Femily Tips – ମଥାରେ ସିନ୍ଦୁର ଲଗାଇବାର ସଠିକ ନିୟମ, ପ୍ରତ୍ୟେକ ବିବାହିତା ମହିଳା ମାନେ ନିଶ୍ଚୟ ଜାଣି ରଖନ୍ତୁ, ନଚେତ ଘରେ ସବୁବେଳେ ଅଭାବି ଲାଗି ରହିବ

ହିନ୍ଦୁ ଧର୍ମରେ ବିବାହକୁ ଏକ ମହତ୍ୱପୂର୍ଣ୍ଣ ଜିନିଷ ଏବଂ ଜଣେ ନାରୀର ବିବାହ ପରେ ଅନେକ ଜିନିଷ ପ୍ରତି ଧ୍ୟାନ ରଖିବାକୁ ପଡିଥାଏ । ବିବାହ ପରେ କୌଣସି ସ୍ତ୍ରୀ ପାଇଁ ତାର ମଙ୍ଗଳ ସୂତ୍ର ଓ ସିନ୍ଦୁର ର ବହୁତ ମହତ୍ତ୍ୱ ରହିଥାଏ । ସିନ୍ଦୁର ସଧବା ନାରୀର ପରିଚୟ ଦେଇଥାଏ , ଜଣେ ସ୍ତ୍ରୀ ସିନ୍ଥିରେ ପିନ୍ଧିଥିବା ସିନ୍ଦୁରର ଅନେକ ମହତ୍ୱ ରହିଥାଏ । ଶାସ୍ତ୍ର ଅନୁସାରେ ନାରୀର ସିନ୍ଦୁର ସ୍ୱାମୀ ର ଆୟୁଷକୁ ଦୀର୍ଘାୟୁ କରିଥାଏ । ଜଣେ ନାରୀ ଯଦି ସିନ୍ଦୁର ଭୁଲ ଭବାରେ ପିନ୍ଧିଥାଏ , ତେବେ ତା ସ୍ୱାମୀ ପାଇଁ ଦୁର୍ଭାଗ୍ୟର କାରଣ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ସୁନ୍ଦୁର ପିନ୍ଧିବାର ବିଧି ବିଧାନ ବିଷୟରେ ।

1 . ପ୍ରତ୍ୟେକ ସ୍ତ୍ରୀ ମାନଙ୍କୁ ସିନ୍ଦୁର ସିନ୍ଥିର ମଝିରେ ଲଗାଇବା ଉଚିତ , ଏହା ଦ୍ୱାରା ତାର ସ୍ୱାମୀକୁ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ ଓ ଅକାଳ ମୃତ୍ୟୁରୁ ରକ୍ଷା କରିଥାଏ ।

2 . ଯେଉଁ ସ୍ତ୍ରୀ ମାନେ ସିନ୍ଥିର ମଝିରେ ସିନ୍ଦୁର ନ ଲଗାଇ ଟିକିଏ ସାଇଡରେ ସିନ୍ଦୁର ଲଗାଇଥାନ୍ତି , ତେବେ ତାଙ୍କ ସ୍ୱାମୀ ଠାରୁ ଦୂରତା ସୃଷ୍ଟି ହୋଇଥାଏ । ଦୁହିଁଙ୍କ ମଧ୍ୟରେ ସର୍ବଦା ଝଗଡା ମଧ୍ୟ ହୋଇଥାଏ ।

3 . ଯେଉଁ ସ୍ତ୍ରୀ ମାନେ ସିନ୍ଦୁରକୁ ନିଜ ଚୁଟି ଭିତରେ ଲୁଚାଇ ଲଗାନ୍ତି , ସେମାନଙ୍କର ସ୍ୱାମୀ ମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଓ ସମାଜରେ ମାନ ସମ୍ମାନ ହାନି ହୋଇଥାଏ ।

4 . ସିନ୍ଦୁର କେତେବେଳେ ଲଗାଇବା ଉଚିତ :- ଗାଧେଇ ସାରି ପୂଜା ଘରକୁ ଯିବା ପୂର୍ବରୁ ସିନ୍ଦୁର ଲଗାଇବା ଉଚିତ , ନଚେତ୍ ଠାକୁର ଘରେ ଅଲଗା ରଖାଯାଇଥିବା ସିନ୍ଦୁର କୁ ଲଗାନ୍ତୁ । ଠାକୁର ଙ୍କ ପାଇଁ ଉଦ୍ଦିଷ୍ଟ ସିନ୍ଦୁରକୁ ଲଗାନ୍ତୁ ନାହିଁ ।

5 . ସିନ୍ଦୁର କେତେଥର ଲଗାଇବା ଉଚିତ :- 3 ଥର ସିନ୍ଦୁର ଲଗାଇବା ଉଚିତ ।

6 . ପିରିଅଡ ସମୟରେ ସିନ୍ଦର ଲଗାଇବା ଉଚିତ କି ନାହିଁ :- ଆଦୁ ବି ସିନ୍ଦୁର ପିନ୍ଧିବା ଉଚିତ ନୁହଁ , ଯଦି ଅତି ଆବଶ୍ୟକ ପଡେ ତେବେ ସିନ୍ଦୁରକୁ ଅଲଗା ରଖନ୍ତୁ ।

7 . ସବୁଦିନି ସ୍ୱାମୀ ଙ୍କ ଠାରୁ ସିୁନ୍ଦୁର ଲଗାଇବା ଉଚିତ କି ନାହିଁ :- ନା କେବଳ ବିବାହ ସମୟରେ ସ୍ୱାମୀ ଦ୍ୱାରା ସିନ୍ଦୁର ପିନ୍ଧିବା ଉଚିତ ।

8 . ସିନ୍ଦୁର ପଡିଗଲେ କଣ କରିବେ :- ସିନ୍ଦୁର କୁ ସର୍ବଦା ଯତ୍ନ ସହକାରେ ରଖନ୍ତୁ , ଯଦି ସିନ୍ଦୁର ପଡିଯାଇଥାଏ ତାକୁ କାଗଜ କିମ୍ୱା କପଡାରେ ଭଲ ଭବାରେ ପରିଷ୍କାର କରିନେବା ଉଚିତ ।

9 . ସିନ୍ଦୁରକୁ କେଉଁଠାରେ ରଖିବେ :- ସିନ୍ଦୁରକୁ ରୁପା ଗିନା ରେ ନରଖି ତାକୁ କୌଣସି କାଠ କିମ୍ୱା ତମ୍ୱା ନଚେତ୍ ପ୍ଲାଷ୍ଟିକ ତିଆରି ପାତ୍ରରେ ରଖିବା ଉଚିତ ।

10 . ସିନ୍ଦୁରକୁ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଲଗାଇବା ଉଚିତ , ଦକ୍ଷିଣ ଦିଗକୁ ମୁହଁ କରି ସିନ୍ଦୁର ଲଗାଇବା ଉଚିତ ନୁହଁ ।

11 . ସିନ୍ଦୁର ଲଗାଇବା ବେଳେ ଅନାମିକା ଆଙ୍ଗୁଳି ଲଗାନ୍ତୁ ଏବଂ ଅଢଣି ଢାଙ୍କି ଲଗାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment