Odisha News Portal

Dr. Monoj Sahoo – ମାତ୍ର 7 ଦିନରେ ଭାତୁଡ଼ି ଜନିତ ସମସ୍ୟା ହୋଇଯିବ ଗାଏବ, ଆଜି ହିଁ କରନ୍ତୁ ଏହି ଘରୋଇ ଉପାୟ 100% ଗ୍ୟାରେଣ୍ଟି…

ଭାତୁଡି ଜନିତ ସମସ୍ୟା ପ୍ରୟତଃ ଅଧିକାଂଶ ଲୋକମାନଙ୍କ ଶରୀରରେ ଦେଖିବାକୁ ମିଳିଥାଏ । ଏହା ଦେଖିବା ପାଇଁ ସାଧାରଣତଃ ଚର୍ମର ରଙ୍ଗ ତଥା କଳା ଓ ଇଷତ୍ ବାଦାମୀ ରଙ୍ଗର ହୋଇଥାଏ । ଭାତୁଡି ବେକ , ଜଙ୍ଘ , କାଖ ଆଦି ସ୍ଥାନରେ ଅଧିକ ଦେଖିବାକୁ ମିଳିଥାଏ , ଏହା ଶରୀରର ଅଳ୍ପ କିଛି ବାହାରକୁ ବାହାରି ଆସିଥାଏ । ଭାତୁଡି ମୁଖ୍ୟତଃ ଡାଇବେଟିସ , ଉଚ୍ଚ ରକ୍ତଚାପ ଓ ମୋଟା ବ୍ୟକ୍ତି ମାନଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ । କିନ୍ତୁ ଏହା ଏମିତି ଏକ ରୋଗ ଯାହାକି କ୍ୟାନସର ହେବାର ଡର ନଥାଏ ।

ଭାତୁଡି ବହୁତ ପ୍ରକାର ର ହୋଇଥାଏ , ଯେମିତି କି ଏହା ଆଖି ଚାରିପଟେ ହଳଦିଆ ରଙ୍ଗର ଛୋଟ ଛୋଟ ଦାନା ଭଳି ବାହାରିଥାଏ । ଆଉ କିଛି କିଛି ଥାଏ ତାହା ଶରୀର ସାରା ବାହାରିଯାଇଥାଏ । ଭାତୁଡି ଗୁଡିକ ଚିକ୍କଣ ଦେଖାଯାଏ ଏବଂ ଆଉ କିଛି ଭାତୁଡି ରହିଥାଏ ଯାହା ଟିକେ ବୟସ ହୋଇଗଲେ ବୃଦ୍ଧ ବୟସରେ ହୋଇଥାଏ । ଏହା ଦେଖିବାକୁ କଳା ରଙ୍ଗର ହୋଇଥାଏ ଏବଂ କପାଳ ଜାଗାରେ ବେଶୀ ବାହାରିଥାଏ । ଯଦି ଆପଣଙ୍କ ଶରୀରରେ ଭାତୁଡି ବହୁ ପରିମାଣେ ହେଉଛି ତେବେ ଆପଣ କୌଣସି ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ଯଦି ଆପଣ ଭାତୁଡିକୁ ଅପରେସନ କରି ଦେଇଛନ୍ତି , ତେବେ କୌଣସି ଅସୁବିଧା ନାହିଁ ହେଲେ ନିଜ ଭିତରେ ଥିବା ରେଗକୁ ଲୁଚେଇବା ନିହାତି ଭାବରେ ଆବଶ୍ୟକ ଅଟେ । ଏହା ମଧ୍ୟ ସୂର୍ଯ୍ୟ କିରଣ ପଡିଲେ ଅଧିକ ପରିମାଣରେ ବାହାରିଥାଏ । ଆହୁରି ମଧ୍ୟ କିଛି କିଛି ଭାତୁଡି ରହିଛି ଯାହା ହାତକୁ ଖଦଡିଆ ଲାଗିଥାଏ ଏବଂ ଆଉ କିଛି ଚର୍ମ ଭିତରେ ହୋଇଥାଏ । ଲାଲ ଜାଇ ଓ କଳା ଜାଇ ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ , ଶରୀରରେ ରଙ୍ଗ ପରିବର୍ତ୍ତନ ମେଲାନିନ ଯୋଗୁଁ ହୋଇଥାଏ ।

ଆହୁରି ମଧ୍ୟ କେତେକ ଜାଇ ରହିଛି ଯେଉଁଥିରେ ରକ୍ତ ବାହାରିଥାଏ , ତେଣୁ ଆପଣ ମାନେ ନିଜେ ନିଜେ କୌଣସି ଘରୋଇ ଉପଚାର କରନ୍ତୁ ନାହିଁ । ଯେମିତି କି ତାକୁ ଉପୁଡିବା , କୌଣସି ମତେ ନହେଲେ ତାକୁ ସୂତାରେ ଟାଣିବା ନ ହେଲେ ଏସିଡ ପକାଇବା ଏସବୁ କରନ୍ତୁ ନାହିଁ , ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇବ । ତେଣୁ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଏହାକୁ ସାମାନ୍ୟ ଅପରେସନ କରି ନିଅନନ୍ତୁ ।

ଏହା ବ୍ୟତୀତ ନିଜ ଶରୀରର ଓଜନ ବଢାଇବା ପାଇଁ ଦିଅନ୍ତୁ ନାହିଁ , ଶରୀରକୁ ଉପଯୁକ୍ତ ଭାବେ ବଜାୟ ରଖନ୍ତୁ । ତେଲ ମସଲା ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ , ଭାତୁଡି କୁ ଅପରେସନ କରିବା ପାଇଁ ଡାକ୍ଟର 2-3 ମିନିଟ ଲାଗିଥାଏ । ଡାକ୍ତର ମାନଙ୍କୁ ଏହା ବହୁତ ଜଲ୍ଦୀ ହୋଇ ପଡିଥାଏ ବିନା କୌଣସି କଷ୍ଟରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।