ମାତ୍ର 1 ମାସରେ 14 Kg ଓଜନ ବଢ଼ାନ୍ତୁ, ପତଳା ଶରୀରକୁ Slim Body କରନ୍ତୁ ଏହି ଛୋଟିଆ ଉପାୟରେ…

ତେବେ ବନ୍ଧୁଗଣ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ କି ପ୍ରତେକ ମଣିଷ ଯିଏ ଯାହାର ସ୍ୱାସ୍ଥ୍ୟ ଆଉ ଦେହ କୁ ନେଇକି ବହୁତ ଯତ୍ନବାନ ଥାଉ | ତେବେ ଓଜନ ବଢିବା ଯେମିତି ଗୋଟିଏ ସମସ୍ୟା ସୃଷ୍ଟି କରିଥାଏ ସେହିଭଳି ଓଜନ କମିବା ମଧ୍ୟ ଗୋଟିଏ ବଡ଼ ସମସ୍ୟା ହୋଇଥାଏ | ଆଉ ସେଥିରୁ ରକ୍ଷା ପାଇବା ପାଇଁ ହେଲେ ଆମକୁ ବିଭିନ୍ନ ପ୍ରକାରର ଉପାଆ ମାନ ଆପଣାଇବାକୁ ହୋଇଥାଏ | ତେବେ ଆଜି ଆମେ ମାନେ ଜାଣିବା ଆମର ଓଜନ କାହିଁକି କମ ହୋଇଥାଏ | ଆଉ ଏହି ଓଜନ ଜନିତ ସମସ୍ୟା ରୁ କିଭଳି ଭାବରେ ଆମେ ମୁକ୍ତି ପାଇପାରିବା |

ସାଧାରଣତଃ ଓଜନ ଆମର ବଂଶଗତ ବା ହେରିଡିଟାରି ଉପରେ ନିର୍ଭର କରିଥାଏ | ଯଦି ଆମର ବଂଶ ରେ କେହି ପତଳା ଥାଆନ୍ତି, ତାହେଲେ ଆମେ ମଧ୍ୟ ପତଳା ହୋଇଥାଉ | ତେବେଉଚ୍ଚତା ଉପରେ ମଧ୍ୟ ଆମର ଓଜନ ନିର୍ଭର କରିଥାଏ |ତେବେ ପ୍ରତେକ ବ୍ୟକ୍ତି ତାର ଓଜନ ଅନୁସାରେ ପ୍ରୋଟିନ କୁ ଗ୍ରହଣ କରିବା ଆବଶ୍ୟକ ହୋଇଥାଏ | ଆଉ ତାହା ବ୍ୟତୀତ ଦୌନିକ ଏକସେସାଇଜ ମଧ୍ୟ କରିବା ଆବଶ୍ୟକ ହୋଇଥାଏ |

ତେବେ ଜଣେ ମନୁଷ୍ୟ କୁ 25 କିଲୋ କେଲୋରୀ ପର କେଜି ର ବଡି ୱେଟ ପାଇଁ ନେବାକୁ ପଡିଥାଏ | ଆଉ ଯଦି ତାହା ଆମର କମ ଥାଏ ୱେଟ ତାହେଲେ ଅଧିକ କେଲୋରୀ ର ପୋଷଣ ନେବାକୁ ପଡିଥାଏ ଆମକୁ || ଆମକୁ ଅଧିକ କେଲୋରୀ ଯୁକ୍ତ ଖାଦ୍ୟ ମଧ୍ୟ ଖାଇବାକୁ ପଡିଥାଏ |ତେବେ ଏହା ବ୍ୟତୀତ ପତଳା ଲୋକ ମାନେ ଖାଦ୍ୟର ପରିମାଣ ବୃଦ୍ଧି କରିବା ସହିତ, ଦିନକୁ ଥର ଖାଇବା ଦରକାର ଓ ନିୟମିତ ପରିମାଣରେ ଟାଇମ ଟୁ ଟାଇମ ଖାଦ୍ୟ ନେବା ନିହାତି ଆବଶ୍ୟକ ହୋଇଥାଏ |ତେବେ ଏହା ବ୍ୟତୀତ ଆମେ ଖାଦ୍ୟ ରେ ଯେମିତି ଅଧିକ ପ୍ରୋଟିନ ରହିବ ସେମିତି ଖାଦ୍ୟ ଖାଇବା ଦରକାର |

କେଉଁ କେଉଁ ଖାଦ୍ୟ ଖାଇବେ :-

ସାଧାରଣତଃ ବ୍ରେକଫାଷ୍ଟ ରେ ଆମେ ମାନେ ଯାହା ବି ଖାଇବା ତାହା ସହିତ ଦହି ବା କ୍ଷୀର ଜାତୀୟ ଖାଦ୍ୟ ରହୁଥିବା ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ଆମେ ମାନେ ଲଞ୍ଚ ଟାଇମ ରେ ଡାଲି ବା ମାଛ, ମାଂସ, ବା ଅଣ୍ଡା ନେଇ ପାରିବା | ତେବେ ଏହା ବ୍ୟତୀତ ଆମେ ସନ୍ଧ୍ୟାରେ କ୍ଷୀର ନେଇ ପାରିବା ବା କେତେକ ଫଳ ମଧ୍ୟ ଆମେ ନେଇ ପାରିବା | ତାହା ସହିତ ରାତିରେ ମଧ୍ୟ ଡାଲମା, ପରିବା ତରକାରୀ ନେଇ ପାରିବା | ତେବେ ମିଠା ଜାତୀୟ ଖାଦ୍ୟ ଅଧିକ ନେବା ଆମ ପାଇଁ ଭଲ ହୋଇଥାଏ |

ଓଜନ ବଢିବା ପାଇଁ ହେଲେ କେଉଁ ଖାଇବା ପ୍ରତେକ ଦିନ ଖାଇବା ଆବଶ୍ୟକ ହୋଇଥାଏ :-

ତେବେ ଆମର ଓଜନ କୁ ବୃଦ୍ଧି କରିବା ପାଇଁ ହେଲେ ଆମକୁ ସାବୁ କୁ କ୍ଷୀର ରେ ଫୁଟାଇ ଖାଇବା ପାଇଁ ପଡିବ, ତାହା ବ୍ୟତୀତ ଆମକୁ ପ୍ରତେକ ଦିନ 3 ଟି ସିଝା ଆଳୁ କୁ ଖାଇବା ପାଇଁ ପଡିବ |

ଏହା ଥିଲା ଓଜନ ବଢାଇବାର ଉପାୟ, ଯାହାକି ମାନିଲେ ଆମର ଓଜନ ଜଣିତ ସମସ୍ୟା ଆଉ ଦେଖା ଯିବ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment