Odisha News Portal

( ମୟୁର ପଙ୍ଖ ) ଘରେ କେଉଁଠି ରଖିଲେ ଧନ ବଢିଥାଏ |ଜାଣି ନଥିଲେ ଆଜି ହିଁ ଜାଣିରଖନ୍ତୁ ….

ଆଜି ଆମେ ଆପଣ ମାନଙ୍କୁ କହିବୁ କି କିପରି ଘରକର ଆମଦାନୀ ବଢିବ ଏବଂ ଟଙ୍କା ପଇସା ଘରକୁ ଆସିବ । ଆଜିର ମହଙ୍ଗା ଦୁନିଆରେ ଧନ ଲୋକମାନଙ୍କ ପାଇଁ ଭଗବାନ ପାଲଟି ଗଲାଣି । ଆଜିକା ସମୟରେ ଯେତେ ଟଙ୍କା କମାଇଲେ ତାହାକୁ ଅଧିକ ଖର୍ଚ୍ଚ ହୋଇଯାଉଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହା ଦ୍ୱାରା ପଇସା ଆସିବାର ବାଟ ଖୋଲିଯିବ । ତେବେ ଏଥିପାଇଁ ଆପଣ ମାନଙ୍କୁ 3 ଟି ମୟୂରପଙ୍ଖର ବ୍ୟବହାର କରିବାକୁ ପଡିବ । ମୟୂରପଙ୍ଖର ଏହି ଉପାୟ ନା କେବଳ ଆପଣଙ୍କର ଜୀବନରେ , ଆପଣଙ୍କର ପରିବାରର ସମସ୍ତ ଜୀବନରେ ମଧ୍ୟ ସୁଖ , ସମୃଦ୍ଧି ଆଣି ଦେଇଥାଏ । ଏହି ଉପାୟକୁ ଆପଣ ମାନେ କୌଣସି ଏକ ଶୁଭ ଦିନରେ କରିପାରିବେ ।

ମୟୂରପଙ୍ଖର ବ୍ୟବହାର ସମସ୍ତ ଜାଗାରେ ହୋଇଛଥାଏ , ଯେମିତିକି ବିଦ୍ୟାର୍ଥୀ ମାନେ ନିଜ ବହି ଭିତରେ ଏହୁ ମୟୂରପଙ୍ଖ ରଖିଥାନ୍ତି । ଏହା ସେମାନଙ୍କ ପାଇଁ ରାମ ବାଣ ସଦୃଶ ସାବ୍ୟସ୍ତ ହୋଇଥାଏ । ଧରର ସମସ୍ତ ରିମରେ ଗୋଟିଏ ଗୋଟିଏ ମୟୂରପଙ୍ଖ ରଖିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ

ଯଦି ଆପଣଙ୍କର ରାହୁ , କେତୁ କିମ୍ବା କାଳ ସର୍ପ ଦୋଷ ରହିଛି ତେବେ ଆପଣ ନିଜ ପାଖରେ ମୟୂରପଙ୍ଖ ରଖନ୍ତୁ ଏହା ଦ୍ୱାରା ଆପଣଙ୍କର ସମସ୍ତ ଭଲ ଲାଭ ହୋଇଥାଏ । ଯଦି ଆପଣଙ୍କ ଘରେ କୌଣସି ଶିଶୁ ବହୁତ ଜୁଦୁଆ ହୋଇଯାଉଛି ତେବେ ତାକୁ ମୟୂରପଙ୍ଖ ହରାଇ ପବନ କରାଇଲେ ତାର ଜିଦିପଣ ଧୀରେ ଧୀରେ କମ ହୋଇଥାଏ ।

ଯଦି ଆପଣଙ୍କ ଘରେ ନବଜାତ ଶିଶୁ ରହିଛି ତେବେ ତାହାର ନଜର ଦୋଷ ହଟାଇବା ପାଇଁ ତାର ବିଛଣା ପାଖରେ ଗୋଟିଏ ମୟୂରପଙ୍ଖ ରଖି ଦିଅନ୍ତୁ । ଏହା ଦ୍ୱାରା ନଜର ଦୋଷ ଛାଡିଯିବ । ଯଦି ଘରକୁ ପଇସା ଆସୁନାହିଁ ଏବଂ ଖର୍ଚ୍ଚ ଅଧିକ ହେଉଛି କିମ୍ବା ଯେତେ ପଇସା ଆସିଲେ ମଧ୍ୟ ସରିଯାଉଛି ତେବେ ଘରର ଦକ୍ଷିଣ ପୂର୍ବ କୋଣରେ ଏହି ମୟୂରପଙ୍ଖକୁ ରଖିଲେ ଲାଭ ହୋଇଥାଏ । ମୟୂରପଙ୍ଖ ଘରେ ରଖିଲେ କୁହାଯାଏ ସାପ ଘରେ ପସିନଥାଏ । ଯଦି ଆପଣଙ୍କର ଘର ଆଖ ପାଖରେ ସାପ ମାନଙ୍କର ଡେରା ରହିଛି ତେବେ ଘରର ସାମ୍ନାରେ ମୟୂର ପଙ୍ଖ ରଖିଦିଅନ୍ତୁ ।

ଆପଣଙ୍କର ଆଲମିରା ଯେଉଁଠାରେ ଆପଣ ମାନେ ପଇସା ରଖୁଛନ୍ତି ସେହି ଠାରେ ମୟୂରପଙ୍ଖ ରଖନ୍ତୁ । ଏହା ଦ୍ୱାରା ଆପଣଙ୍କର ଧନ ବଢିବ ଏବଂ ଖର୍ଚ୍ଚ ମଧ୍ୟ କମ ହେବ । ମୟୂରପଙ୍ଖଙ୍କୁ ଆପଣ ମାନେ ଯେଉଁଠାରେ ରଖୁଛନ୍ତି କିମ୍ବା ଉତ୍ତର ପୂର୍ବ କୋଣରେ ରଖନ୍ତୁ । ପ୍ରତିଦିନ ପୂଜା କରିବା ସମୟରେ ଏହି ମୟୂରପଙ୍ଖକୁ ପୂଜା କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକି ଉଠିବ । ମୟୂରପଙ୍ଖ ଆପଣଙ୍କର ବେଡ କିମ୍ବା ବିଛଣା ତଳେ ରଖନ୍ତୁ ଏହା ଦ୍ୱାରା ଆପଣଙ୍କ ଭିତରେ ପଜିଟିଭ ଏନରଜି ଆସିବ । ଆପଣଙ୍କର ଜୀବନରେ ସଫଳତା ଆସିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।