ ଶର୍ମା , ମହମ୍ମଦ ଶର୍ମୀ , ଜସମିଦ ବୁମରା , ମୁକେଶ ଯାଦବଙ୍କ ଭଳି ସୁପର ବୋଲରଙ୍କର ଅନୁପସ୍ଥିତିରେ କେଳି ସିରାଜ ଚମକ୍ତାର ପ୍ରଦର୍ଶନ କରିଥିଲେ । ଏଥିରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ 13 ଟି ୱିକେଟ ନେଇ ନେଇ କରି ଭଲ ପ୍ରଦର୍ଶନ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।