ମାତ୍ର 15 ରୁ 30 ଦିନ ଭିତରେ ଚୁଟି ଝଡ଼ିବା ହୋଇଯିବ ବନ୍ଦ ଚୁଟି ହୋଇଯିବ Strong ଆଣ୍ଡ Healthy

ତେବେ ବନ୍ଧୁଗଣ ଆଜି କାଲି କେଶ ଝଡ଼ିବା ଏକ ବଡ଼ ସମସ୍ୟା ରେ ପରିଣତ ହେଇଗଲାଣି | ଯାହା ଆମେ ଆମ ବ୍ୟସ୍ତ ବହୁଳ ଜୀବନରେ କେଶ ପାଇଁ ଚିନ୍ତାରେ ରହିଥାଉ | କାରଣ କେଶ ହଁ ଆମର ସୁନ୍ଦରତା କୁ ଦିଗୁଣିତ କରିଥାଏ | ସେଥିପାଇଁ ଆମେ ଆମ ନିଜର ଯେପରି ଭାବରେ ଯତ୍ନ ନେଇଥାଉ ସେହିପରି ଭାବରେ ଆମ କେଶ ର ମଧ୍ୟ ଯତ୍ନ ନେବା ଆବଶ୍ୟକ | ତେବେ ଏହି କେଶ ଝୋଡ଼ିବା ଓ କେଶ ଲମ୍ବା ନ ହେବା ର ବହୁତ କାରଣ ରହିଛି ଯେମିତକି, ପାଣିପାଗ ଓ ଆମ ଗାଧେଇବା ପାଣି ତାହାସହିତ ଆମର ଖାଇବା | ତାହାଲେ ଦର୍ଶକ ବନ୍ଧୁ ଆପଣ ଯଦି ସୁସ୍ଥ କେଶ ଓ ଲମ୍ବା କେଶ କିପରି ପାଇପାରିବେ ସେ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟି ବିଷୟରେ ଜାଣିବା | ଯାହା ଆପଣଙ୍କୁ ଲମ୍ବା କେଶ ଦେବା ସହିତ କେଶ ଝଡ଼ିବା କୁ ମଧ୍ୟ ବନ୍ଦ କରିବ |ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାର 3 ପ୍ରକାରର ପ୍ରସ୍ତୁତି ବିଷୟରେ |

ଆବଶ୍ୟକୀୟ ଉପକରଣ :-

ମେଥି, ପିଆଜ, ଅଦା,କଷ୍ଟର୍ଡ ଅଏଲ

ପ୍ରସ୍ତୁତି ପ୍ରଣାଳୀ :-

1- ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଙ୍କୁ ପ୍ରଥମେ ମେଥି ନେଇକି ତାହାକୁ ପାଣିରେ 2 ଦିନ ପର୍ଯ୍ୟନ୍ତ ଭିଜେଇକି ରଖିବା ପାଇଁ ପଡିବ ଆଉ ମେଥି ଟି ଭେଜିଗଲା ପରେ ଆମେ ତାହାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରିନେବା | ତାହା ପରେ ସେହି ପେଷ୍ଟ କୁ କାଢି ଆଣିକି ସେଥିରେ ଆମେ ମିସେଇବା ପିଆଜ ରସ ଗୋଟିଏ ଚାମଚ ଓ ଅଦା ରସ ଗୋଟିଏ ଚାମଚ | ତାହା ପରେ କଷ୍ଟର୍ଡ ଅଏଲ କୁ ମଧ୍ୟ ଏହି ପେଷ୍ଟ ରେ ମିସେଇବା ଓ ମିଶ୍ରଣ ପ୍ରସ୍ତୁତ କରିବା |

2- ଦ୍ଵିତୀୟ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ପିଆଜ ରସ ଓ ସେଥିରେ ଆମେ ମିଶାଇବା | ତାହା ପରେ କଷ୍ଟର୍ଡ ଅଏଲ ମିଶାଇବା ଓ ଏଲୋବେରା ହେଲ ଗୋଟିଏ ଚାମଚ ଓ ଭିଟାମିନ E କ୍ୟାପସୁଲ ମିଶେଇକି ମିଶ୍ରଣ ପ୍ରସ୍ତୁତ କରିବା |

3-ତୃତୀୟ ଉପଚାର ପାଇଁ ପ୍ରଥମେ ଆମକୁ ମେଥି ନେଇକି ଗ୍ରାଇଣ୍ଡିଂ କରିଦେବା ପାଇଁ ପଡିବ, ତାହା ପରେ ସେଥିରେ ନଡ଼ିଆ ତେଲ ଓ କଷ୍ଟଡ଼ ଅଏଲ କୁ ମିକ୍ସ କରିବା | ତାହା ପରେ କଢେଇରେ ପାଣି ଢାଳିକି ଗରମ କରିବା ଓ ସେହି ପାଣିରେ ଏହି ମିକ୍ସ କରିଥିବା ପାତ୍ର କୁ ଗରମ କରିକି ମିଶ୍ରଣ ପ୍ରସ୍ତୁତ କରିବା |

ବ୍ୟବହାର :-

ପ୍ରଥମ ଓ ତୃତୀୟ ଉପଚାର କୁ ଆମେ ମାନେ ମୁଣ୍ଡରେ ସ୍କାଲ୍ପ ରେ ଲଗେଇକି ରଖିବା ଓ କିଛି ଘଣ୍ଟା ପରେ ଧୋଇ ପାରିବା | ତାହା ବ୍ୟତୀତ ଦ୍ଵିତୀୟ ଉପଚାର କୁ ଆମେ ମାନେ ତୁଳା ସାହାଯ୍ୟରେ ସ୍କାଲ୍ପ ରେ ଲଗେଇକି ରଖିବା ଓ କିଛି ଘଣ୍ଟା ପରେ ଧୋଇ ଦେବା |

ଏହି ଭଳି ଭାବରେ ଆମ କେଶ ର ଲମ୍ବ କୁ ବୃଦ୍ଧି କରି ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment