ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଦେଖୁଥିବା ଭିଡିଓ ମାନଙ୍କ ମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ଆଉ କିଛି ଭିଡିଓ ଥାଏ ଯାହା ଭାରି ଅଜବ ପ୍ରକାରର ହୋଇଥାଏ। ତେବେ କହିବାକୁ ଗଲେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। କିନ୍ତୁ କିଛି ଘଟଣାର ଭିଡିଓ ଆମେ ଦେଖି ଏତେ ଖୁସି ହୋଇଯାଉ ଯେ ଖୁସିର ସୀମା ରହି ନଥାଏ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ।
ତେବେ ଏହା ଏମିତି ଏକ ଭିଡିଓ ଯାହା ଆପଣଙ୍କୁ ଖୁସି କରିବା ସହିତ ଚକିତ କରିବ ନିଶ୍ଚିତ। ଡିଜିଟାଲ ଯୁଗରେ ଅନେକ କିଛି ଘଟଣାର ଭିଡିଓ ଆମେ ଘରେ ରହି ଅନେକ ସମୟ ରେ ଦେଖିବା ପାଇଁ ପାଉଛୁ। ଅନେକ ଘଟଣା ସମ୍ପର୍କରେ ମଧ୍ୟ ଅବଗତ ହୋଇ ପାରୁଛୁ। ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ।ସେ ମଧ୍ୟରୁ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।
ତେବେ କୌତୁକିଆ ଭିଡିଓ ଗୁଡ଼ିକ ସାଧାରଣତଃ ଆମକୁ ମନୋରଂଜନ ର ସୁରାକ ଯୋଗାଇଥାଏ।ଆଉ ଯଦି ଏହା କୁନି ପିଲା ମାନଙ୍କର କିମ୍ୱା ବୃଦ୍ଧ ବୃଦ୍ଧା ମାନଙ୍କର ହୋଇଥାଏ ତେବେ ଏହା ଆହୁରି ଅଧିକ ଖୁସି ଦିଏ। ସେହିପରି ଜଣେ ବୁଢୀ ମାଉସୀ ଙ୍କ ଏକ ଡାନ୍ସ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ସେ ଯେଉଁଭଳି ଭାବରେ ଡାନ୍ସ କରୁଛନ୍ତି ତାହା ଦେଖିଲେ ଆପଣଙ୍କୁ ଖୁସି ଲାଗିବ।ସେ ତାଙ୍କର ଢଙ୍ଗରେ ସମ୍ବଲପୁରୀ ଗୀତରେ କିପରି ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ଥରେ ଦେଖନ୍ତୁ। ତାଙ୍କ ଘର ଆଗରେ ନିଜକୁ ଖୁସି କରିବା ପାଇଁ ମନକୁ ଯେମିତି ଆସୁଛି ସେମିତି ସେ ତାଙ୍କର ନାଚ କରିବାରେ ଲାଗିଛନ୍ତି।
ସତରେ ତାଙ୍କର ଏହିଭଳି ନାଚ ଦେଖି ଏତିକି ମନକୁ ଆସୁଛି ଯେ ବୟସର ଅପରାହ୍ନ ରେ ସେ ନିଜକୁ ଏପରି ଖୁସିର ସହିତ ରଖି ପାରିଛନ୍ତି ତାହା ସବୁଠାରୁ ଖୁସିର କଥା। ତାଙ୍କର ଏହିଭଳି ବୟସରେ ଖୁସି ରହିବାର ଆବଶ୍ୟକତା ବି ରହିଚି। ଗାଉଁଲି ପରିବେଶରେ ମାଉସୀ ଙ୍କ ଏହି ମନ ଖୋଲା ହସ ସାଙ୍ଗକୁ ଅଣ୍ଟା କୁ ବାଙ୍କେଇ ଯେଉଁ ନାଚ, ତାକୁ ଯିଏବି ଦେଖୁଛି ଖୁସି ହେଉଛି ଏବଂ ବୁଢ଼ୀ ମାଉସୀଙ୍କ ଦୀର୍ଘାୟୁ ବି କାମନା କରୁଛି। ଭଗବାନ ତାଙ୍କୁ ସବୁଦିନ ଏମିତି ଖୁସିରେ ହିଁ ରଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।