IBM ଦ୍ବାରା ପୁରଷ୍କୃତ ମ୍ୟାଜିସିଆନ ସୃଷ୍ଟିଙ୍କ ଦ୍ବାରା ତାଙ୍କ ମ୍ୟାଜିକ କିଛି ଝଲକ ! ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଦେଖୁବାକୁ ମିଳିଥାଏ, ଆଉ ବେଳେ ବେଳେ ଏଭଳି କିଛି ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ଆମକୁ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ | ତେବେ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖା ଯାଇଛି କି ଜଣେ ମ୍ୟୁଜିକସିଆନ ସୁନ୍ଦର ଭାବରେ ନିଜ ଭିତରେ ଥିବା ଟେଲେଣ୍ଟ କୁ ଦେଖାଇବାକୁ ଲାଗିଛନ୍ତି, ଆଉ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ସହଜରେ ବିଶ୍ୱାସ କରି ପାରିବେ ନାହିଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଭାଇରାଲ ହେଉଥିବା ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ଏହି ଭିଡିଓ ଟିରେ ଦେଖିବାକୁ ମିଳିଛି କି କିଭଳି ଭାବରେ ମହା କାଳୀ ଙ୍କର ଭକ୍ତ ବୋଲି କହିକି ଲୋକ ମାନଙ୍କୁ ଗୋଟି ଏ ପରେ ଗୋଟିଏ ଯାଦୁ ଦେଖାଇ ଚାଲିଛନ୍ତି ମହିଳା ଜଣଙ୍କ | ଆଉ ନୂଆ ନୂଆ ଢଙ୍ଗ ରେ ନୂଆ ନୂଆ ଜିନିଷ ମଧ୍ୟ ଦେଖାଉଛନ୍ତି ମହିଳା ଜନକ | ଆଉ ଶେଷରେ ଲେମ୍ବୁ ଭିତରୁ ରକ୍ତ ବାହାର କରୁଥିବାର ମଧ୍ୟ ଦେଖା ଯାଇଥିଲା!| ଆଉ ତାହା ସହିତ ତବିଜି ମଧ୍ୟ ଦେଉଥିବାର ଦେଖୁବାକୁ ମିଳିଛି ଏହି ଭିଡିଓ ରେ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ତେବେ ଏଭଳି ଭିଡିଓ ଭାଇରାଲ ହେବାର କାରଣ ହେଉଛି ଝିଅ ଜଣଙ୍କ IBM ଦ୍ୱାରା ପୁରସ୍କାର ପାଇଥିବା ଜଣେ ମେଜିକସିଆନ | ଆଉ ଏହି ନେଜିକସିଆନ ଜଣଙ୍କ ଏହିଭଳି ଭିଡିଓ କରିକି ଲୋକ ମାନଙ୍କୁ କିଛି ସୋସିଆଲ ମେସେଜ ଦେବାକୁ ଚାହିଁଛନ୍ତି ସେ ଲୋକ ମାନଙ୍କୁ | ଆଉ ଯେଉଁଥିରେ ସେ କହିଛନ୍ତି କି ଏହି ଭଳି ଭାବରେ ଆଜିର ସମାଜରେ ଲୋକ ମାନଙ୍କୁ ଥକାମୀ ହେଉଛି | ଆଉ ଯେଉଁଥିରେ ଲୋକ ମାନେ ବିଭିନ୍ନ ପ୍ରକାରର ନୂଆ ନୂଆ ଜିନିଷ ଗୁଡିକ ଲୋକ ମାନଙ୍କୁ ଦେଖାଇବା ସହିତ ସେହି ଭଳି ଭଣ୍ଡ ଭାବରେ ଲୋକ ମାନଙ୍କୁ ଫୋସେଇବାରେ ଲାଗିଛନ୍ତି |ଆଉ ଯେଉଁ ଭିଡିଓ କୁ ଦେଖିକି ସମସ୍ତେ ବେଶ ପସନ୍ଦ ମଧ୍ୟ କରିଛନ୍ତି |

ତେବେ ଲୋକ ମାନେ ଏହି ଭଣ୍ଡ ଭାବରେ ଲୋକ ମାନଙ୍କୁ ବିଭିନ ପ୍ରକାରର ଜିନିଷ ଗୁଡିକୁ ଦେଇକି ଲୋକ ମାନଙ୍କୁ ଫୋସେଇବାରେ ଲାଗି ପଡିଛନ୍ତି | ଆଉ ଲୋକ ମାନଙ୍କ ପାଖରୁ ଟଙ୍କା ନେଇକି ଓ ସେମାନଙ୍କର ଅନ୍ଧବିଶ୍ୱାସ ର ଫାଇଦା ମଧ୍ୟ ଉଠାଇବାକୁ ଲାଗିଛନ୍ତି ଲୋକ ମାନଙ୍କର | ଆଉ ଏମିତି କିଛି ନୂଆ ନୂଆ ମେଜିକ କୁ ଲୋକ ମାନଙ୍କୁ ଦେଖାଇ ଟଙ୍କା ନେଇକି ଖୁସି ଆଉ ଓଏସ ରେ ଜୀବନ ବିତାଉ ଥିବାର ଦେଖିବାକୁ ମିଳିଛି | ଆଉ ମହିଳା ଜଣଙ୍କ ଏହି ଭିଡିଓ କରିକି ଲୋକ ମାନଙ୍କୁ ଏହି ଭଳି ଅନ୍ଧ ବିଶ୍ୱାସ ପାଖରୁ ଦୁରେଇ ରହିବାକୁ କହିଛନ୍ତି | ଯାହା ଏବେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment