Teeth Tips – ମାତ୍ର 2 ମିନିଟରେ 2ଟି ରସୁଣ କୋଲା ଦାନ୍ତ ( Teeth ) କୁ ପୁରା ଧଳା କରିଦେବ, ଦେଖି ଆଶ୍ଚର୍ଯ୍ୟ ହେବେ…

ଦର୍ଶକ ବନ୍ଧୁ ଆପଣ ମାନେ ତୋ ଜାଣିଛନ୍ତି ଆଜି କାଲି ଛୋଟ ରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଦାନ୍ତ ସମସ୍ୟା ଦେଖା ଯାଏ | ଯାହା ଦ୍ୱାରା ସେମାନଙ୍କୁ ସମସ୍ତ ସ୍ଥାନରେ ଅପମାନ ହେବାକୁ ପଡିଥାଏ | ତେବେ ଏହି ଦାନ୍ତ ସମସ୍ୟା କାହିଁକି ଓ କଣ ପାଇଁ ଦେଖାଯାଏ ଆସନ୍ତୁ ସେ ବିଷୟରେ ପ୍ରଥମେ ଜାଣିବା | ତେବେ ଆଜି କାଲି ଲୋକମାନେ ସେମାନଙ୍କର ଖାଇବା ପିଇବା ଯୋଗୁଁ ସେମାନଙ୍କର ଦାନ୍ତ କଳା ପୋଡିଯିବାର ଦେଖା ଯାଏ |

ଯେମିତିକି ଅଧିକ ଗୁଟଖା, ପାନ ସିଗାରେଟ, ବିଡି, ମଦ ଆଦି ସେବନ କରିବା ଦ୍ୱାରା ସେମାନଙ୍କ ଦାନ୍ତ କଳା ପଡିଯିବାର ଦେଖାଯାଏ | ତେବେ ଏହି ସବୁ ସମସ୍ୟା ରୁ ନିଜର ଦାନ୍ତ କୁ ରକ୍ଷା କରିବା ଜାଣନ୍ତୁ ଏହି ଘରେଇ ଉପଚାର ବିଷୟରେ | ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତ କଳା ରୁ ସମ୍ପୂର୍ଣ୍ଣ ଭାବେ ଧଳା ହେଇଯିବ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ | ଆଉ ଯାହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ମାନେ ମାନେ ଘରେ ସହଜରେ ମିଳୁଥିବା ଉପଚାର ର ବ୍ୟବହାର କରି ପାରିବା |

ଆବଶ୍ୟକୀୟ ଉପକରଣ :-3 ରୁ 4 ଟି ରସୁଣ ପାଖୁଡା, ପେଷ୍ଟ, ଲେମ୍ବୁ ରସ, ଚିମୁଟାଏ ହଳଦୀ ଗୁଣ୍ଡ, ଓ ଚିମୁଟାଏ ଖାଇବା ସୋଡ଼ା |


ପ୍ରସ୍ତୁତି ପ୍ରଣାଳୀ :-ଦାନ୍ତ ସଫା କରିବା ର ସହଜ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଗୋଟିଏ ଛୋଟ ଗିନା ନିୟନ୍ତୁ ତାପରେ ସେଥିରେ 3 ରୁ 4 ଟି ରସୁଣ ପାଖୁଡା କୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ସେହି ପାତ୍ର ରେ ରଖନ୍ତୁ | ତାପରେ ସେଥିରେ ଆପଣ ବ୍ୟବହାର କରୁଥୁବା ପେଷ୍ଟ ସେଥିରେ ମିଶାନ୍ତୁ | ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ ଓ ସେଥିରେ ଅଧା ଲେମ୍ବୁ ରସ, ଚିମୁଟାଏ ହଳଦୀ ଗୁଣ୍ଡ, ଖାଇବା ସୋଡ଼ା ଏହି ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରିଦିୟନ୍ତୁ | ଏବେ ଆପଣଙ୍କ ପେଷ୍ଟ ପ୍ରସ୍ତୁତ ହେଇଗଲା | ଏବେ ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ ବ୍ୟବହାର :-

ଏବେ ବନ୍ଧୁଗଣ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର କୁ ଆପଣ ସପ୍ତାହ ରେ ମାତ୍ର ଦୁଇ ଥର ବ୍ୟବହାର କରନ୍ତୁ | ଧରି ନିୟନ୍ତୁ ଆପଣ ସମବାର ରେ ପେଷ୍ଟ ବ୍ୟବହାର କରିଥିଲେ ତାପରେ ଦୁଇ ଦିନ ଛାଡି ଏହାକୁ ବ୍ୟବହାର କରନ୍ତୁ | ଦେଖିବେ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତ ରେ ସମସ୍ତ ପ୍ରକାର ବ୍ୟକଟେରିଆ ସମ୍ପୂର୍ଣ ଭାବେ ନଷ୍ଟ ହେଇଯିବ ଓ ଆପଣଙ୍କ ଦାନ୍ତ ମୋତି ପରି ଚମକିବାକୁ ଲାଗିବ|

ତେବେ ଏହା ଥିଲା ଦାନ୍ତ କୁ ସଫା କରିବାର ସହଜ ଉପଚାର ଯାହାକୁ ଆମେ ଘରେ ସହଜରେ ପ୍ରସ୍ତୁତ କରି ପାରିବା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment