Odisha News Portal

Dr. Pariniti Bisoyi – ମାତ୍ର 7 ଦିନରେ ଭାତୁଡ଼ି ଜନିତ ସମସ୍ୟା ହୋଇଯିବ ଗାଏବ, ଆଜି ହିଁ କରନ୍ତୁ ଏହି ଘରୋଇ ଉପାୟ 100% ଗ୍ୟାରେଣ୍ଟି…

ଭାତୁଡି ଏମିତି ଏକ ଜିନିତ ଯାହା ଅଧିକାଂଶ ମଣିଷ ଠାରେ ଦେଖିବାକୁ ମିଳିଥାଏ , ଏହା ସାଧାରଣତଃ ଚର୍ମ ରୋଗ ତଥା ଅଳ୍ପ କଳା ରଙ୍ଗର ହୋଇଥାଏ । ଏହା ସାଧାରଣତଃ ଶରୀରର କାଖ , ଜଙ୍ଗ , ବେକ ଆଦି ସ୍ଥାନରେ ବେଶୀ ପରିମାଣରେ ବାହାରିଥାଏ । ଏହା ଶରୀରରୁ ଅଳ୍ପ କିଛି ବାହାରି ଆସିଥାଏ , ଭାତୁଡି ସାଧାରଣତଃ ମୋଟା ବ୍ୟକ୍ତି , ଡାଇବେଟିସ ଓ ଉଚ୍ଚ ରକ୍ତ ଚାପ ଥିବା ବ୍ୟକ୍ତିଙ୍କ ଠାରେ ଅଧିକ ହୋଇଥାଏ । କିନ୍ତୁ ଏହା ଏମିତି ଏକ ରୋଗ ଯାହା ପାଇଁ କୌଣସି କ୍ୟାନସର ରୋଗ ହେବାର ସମ୍ଭାବନା ନଥାଏ ।

ଯଦି ଆପଣଙ୍କ ଶରୀରରେ ବହୁତ ପରିମାଣରେ ଭାତୁଡି ହେଉଛି ତେବେ ଆପଣ ତୁରନ୍ତ ଡକ୍ଟରଙ୍କ ସହ ପରାର୍ମଶ କରନ୍ତୁ । ନିଜ ଭିତରେ ଥିବା ଏହି ରୋଗକୁ ନିଶ୍ଚୟ ଦୂରେଇବା ନିହାତି ଆବଶ୍ୟକ ଅଟେ , ଯଦି ଆପଣ ଅପରେସନ କରିଦେଇଛନ୍ତି ତେବେ କୌଣସି ଅସୁବିଧା ନାହିଁ । ଏହା ମଧ୍ୟ ସୂର୍ଯ୍ୟ କିରଣ ପଡିଲେ ଅଧିକ ପରିମାଣରେ ବାହରିଥାଏ , ଆହୁରି ମଧ୍ୟ କିଛି କିଛି ଭାତୁଡି ରହିଛି ଯାହା ହାତକୁ ଖଦଡିଆ ଲାଗିଥାଏ ଏବଂ ଆଉ କିଛି ଚର୍ମ ଭିତରେ ହୋଇଥାଏ । ଆପଣ ମାନେ ଲାଲ୍ ଜାଇ ଓ କଳା ଜାଇ ବିଷୟରେ ନିଶ୍ଚୟ ଜାଣିଥିବେ , ଶରୀରର ରଙ୍ଗ ପରିବର୍ତ୍ତନ ମେଲାନିନ ଯୋଗୁଁ ହୋଇଥାଏ ।

ଭାତୁଡି ବହୁତ ପ୍ରକାର ହୋଇଥାଏ , ଯେମିତି କି ଏହା ଆଖି ଚାରିପଟେ ହଳଦିଆ ରଙ୍ଗ ର ଛୋଟ ଛୋଟ ଦାନା ଭଳି ବାହରିଥାଏ । ଆଉ କିଛି କିଛି ରହିଥାଏ ଯାହା ଶରୀର ସାରା ବାହାରିଥାଏ ଏବଂ ଚିକ୍କଣ ମଧ୍ୟ ଦେଖାଯାଇଥାଏ । ଆଉ କିଛି ଭାତୁଡି ରହିଥାଏ ଯାହା ଟିକେ ବୟସ ହୋଇଗଲେ ବା ବୃଦ୍ଦ ବୟସରେ ହୋଇଥାଏ , ଏହା ଦେଖିବା ପାଇଁ କଳା ରଙ୍ଗର ହୋଇଥାଏ । ଏହା କପାଳ ଜାଗା ରେ ବେଶୀ ବାହାରିଥାଏ । ଆହୁରି ମଧ୍ୟ କିଛି ଜାଇ ରହିଛି ଯେଉଁଥିରେ ରକ୍ତ ବାହାରିଥାଏ , ତେଣୁ ଆପଣ ମାନେ ନିଜେ ନିଜେ କୌଣସି ଘରୋଇ ଉପଚାର କରନ୍ତୁ ନାହିଁ ।

ଯେମିତିକି ତାକୁ ଉପାଡିବା , କୌଣସି ମତେ ନ ହେଲେ ତାକୁ ସୂତାରେ ଟାଣିବା ନହେଲେ ଏସିଡ ପକାଇବ ଏସବୁ ଭୁଲ ଆଦୁ କରନ୍ତୁ ନାହିଁ । ଏହା ଆପଣଙ୍କ ଶରୀର ର ଚର୍ମକୁ କ୍ଷତି ପହଞ୍ଚାଇବ , ତେଣୁ ଆପଣ ଡକ୍ଟରଙ୍କ ପରାମର୍ଶ ନେଇ ଅପରେସନ କରି ଦିଅନ୍ତୁ । ଏହା ବ୍ୟତୀତ ନିଜ ଶରୀରର ଓଜନ ବଢାଇବା ପାଇଁ ଦିଅନ୍ତୁ ନାହିଁ , ଶରୀରକୁ ଉପଯୁକ୍ତ ଭାବେ ବଜାୟ ରଖନ୍ତୁ । ତେଲ ମସଲା ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ ଏବଂ ଏହି ଅପରେସନ କୁ ମାତ୍ର 2-3 ମିନିଟ ଲାଗିଥାଏ ।ଡାକ୍ତର ମାନଙ୍କୁ ଅପରେସନ କରିବା ପାଇଁ ଅଧିକ ସମୟ ଲାଗେ ନାହିଁ ଏବଂ ଅଧିକ କଷ୍ଟ ମଧ୍ୟ ହୁଏ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।