Odisha News Portal

ଦୀର୍ଘ 51 ବର୍ଷ ପରେ ହେଲା ଚମତ୍କାର , ଏହି 6ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର !ଶନି ଦେବଙ୍କ କୃପା ଦୃଷ୍ଟି ରହିଗ ଆଗାମୀ ତିନି ମାସ…..

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ଶନିଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ସମୟ ବହୁତ ଅଧିକ ଭଲ ହେବାକୁ ଲାଗିଥାଏ । ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ ତାହାଠାରୁ ଅଧିକ ସେ ଲୋକ ମାନଙ୍କୁ ଖୁସି ଦେଇଥାନ୍ତି । ଶନିଦେବ କାହାର ଶତୃ ନୁହଁନ୍ତି ବରଂ ସେ ସମସ୍ତଙ୍କର ମିତ୍ର ଅଟନ୍ତି

। ସେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି ଯିଏକି ପ୍ରତ୍ୟେକ ପ୍ରାଣୀ ସହିତ ସବୁବେଳେ ନ୍ୟାୟ କରିଥାନ୍ତି ଏବଂ ଯିଏ ଅନ୍ୟାୟ ପଥରେ ଥାଏ ତାଙ୍କୁ ଭଗବାନ ଶନିଦେବଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ ଏବଂ ଯାହାକୁ ଆମେ ଶନି ଦଶ ପଡିଛି ବୋଲି କହିଥାଉ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହମାନଙ୍କର ଚଳନରୁ ଏହି ମହାସଂଯୋଗ ବନୁଛି । ଆସନ୍ତା କାଲିଠାରୁ ମାତାଲକ୍ଷ୍ମୀ ଏବଂ ଭଗବାନ ଶନିଦେବ ଏକାସହିତ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି ।

1.ମେଷ ରାଶି –

ଏହି ରାଶିର ଭାଗ୍ୟ ଏବେ ଅଚାନକ ଭାବେ ଚମକିବାକୁ ଯାଉଛି । ଏହି ରାଶିର ଭାଗ୍ୟରେ ଅନେକ ଖୁସି ଆସିପାରେ ଏବଂ ଏମାନେ ବର୍ତ୍ତମାନ ସଫଳ ଜୀବନ ଅତିବାହିତ କରିବେ । ଏମାନଙ୍କ ଜୀବନରେ ଏବେ ଖରାପ ସମୟ ଶେଷ ହୋଇ ସାରିଛି ଏବଂ ଧନର ଆଗମନ ହେବେ । ଯାହା ଫଳରେ ଏହି ରାଶିକୁ ଏବେ କେବଳ ଲାଭ ହିଁ ଲାଭ ଦେଖିବାକୁ ମିଳିବ ।

2.କର୍କଟ ରାଶି –

ଏମାନଙ୍କ ଜୀବନରୁ ଏବେ ଖରାପ ସମୟ ସମାପ୍ତ ହୋଇ ଯାଉଛି । ପ୍ରଭୁ ଶନିଦେବଙ୍କ କୃପା କାରଣରୁ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି । ଏ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ରହୁଥିଲା ତାହାର ଏବେ ଅନ୍ତ ହେବାକୁ ଯାଉଛୁ । ଶନିଦେବଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡିବା କାରଣରୁ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଏହାସହିତ ଆପଣଙ୍କର ଧନଧାନ୍ୟର ବୃଦ୍ଧି ହେବାକୁ ଯାଉଛି ।

3.ବିଛା ରାଶି –
ଆପଣଙ୍କ ଜୀବନରେ ଯାହା ବି ଆର୍ଥିକ ସମସ୍ୟା ଚାଲୁଥିଲା, ତାହା ଏବେ ଅନ୍ତ ହେବାର ଅଛି । ବ୍ୟାପାରି ମାନେ ଅଧିକ ଧନ ଲାଭ ହେବାର ଦେଖିପାରିବେ । ଚାକିରି ପାଇଁ ଅପେକ୍ଷାରେ ଥିଲେ ସେମାନଙ୍କୁ ଅଳ୍ପ ଦିନରେ ଭଲ ଚାକିରିଟିଏ ମିଳିପାରେ । ଆପଣଙ୍କର ଭଲ ସମୟ ଆସି ଯାଇଛି ।

4. ଧନୁ ରାଶି –
ଆପଣଙ୍କର ଅଧୁରା ଇଚ୍ଛା ସବୁ ଏହି ସମୟରେ ପୂରଣ ହେବାକୁ ଲାଗିବ । ପ୍ରଭୁ ଶିନିଦେବ ବିଶେଷ କରି ଆପଣଙ୍କ ଉପରେ ଆଶିର୍ବାଦ ପ୍ରଦାନ କରିବେ । ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତ ହେବ ଏବଂ ଆର୍ଥିକ ସ୍ଥିତିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ । ଅଚାନକ ଧନ ପ୍ରାପ୍ତି ହେବ ।

5. କୁମ୍ଭ ରାଶି
ଏହି ରାଶି ଥିବା ବ୍ୟକ୍ତିଙ୍କ ଜୀବନରେ କିଛି ଶୁଭ ପରିବର୍ତ୍ତନ ଆସିବାକୁ ଯାଉଛି । ଏହି ପରିବର୍ତ୍ତନରେ ଏମାନଙ୍କର ଜୀବନ ସଂମ୍ପୂର୍ଣ୍ଣ ବଦଳିଯିବ । ସମସ୍ତ ନକରାତ୍ମକତା ପ୍ରଭୁ ଶନିଦେବଙ୍କ କୃପାରୁ ଦୂର ହୋଇଯିବ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସକରାତ୍ମକତା ବୃଦ୍ଧି ପାଇବ । ସବୁଥିରେ ସଫଳତା ପ୍ରାପ୍ତି ମିଳିବ ।

6.ତୁଳା ରାଶି –

ଏହି ରାଶିର ଲୋକମାନଙ୍କୁ ଏବେ ନିଜ ପରିଶ୍ରମର ଲାଭ ମିଳିବାକୁ ଯାଉଛି । ଅବିବାହିତ ଲୋକଙ୍କୁ ବିଦେଶରୁ ବିବାହ ପ୍ରସ୍ତାବ ଆସିବ । ଆପଣଙ୍କର ଲଫ ପାର୍ଟନର କୌଣସି କଥାକୁ ନେଇ ବହୁତ ମନ ଖରାପ କରିପାରିନ୍ତି । କ୍ୟାରିୟରେ ଆଗକୁ ବଢିବାର ବହୁତ ମଉକା ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।