Odisha News Portal

ଆସନ୍ତା କାଲି ସକାଳୁ ଏହି ପାଞ୍ଚୋଟି ରାଶିର ଭାଗ୍ୟ ଜଳିବ ! ମହାଦେବ ଆଣିଲେ ଏହି ରାଶିରେ ଖୁସି ଖବର…

0 2

ଆଜିର ଏହି ଲେଖା ମାଧ୍ୟମରେ ଆମେ ଆପମଙ୍କୁ କହିବାକୁ ଯାଉଛୁ ଯେ ଦୀର୍ଘ ପାଞ୍ଚ ଶହ ବର୍ଷ ପରେ ଏହି ଦୁଇ ରାଶିର ଖୋଲିବାକୁ ଯାଉଛି ସୌଭାଗ୍ୟ ଏବଂ ଏହି ଦୁଇ ରାଶି ଉପରେ ବର୍ଷିବ ମହାଦେବଙ୍କର ଅପାର କୃପା । ତେବେ ଚାଲନ୍ତୁ ଜାଣିନେବା କଣ ସେହି ଦୁଇ ଗୋଟି ରାଶି ଯାହାର ଉପରେ ବର୍ଷିବାକୁ ଯାଉଛି ଶିବଙ୍କର କୃପା । ଆପଣଙ୍କୁ କହିରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନାର ଉଦୟ ହେବ । ଏମାନଙ୍କ ପାଇଂ ଏହି ରାଜଯୋଗ ବହୁତ ଭଲ ଏବଂ ଶୁଭଫଳ ଦାୟକ ସାବ୍ୟସ୍ତ ହେବ ।

ଆପଣଙ୍କର ଜୀବନ ସାଥୀଙ୍କ ସହିତ ସଂପ୍ରକ ମଧୁର ହେବ , ଆରାମ କରିବା ପାଇଂ ଆଗାମୀ ଦିନ ବହୁତ ସାନଦାର ରହିବ । ସ୍ବାମୀ ସ୍ତ୍ରୀ କୌଣସି ବାହାରକୁ ବୁଲିବାକୁ ମଧ୍ୟ ଯାଇ ପାରନ୍ତି । ଏହି ସମୟ ଏବଂ ଆଗାମୀ ସମୟ ଆପଣଙ୍କର ଲଭ ଲାଇଫ୍ ଏବଂ ଉଚିତ ସାବ୍ୟସ୍ତ ହେବ ।

ଏହା ସହିତ ବିବାହିତ ଲୋକ ମାନଙ୍କ ପାଇଁ ଏହି ଦିନ ଅଧିକ ଭଲ ଏବଂ ଶୁଭ ହେବାକୁ ଯାଉଛି । ଯାହାକୁ ଆପଣ ଶୁଣି ବହୁତ ଅଧିକ ଖୁସି ହେବେ ଏବଂ ଏହି ଖୁସି ଖବର ଆପଣଙ୍କ ପାଇଁ ପ୍ରେମ ମାମଲାରେ ବହୁତ ଲାଭ ଦାୟକ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ଏହା ସହିତ ଆପଣଙ୍କର କଳାତ୍ମକ , ରଚନାତ୍ମକ କାର୍ଯ୍ୟର ପ୍ରଂଶସା ହେବ ।

ବ୍ୟର୍ଥ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ । ସମସ୍ତ ମନସ୍କାମନା ଗୁଡିକ ପୂରଣ ହେବ ଏବଂ ଆର୍ଥିକ ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଯିବ । ତେବେ ଆପଣଙ୍କୁ ଖୁବ୍ ଶିଘ୍ର ଚାକିରି ମିଳିବାର ବହୁତ ସମ୍ଭାବନା ବନୁଛି । ଅବିବାହିତ ଲୋକ ମାନଙ୍କର ଖୁବ ଶିଘ୍ର ବିବାହ ହେବାକୁ ଯାଉଛି । ଆପଣଙ୍କର ଜୀବନ ସାଥୀଙ୍କ ସହିତ କୌଣସି ଦର୍ଶନୀୟ ସ୍ଥାନକୁ ଯାତ୍ରା କରି ପାରନ୍ତି । ସନ୍ତାନଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ ।

ନିଜର ଉପରେ ବିଶ୍ବାସ ରଖନ୍ତୁ ଆପଣଙ୍କର ସବୁ ବିଗିଡି ଯାଇଥିବା କାର୍ଯ୍ୟ ସୁରୁଖୁରୁରେ ଚାଲୁ ହେବ । ଆପଣଙ୍କର ଆତ୍ମ ବିଶ୍ବାସକୁ କମ୍ ହେବାକୁ ଦିଅନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ବଡ ବଡ ମଉକା ମିଳିବ । କ୍ୟାରିଅରରେ ବଡ ପ୍ରଗତି ହାସଲ କରିବେ । ଆପଣଙ୍କ ଦ୍ବାରା ଭାବିଥିବା କାର୍ଯ୍ୟ ପୂରଣ ହୋଇଯିବ ।

ସ୍ବାସ୍ଥ୍ୟ କଥା କହିଲେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ । ଚାକିରି ଅପେକ୍ଷାରେ ଥିବା ଲୋକମାନଙ୍କୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଛି । ସମାଜରେ ମାନ ସମ୍ମାନ ବଢିବ । ଆପଣଙ୍କର କୁଣ୍ଡଳିରେ ଅଚାନକ ଧନ ଲାଭର ଯୋଗ ବନୁଛି । ନିଜର ସ୍ବାସ୍ଥ୍ୟକୁ ନେଇ ଟିକିଏ ସଚେତନ ରୁହନ୍ତୁ ।

ତେବେ ସେହି ଭାଗ୍ୟଶାଳୀ ରାଶି ଦୁଇଟି ହେଉଛି ସିଂହ ରାଶି ଏବଂ କୁମ୍ଭ ରାଶି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।