Odisha News Portal

ଓଃ କି ଡ୍ୟାନ୍ସ ! ମାଉସୀଙ୍କ ପାଖେ ହାର ମାନିଛି ବୟସ…ଥରେ ଦେଖନ୍ତୁ ତାଙ୍କ ଡ୍ୟାନ୍ସ… 2 ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି….

ହଁ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କି ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ଅନେକ ପ୍ରକାରର ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହୋଇଥାଏ | ଆଉ କିଛି ନୂଆ ନୂଆ କଥା ମଧ୍ୟ ଶିଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଦେଖିବାକୁ ମିଳିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି କି ରାସ୍ତା ଉପରେ ବୁଢ଼ୀ ମାଉସୀ ଦୁଇଜଣ ସୁନ୍ଦର ଭାବରେ ମନ ଖୁସି ରେ ନାଚିବାକୁ ଲାଗିଛନ୍ତି | ଆଉ ଯାହାକୁ ଦେଖିଲେ ଲାଗୁଛି ସତେ ଯେପରି ମନରେ କିଛି ଚିନ୍ତା ନାହିଁ ସେମାନଙ୍କର ଆଉ ମନ ଖୁସି ରେ ନାଚିବାକୁ ଲାଗିଛନ୍ତି ସେମାନେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ଜାଣିଛୁ କି କୁହାଯାଏ ଯଦି ଆମର ମନବଳ ଦୃଢ଼ ଥିବ ତାହେଲେ ସେହି ବି ଆମକୁ ଦୁର୍ବଳ କରିପାରିବ ନାହିଁ, ଆଉ ଏମିତି କି ବୟସ ବି ନୁହଁ |ତେବେ ସେହିଭଳି ଏକ କଥା ଦେଖିବାକୁ ମିଳିଛି, ଆଉ ଯେଉଁଠି ଦେଖା ଯାଉଛି କି ଦୁଇ ବୁଢ଼ୀ ମାଉସୀ କିଭଳି ଭାବରେ ମନ ଖୁସି ଇ ନାଚିବା ପାଇଁ ଲାଗୁଛନ୍ତି | ଆଉ ଯେଉଁ ନାଚ କୁ ଦେଖିକି ମନେ ହେଉଛି ସତେ ଯେପରେ ସେମାନ ଙ୍କ ମନରେ କିଛି ଦୁଃଖ ଆଉ ଚିନ୍ତା ନାହିଁ | ସବୁ ଦୁଃଖ ଆଉ ଚିନ୍ତା କୁ ପାଶୋରି ଦେଇକି ନାଚିବା ପାଇଁ ଲାଗି ପଡିଛନ୍ତି |

ଆଉ ଯେଉଁ ଭିଡ଼ିଓ କୁ ଦେଖିକି ଅନେକ କଥା ଶିଖିବାକୁ ମଧ୍ୟ ମିଳୁଛି, ଆଉ ଯେଉଁଠି କୁହାଯାଇଛି କି ଦେଖ ଯେଉଁଠି ବାର୍ଦ୍ଧକ୍ୟ କଥା ଭାବିକି ଜୀବନ କୁ ଅଧା ବୟସରେ ମନ କୁ ହାରି ଦେଉଛନ୍ତି | ଆଉ ସେଠି ବୁଢ଼ୀ ମାଉସି କିଭଳି ଭାବରେ ନାଚୁଛନ୍ତି | ମନ ରେ ଦୁଃଖ ଥାଇପାରେ ଓ ଅଭାବ ମଧ୍ୟ ଥାଇପାରେ କିନ୍ତୁ ସେ ସବୁକୁ ସେ ଖାତିରି ନ କରିକି ବାହାରି ପଡୁଛନ୍ତି ନାଚିବା ପାଇଁ | ଆଉ ଆନ୍ତକୁ ହଲେଇକି ବହୁତ ସୁନ୍ଦର ଭାବରେ ଡାନ୍ସ ର ଯାଦୁ ଦେଖାଉଛନ୍ତି ବୁଢ଼ୀ ମାଉସୀ ମାନେ | ଆଉ ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |

ତେବେ କୁହାଯାଉଛି କି ନାଚ ଗୋଟିଏ ଏମିତି ଜିନିଷ ଯାହା ମନ ଖୁସି ବେଳେ ବାହାରି ଥାଏ |ଆଉ ତାହା ଆମ ମନରେ ଥିବା ସମସ୍ତ ଦୁଃଖକୁ ମଧ୍ୟ ଦୂର କରିଦେଇଥାଏ | ଆଉ ତାହା ବୟସ କୁ ନ ଦେଖିକି ଚାଲିଥାଏ ତାହାର କାମ ରେ |ଆଉ ଯେଉଁଠି ବୃଦ୍ଧା 2 ଜଣ ଙ୍କ ନାଚ ରୁ ଆନେକ କଥା ଶିଖିବାକୁ ମିଳିଛି | ତେବେ ଏହି ଭିଡ଼ିଓ ଟି କେଉଁଠିକାର ତାହା ଜଣା ପଡିନି | କିନ୍ତୁ ତାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।