ମାତ୍ର 1 ମାସରେ 14 KG ଓଜନ ବଢ଼ାନ୍ତୁ, ପତଳା ଶରୀରକୁ SLIM BODY କରନ୍ତୁ ଏହି ଛୋଟିଆ ଉପାୟରେ…

ଆମେ ଆମ ଶରୀରକୁ ସୁସ୍ଥ ରଖିବା ନିହାତି ଜରୁରୀ ହୋଇ ଥାଏ। ସ୍ବାସ୍ଥ୍ୟ ମଣିଷର ସୁଖ ଓ ସୁସ୍ଥତାର ମୂଳପିଣ୍ଡ ହୋଇଥାଏ। ତେବେ ସୁସ୍ଥ ରହିବା ପାଇଁ ଶରୀରର ଓଜନ ସବୁବେଳେ ବାଲାନ୍ସ ରହିବା ଦରକାର। କାରଣ ଶରୀରରେ ଓଜନ ବୃଦ୍ଧି ହେବା ଯେମିତି ଏକ ସମସ୍ୟା ଓଜନ ହ୍ରାସ ହେବା ମଧ୍ୟ ସେମିତି ଏକ ସମସ୍ୟା। ତେଣୁ ଉଚ୍ଚତା ଅନୁସାରେ ନିଜର ଓଜନ ସବୁବେଳେ ଠିକ୍ ରଖିବା ସମସ୍ତଂକ ପାଇଁ ଜରୁରୀ। ତେବେ ଆଜି ଆମେ ଜାଣିବା ଓଜନ କମ୍ ହେବାର କାରଣ କଣ ଆଉ କିଭଳି ଭାବେ ଆମେ ଆମ ଓଜନକୁ ବୃଦ୍ଧି କରି ପାରିବା।

କାହିଁକି ବଢ଼ୁନି ଓଜନ:-

୧.ଓଜନ ଆମର ବଂଶଗତ ବା ହେରିଡିଟାରି ଉପରେ ନିର୍ଭର କରିଥାଏ । ଯଦି ଆମ ପରିବାରରେ ଜେଜେ ବାପା,ବାପା ମା ଏମାନଙ୍କ ଓଜନ କମ ଥିବ ସେମାନେ ପତଳା ଥିବେ ତେବେ ତାର ଇଫେକ୍ଟ ମଧ୍ୟ କିଛି କ୍ଷେତ୍ରରେ ପିଲା ମାନଙ୍କ ଉପରେ ପଡ଼ିଥାଏ।
୨. ଆପଣଙ୍କୁ ଯେତିକି କେଲୋରୀ ଦରକାର ଆପଣ ଯଦି ସେତିକି ଗ୍ରହଣ କରୁ ନାହାଁନ୍ତି ତେବେ ମଧ୍ୟ ଓଜନ କମ ରହିଥାଏ।ତେବେଖାଦ୍ୟର ଗୋଟିଏ ବଡ଼ିର ପ୍ରୋଟିନ ରିକ୍ୱାରିମେଣ୍ଟ ଥାଏ। ପ୍ରୋଟିନ ଆମକୁ ଆମର ଓଜନ ଶରୀରର ୧ କେଜି ଓଜନ ପାଇଁ ଏକ ଗ୍ରାମ ପ୍ରୋଟିନ ନେବା ଆବଶ୍ୟକ ହୋଇଥାଏ। ଯଦି ଆପଣଙ୍କର ୫୦ କେଜି ଓଜନ ରହିଛି ତେବେ ଆପଣଙ୍କୁ ୫୦ ଗ୍ରାମ ପ୍ରୋଟିନ ନେବା ଦରକାର। ଯଦି ସେତିକି ପରିମାଣର ଆପଣ ପ୍ରୋଟିନ ନେଉ ନାହାଁନ୍ତି ତେବେ ଆପଣଙ୍କ ଶରୀରରେ ଓଜନ କମ ହେବ।

ଓଜନ ବୃଦ୍ଧି ପାଇଁ ପୋଷଣ:-

ତେବେ ଜଣେ ମନୁଷ୍ୟ କୁ ୨୫ କିଲୋ କେଲୋରୀ ପର କେଜି ର ବଡି ୱେଟ ପାଇଁ ନେବାକୁ ପଡିଥାଏ ।ଆଉ ଯଦି ତାହା ଆମର କମ ଥାଏ ୱେଟ ତାହେଲେ ଅଧିକ କେଲୋରୀ ର ପୋଷଣ ନେବାକୁ ପଡିଥାଏ ଆମକୁ। ଆମକୁ ଅଧିକ କେଲୋରୀ ଯୁକ୍ତ ଖାଦ୍ୟ ମଧ୍ୟ ଖାଇବାକୁ ପଡିଥାଏ। ଏହା ସହିତ ଖାଦ୍ୟର ପରିମାଣ ବୃଦ୍ଧି କରନ୍ତୁ। ଦିନକୁ ୫-୬ ଥର ଖାଆନ୍ତୁ ଆଉ ଠିକ୍ ଟାଇମ୍ ରେ ଖାଆନ୍ତୁ।

ଓଜନ ବୃଦ୍ଧି ପାଇଁ କେଉଁ ଖାଦ୍ୟ ଖାଇବେ:-

ବ୍ରେକଫାଷ୍ଟରେ ଆପଣ ଦହି ବା କ୍ଷୀର ଜାତୀୟ ଖାଦ୍ୟ ସାମିଲ କରନ୍ତୁ।ଲଞ୍ଚ ଟାଇମ ରେ ଡାଲି ବା ମାଛ, ମାଂସ, ବା ଅଣ୍ଡା ନେଇ ପାରିବା।ସନ୍ଧ୍ୟାରେ କ୍ଷୀର ବା କେତେକ ଫଳ ଖାଆନ୍ତୁ।ରାତି ଖାଇବାରେ ଡାଲମା, ପରିବା ତରକାରୀ ନେଇ ପାରିବା।ମିଠା ଜାତୀୟ ଖାଦ୍ୟ ଅଧିକ ନେବା ଆମ ପାଇଁ ଭଲ ହୋଇଥାଏ।ଏହା ସହିତ ଏକ ଗ୍ଲାସ କ୍ଷୀର ମରେ ସାଗୁଦାନାକୁ ଫୁଟାଇ ପ୍ରତ୍ୟେକ ଦିନ ଖାଆନ୍ତୁ। ଏହା ସହିତ ପ୍ରତ୍ୟେକ ଦିନ ୩ଟି ଆଳୁ ସିଝାଇ ଖାଇ ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment