OMG ! ଓଃ କି ଡ୍ୟାନ୍ସ ! ମାଉସୀଙ୍କ ପାଖେ ହାର ମାନିଛି ବୟସ “ପୁଷ୍ପା ନଏଗା ନାଇଁ”… 24 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି….

ବନ୍ଧୁଗଣ ଏବେ ସୋସିଆଲ ମିଡ଼ିଆ ଏକ ଏମିତି ପ୍ଲାଟଫର୍ମ ପାଲଟିଛି ଯେଉଁଠି ଲୋକେ ତାଙ୍କର ଅଧିକାଂଶ ଅବକାଶ ସମୟ ଅତିବାହିତ କରୁଛନ୍ତି। ତେବେ ଆପଣ ସୋସିଆଲ ମିଡ଼ିଆରେ ପ୍ରତିଦିନ ଦେଖୁଥିବା କିଛି ଭିଡିଓ ମଧ୍ୟରୁ ଏମିତି କିଛି ମଜାଦାର ଭିଡିଓ ବି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି କିଛି ଏମିତି ମଜାଳିଆ ବା କୌତୁକିଆ ଘଟଣା ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ। ଏପରି ଭିଡିଓ ସୋସିଆଲ ମିଡିଆରେ ମଧ୍ଯ ବେଶ୍ ଭାଇରାଲ ହେବାରେ ଲାଗିଥାଏ। ଲୋକେ ଏହାକୁ ଦେଖାଇ ଅନ୍ୟକୁ ଖୁସି କରିବା ପାଇଁ ଏପରି ଭିଡିଓ କୁ ସେୟାର ମଧ୍ୟ କରିଥାନ୍ତି।

ଆପଣ ବି ଏହିଭଳି ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ।କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ତେବେ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ।କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି।

ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର ଏବଂ ମନୋରଞ୍ଜନ ପୂର୍ଣ୍ଣ ଅଟେ। ଏଥିରେ ଜଣେ ବୁଢୀ ମାଉସୀ ର ଦମଦାର ଅଭିନୟ ଦେଖିବାକୁ ମିଳିଛି।ସେ ଏହି ଅଭିନୟ ପୁଷ୍ପା ଫିଲ୍ମ୍ ର ପୋଜ ଦେଖାଇ ତାଙ୍କ ଢଙ୍ଗରେ ଅଭିନୟ କରୁଛନ୍ତି। ଆପଣ ତ ଜାଣିଛନ୍ତି ସୁପରହିଟ ଫିଲ୍ମ୍ ପୁଷ୍ପା ଅନେକ ଗୁଡ଼ିଏ ରେକର୍ଡ କୁ ଭାଙ୍ଗି ଦେଇଛି। ଏହି ଫିଲ୍ମ୍ ର ଗୀତରେ ଏବଂ କଳାକାର ମାନଙ୍କର ଡାନ୍ସ ପୋଜ କୁ ଫଲୋ କରି ଅନେକ ଭିଡିଓ ଶୁଟ କରି ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖିବାକୁ ମିଳୁଛି।

ଲୋକେ ଏହାକୁ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଅନେକ ଗୁଡ଼ିଏ ରିଲ୍ ମଧ୍ୟ କରିଛନ୍ତି।ସେହିପରି ଏହି ବୁଢ଼ୀ ମାଉସୀ ଜଣଙ୍କ ପୁଷ୍ପା ଖୁକେଙ୍ଗା ନେହିଁ, ଡାଏଲଗ ର ପୋଜ କୁ କିପରି କରି ଦେଖାଉଛନ୍ତି ତାହା ଥରେ ଦେଖନ୍ତୁ।ଏକ ଛୋଟ କମେଡି ଭିଡିଓ ରେ ଏକ ବାଳକ ସହିତ ଏହି ମାଉସୀ ଜଣଙ୍କ ତାଙ୍କର ଏହି ଅଭିନୟ ଦେଖାଇଛନ୍ତି। ଶେଷରେ ସେ ଶ୍ରିବାଲି ଗୀତର ଡାନ୍ସ ପୋଜ ମଧ୍ୟ ଦେଖାଇ ଲୋକଙ୍କୁ ହସାଇ ହସାଇ ବେଦମ୍ କରିଛନ୍ତି। ଆପଣ ବି ଏହାକୁ ଦେଖିଲେ ନିଶ୍ଚିତ ଭାବରେ ହସି ହସି ଗଡି ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment