Odisha News Portal

ବୟସ ମାତ୍ର 7ବର୍ଷ ଶିକ୍ଷାରେ ତୃତୀୟ କିନ୍ତୁ ମୁଣ୍ଡରେ ଭର୍ତ୍ତି ବିଚକ୍ଷଣ କମ୍ପ୍ୟୁଟର ଜ୍ଞାନ ! ଏହି ଓଡିଆ ପୁଅ ପାଇଁ ଗୋଟିଏ ସେୟାର ଏବଂ ଲାଇକ ନିଶ୍ଚିତ କରନ୍ତୁ….

ସାଧାରଣତଃ ପ୍ରଫେସନାଲ୍ କୋର୍ସ କରିବା ପାଇଁ ଗ୍ରାଜୁଏଟ୍ କିମ୍ବା ପୋଷ୍ଟ ଗ୍ରାଜୁଏଟ୍ ହେବାକୁ ପଡିଥାଏ । କିନ୍ତୁ ଯଦି କେହି ସ୍କୁଲ ସମୟରେ ପ୍ରଫେସନାଲ୍ କୋର୍ସ ରେ ଡେଜିଙ୍ଗନେଟେଡ୍ ହେବା ବା ଘରେ ବସିକି ଏପ୍ ଡିଜାଇନ୍ କରିବା । ଆଉ ଏହା ସାଧାରଣ 7 ବର୍ଷର ପିଲା ଯଦି ଏହାକୁ ଏଚିଭ୍ କରିଛି, ତାହେଲେ ନିଶ୍ଚିତ ଭାବରେ ଏହାକୁ ଆମ ଭାଷାରେ କହିବା ବିସ୍ମୟ ବାଳକ । ତେବେ ଚାଲନ୍ତୁ ଜାଣିନେବା ସେହି ବିସ୍ମୟ ବାଳକ ଜଣଙ୍କ ବିଷୟ ରେ । ସେଥିପାଇଁ ଆପଣ ମାନେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ ।

ତେବେ ଏଭଳି ଏକ ବିସ୍ମୟ ବାଳକ ଅଛନ୍ତି ବଲାଙ୍ଗିର ଜିଲ୍ଲା ରେ । ଯେ କି ବର୍ତ୍ତମାନ ସୁଦ୍ଧା ତାଙ୍କର ଲମ୍ବା ତାଲିକା ଗୋଟିଏ ପେଜ୍ ର ତାଲିକା ତାଙ୍କ ଏଚିଭମେଣ୍ଟର । ସେ ଅନେକ ଏଚିଭ୍ କରି ସାରିଛନ୍ତି ।

ସବୁଠୁ ଗୁରୁତ୍ବ ପୂର୍ଣ୍ଣ ହେଉଛି ମାଇକ୍ରୋସଫ୍ଟ ର ସେ MTA ବା ଇଣ୍ଟରନ୍ୟାସନାଲ୍ ସାର୍ଟିଫିକେଟର ସେ ହୋଲ୍ଡର ହୋଇଛନ୍ତି । ଯାହା ଗୋଟିଏ ପ୍ରଫେସନାଲ ଡିଗ୍ରି । ତେବେ ସେହି 7 ବର୍ଷ ର ସ୍କୁଲ ଛାତ୍ର ଙ୍କ ର ନାମ ହେଉଛି ଭେଙ୍କଟ ରମନ ପଟ୍ଟନାୟକ ।

ତେବେ ଭେଙ୍କଟ ରମନ ଅନେକ ସାର୍ଟିଫିକେଟ୍ ଏଚିଭ୍ କରିଛନ୍ତି । ଯଦିଓ ସେ ଜାଣି ନାହାଁନ୍ତି ଏଚିଭ୍ କରିଲା ପରେ ସେ କଣ କେଉଁ ସ୍ତରରେ ପଢୁଛନ୍ତି କିନ୍ତୁ ତାଙ୍କର ମେଧାଶକ୍ତି ଏତିକି ଅଛି ଯେ ସେ ଅନେକ ସାର୍ଟିଫିକେଟ୍ ଏଚିଭ୍ କରିସାରିଛନ୍ତି । ମାଇକ୍ରୋସଫ୍ଟର ଏମଟିଏ ଡିଗ୍ରି ରେ , ଯଦି ତାଙ୍କୁ ଦେଖିବା ସେ ଟେକ୍ନୋ ସ୍ପିକର ଭବାରେ ମଧ୍ୟ ରେକୋଗନାଇଜ୍ ହୋଇଛନ୍ତି ।

 ଚେନ୍ନାଇ ଇନଷ୍ଟିଚ୍ୟୁଟରେ ଅଫ୍ ଟେକ୍ନଲୋଜିରେ , ହ୍ବାଇଟ୍ ହଟ୍ ଏଜୁକେଶନ ଟେକ୍ନୋଲୋଜିରେ (ମୁମ୍ବାଇ) । ଏହାଛଢା ଆଇବିଏମ୍ ରେ ଇଭେଣ୍ଟ ହୋଷ୍ଟେଡ୍ କରିଛନ୍ତି , ଟେକ୍ନ ସ୍ପିକର ଭାବରେ ପାର୍ଟିସିପେଟ୍ କରିଛନ୍ତି । ଏପରିକି ଅନେକ ଜାଗାରେ ସେ ଟେକ୍ନୋ ସ୍ପିକର ଭାବରେ ରେକୋଗନାଇଜ୍ ହୋଇଛନ୍ତି ।

ଭେଙ୍କଟ ରମନଙ୍କ କହିବା ଅନୁଯାୟୀ ,ସେ ତନ୍ମୟବକ୍ସି ଙ୍କ ବିଷୟରେ ଶୁଣିଥିଲେ ଯେ 5ବର୍ଷରେ କୋଡିଂ ଆରମ୍ଭ କରିଥିଲେ ଏବଂ 9ବର୍ଷରେ ତାଙ୍କର ପ୍ରଥମ ଆପ୍ ଇଭେଣ୍ଟ କରିଥିଲେ । ଆଉ 12ବର୍ଷରେ ଗୋଟିଏ ଆଇବିଏମ୍ ହ୍ଟାଟସନ୍ ପ୍ରୋଗ୍ରାମର ହୋଇଥିଲେ । ତେଣୁ ତାଙ୍କ ଠାରୁ ସେ ପ୍ରରଣା ପାଇଥିଲେ ଏବଂ ତାଙ୍କ ପରି କିଛି କରିବାକୁ ମନରେ ଦୃଢ ଇଚ୍ଛା ଶକ୍ତି ଆଣିଥିଲେ ।

ସେ କମ୍ଫ୍ୟୁଟରର ବିଭିନ୍ନ ଲାଙ୍ଗୋଏଜ୍ ବିଷୟରେ ମଧ୍ୟ ଜାଣିଛନ୍ତି ଏବଂ ସେ କେଉଁଠିକୁ ବି କମ୍ପ୍ୟୁଟର ଶିଖିବା ପାଇଁ ଯାଆନ୍ତି ନାହିଁ ବରଂ ନିଜେ ହିଁ ସବୁ କରିଥାନ୍ତି । ତେବେ ତାଙ୍କର ଆଗକୁ ଲକ୍ଷ୍ୟ ଅଛି ଯେ ସେ ଜଣେ ସ୍ପେସ୍ ସାଇଣ୍ଟିସ୍ଟ ହେବେ । ସେ ସ୍କୁଲ ଯାଆନ୍ତି ନାହିଁ ଘରେ ହୋମ ସ୍କୁଲିଂ କରିଥାନ୍ତି । ତାଙ୍କର ଏହି ପ୍ରତି ବହୁତ ଆଗ୍ରହ ଏବଂ ଦୃଢମନବୋଳ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।