ପୁରୁଣାରୁ ପୁରୁଣା ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ବିନ୍ଧା “Joint pain ” ସବୁଦିନ ପାଇଁ ଦୂର ହେବ,କରନ୍ତୁ ଏହି ଛୁଟିଆ ଉପାୟ….

ତେବେ ଆମେ ଜାଣିଛୁ ବନ୍ଧୁଗଣ ମଣିଷ ଶରୀରରେ ଛୋଟ ହେଉ ବା ବଡ଼ ସବୁବେଳେ କିଛି ନାଁ କିଛି ଅସୁବିଧା ଲାଗିକି ରହିଥାଏ | ତେବେ ସେହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ମାନେ ଅନେକ ସମୟରେ ଅନେକ ପ୍ରକାରର ଉପାୟ ମାନ ମଧ୍ୟ କରିଥାଉ ବୋଲି କୁହାଯାଉଛି | ତେବେ ଆଜି ଆମେ ଯେଉଁ ଉପଚାର ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଆଣ୍ଠୁ, ଗଣ୍ଠି ଓ ଜୋଏଣ୍ଟ ପେନ ଭଳି ସମସ୍ୟା ଥିଲେ ସେଥିରୁ ମୁକ୍ତି ପାଇବା ର ସହଜ ଘରେଇ ଉପଚାର ବିଷୟରେ | ଆଉ ଯେଉଁ ଉପଚାର କୁ ଆମେ ମାନେ ସହଜରେ ଘରେ ବନେଇ ବ୍ୟବହାର କରି ପାରିବେ | ଆଉ ତାହା ସହିତ ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇଁ ପାରିବେ | ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ଘରେଇ ଉପଚାର ବିଷୟରେ ଜାଣିବା |

ତେବେ ଆଣ୍ଠୁ, ଗଣ୍ଠି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରସୁଣ ହେଉଛି ଗୋଟିଏ ଏପରି ଉପାଦାନ ଯାହା ଏହି ଭଳି ସମସ୍ତ ସମସ୍ୟା କୁ ସହଜରେ ଦୂର କରି ଦେଇ ପାରିବ | ଆପଣ ଙ୍କ ଡାକ୍ତର ଙ୍କର ଆଉ ଆବଶ୍ୟକତା ପଡିବ ନାହିଁ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଘରେଇ ଉପଚାର ର ପ୍ରସ୍ତୁତି ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-ରସୁଣ, ନଡ଼ିଆ ତେଲ, ରାଶି ତେଲ, ସୋରିଷ ତେଲ

ପ୍ରସ୍ତୁତି ପ୍ରଣାଳୀ :-ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ ରସୁଣ ର ଆବଶ୍ୟକତା ପଡିବ ରସୁଣ ଗୋଟିଏ ଏମିତି ଉପକରଣ ଯେଉଥରେ ଭିଟାମିନ A, ଭିଟାମିନ B, କ୍ୟାଲସିୟମ, ମାଗ୍ନେସିୟମ ଓ ତାହା ସହିତ ଆଣ୍ଟି ଆକ୍ସିଡେଣ୍ଟ ର ଗୁଣ ମଧ୍ୟ ରହିଛି | ତେଣୁ ରସୁଣ କୁ ଛୋଟ ଛୋଟ ଖଣ୍ଡ କରିକି କାଟି ନେବେ ତାହା ପରେ ଗୋଟିଏ ପାତ୍ର ରେ ରସୁଣ କୁ ନେଇକି ସେଥିରେ ଗୋଟିଏ ଚମଚ ନଡ଼ିଆ ତେଲ, ଗୋଟିଏ ଚାମଚ ରାଶି ତେଲ ଓ ଗୋଟିଏ ଚାମଚ ସୋରିଷ ତେଲ ନେବେ | ଆଉ ସବୁବେଳେ କୁ ମିଶାଇ ତାହାକୁ ଖୋରରେ ସବୁବେଳେ ବସେଇ ଗରମ କରି ପାରିବେ 10 ଦିନ ଯାଏ | ନହେଲେ ଡବଲ ଵୋଏଲିଂ ପ୍ରୋସେସ ରେ ମଧ୍ୟ ତାହାକୁ ଗରମ କରିବେ ଓ ସେମିତି ପାଣି ରେ ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡ଼ି ଦେବେ |

ବ୍ୟବହାର :-ଏହି ପ୍ରସ୍ତୁତ କରିଥିବା ତେଲ କୁ ଆପଣ ମାନେ ପ୍ରତେକ ଦିନ ଆଣ୍ଠୁ, ଗଣ୍ଠି ଓ ଜୋଏଣ୍ଟ ପେନ ହେଉଥିବା ସ୍ଥାନରେ ହାଲକା ହାଲକା ଭାବରେ ମାଲିସ କରି ପାରିବେ |ତାହା ବ୍ୟତୀତ ଆପଣ ମାନେ ମଧ୍ୟ ପ୍ରତେକ ଦିନ 2 ପାଖୁଡା ରସୁଣ କୁ ଚୋବାଇ ଖାଇ ପାରିବେ | କିନ୍ତୁ ଖାଲି ପେଟ ରେ ଖାଇବେ ନାହିଁ |
ତେବେ ଏହା ଥିଲା ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment