ମେଥି ( Methi ) ପାଣି ପିଇବାର ଉପକାରିତା… ଦେଖନ୍ତୁ ଚମତ୍କାର

ତେବେ ବନ୍ଧୁଗଣ ମଣିଷ ଶରୀରରେ ଆଜିକାଲି ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଉଛି | ଆଉ ସେହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ହେଲଥ ତ୍ରିକ୍ସ ମଧ୍ୟ ଆପଣେଇ ଥାଉ | ଆଉ ସେହି ସବୁ ଜିନିଷ କୁ ବ୍ୟବହାର କରିକି ଆମ ଶରୀରରେ ଦେଖା ଯାଉଥିବା ବିଭିନ୍ନ ପ୍ରକାରର ସମସ୍ୟା ରୁ ମଧ୍ୟ ମୁକ୍ତି ପାଇଥାଉ ବିନା ଡାକ୍ତର ଙ୍କ ସାହାଯ୍ୟ ରେ | ତେବେ ଆଜି ମୁଁ ଆପଣ ମାନଙ୍କୁ ଯେଉଁ ସବୁ ଘରେଇ ତ୍ରିକ୍ସ ବିଷୟରେ ଜଣେଇବା ପାଇଁ ଚାହୁଁଛି ତାହା ହେଉଛି ମେଥି ପାଣି ର ବ୍ୟବହାର | ଆଉ ଯାହାକୁ ବ୍ୟବହାର କରିକି ଆପଣଙ୍କ ଶରୀରରେ ଦେଖା ଯାଉଥିବା ବିଭିନ୍ନ ପ୍ରକାରର ସମସ୍ୟାରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିବା ତାହେଲେ ଆସନ୍ତୁ ଜାଣିବା |

ତେବେ ମେଥି ପାଣିକୁ ସେବନ କରିବା ଦ୍ୱାରା ଆମ ଶରୀରରେ ବଢୁଥିବା ଚର୍ବି କୁ ଆମେ କମେଇ ପାରିବା ଓ ହେଲଥ କୁ ଠିକ ରାକ୍ଷୀ ପାରିବା, ତାହା ସହିତ ଏଥିରେ ଅନେକ ଗୁଣ ରହିଛି ଯାହା ଆମର ଶରୀର ଉପରେ ବିଶେଷ ଭାବରେ ପ୍ରଭାବ ପକାଇଥାଏ | ତାହେଲେ ଆସନ୍ତୁ ସେଗୁଡିକ ବିଷୟରେ ଅଧିକ ଜାଣିବା |

ମେଥି ପାଣି ର ବ୍ୟବହାର ର 10 ଟି ଉପକାରିତା :-

1- ଓଜନ କୋମାଇବାରେ ମେଥି ପାଣିର ସେବନ ଆମକୁ ସାହାଯ୍ୟ କରେଇଥାଏ |

2- ଗଣ୍ଠି ବାତ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁକି ଆମେ ମେଥିର ପାଣି କୁ ବ୍ୟବହାର କରି ପାରିବା | କାରଣ ଏଥିରେ ଆଣ୍ଟି ଇଂଫ୍ଲାମେଣ୍ଟରି ଗୁଣ ରହିଛି |

3-ଏହାକୁ ସେବନ କରିଲେ ଆପଣଙ୍କ ଶରୀରରେ କଲେଷ୍ଟେରଲ ଜନିତ ସମସ୍ୟା କୁ ମଧ୍ୟ ଦୂର କରିଥାଏ | ଯାହା ଫଳରେ ହାର୍ଟ ଆଟାକ ଜନିତ ସମସ୍ୟା ଆସି ନ ଥାଏ |

4-ମେଥି ରେ ପୋଟାସିୟମ ଥାଏ ଯାହା ଆମ ଶରୀରରେ ଉଚ୍ଚ ରକ୍ତ ଚାପ ଜନିତ ସମସ୍ୟା କୁ ସବୁବେଳେ ଦୂର କରିଥାଏ |

5-ମେଥିରେ ପ୍ରଚୁର ପରିମାଣରେ ଫାଇବୋର ଥାଏ ଯାହା ଆମ ଶରୀରରେ ଖରାପ ପଦାର୍ଥକୁ ବାହାର କରିଦିଏ ଓ କ୍ୟାନ୍ସର ରୁ ମୁକ୍ତି ଦିଏ |

6-ଏହା ବ୍ୟତୀତ ଏହା ଆମ ଶରୀରରେ କିଡ଼ନୀ ରେ ବଢୁଥିବା ଷ୍ଟୋନ କୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ |

7- ଏହା ଡାଇବେଟିସ ଭଳି ସମସ୍ୟା କୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ |

8-ଏହା ଆମର ତ୍ୱଚା ଜନିତ ସମସ୍ୟାକୁ ଦୂର କରିଥାଏ ଓ ଏହା ଆମର ପାଚନ କ୍ରିୟା କୁ ଠିକ କରିଥାଏ |

9- ତେବେ ମେଥିରୁ ତେଲ ରେ ପକାଇ ତାକୁ ଚୁଟି ରେ ଲଗେଇଲେ କେଶ ଜନିତ ସମସ୍ୟା ସବୁଦିନ ପାଇଁକି ଦୂର ହୋଇଯିବ |

10- ତେବେ ଓଜନ ହ୍ରାସ କରେଇବା ପାଇଁ ମେଥିକୁ ରାତିସାରା ପାଣିରେ ଭିଜେଇ ସକାଳେ ଛାଣି ଦିଅନ୍ତୁ ଓ ତାହାକୁ 10 ମିନିଟ ଫୁଟାଇ ସେଥିରେ ମହୁ ମିଶାଇ ପିଇଲେ ଚର୍ବି ହ୍ରାସ ହୁଏ |

ଏହା ଥିଲା ମେଥି ପାଣିର ବ୍ୟବହାର ର ଉପକାରିତା , ଯାହାକୁ ବ୍ୟବହାର କରିକି ଆମେ ଏହି ସମସ୍ତ ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment