ମାସିକ ଧର୍ମ ସମୟରେ ଯଦି ଏହି ସବୁ କାମ କରିବେ ତେବେ ଆପଣ ଧନବାନ ମଧ୍ୟ ହୋଇପାରନ୍ତି…

ମାସିକ ଧର୍ମ ମହିଳା ମାନଙ୍କର ଏକ ସାମାନ୍ୟ ପ୍ରକ୍ରିୟା ଅଟେ , କିନ୍ତୁ ଏହା ବିଷୟରେ ଖୋଲି କହିବା ଆମ ସମାଜରେ ସାମାନ୍ୟ ମାନା ଯାଇ ନଥାଏ । ପ୍ରତ୍ୟେକ ଝିଅ ମାନଙ୍କୁ ଜାଣିବା ଜରୁରୀ ଅଟେ ଯେ ପରିୟଡ ଏକ ସାମାନ୍ୟ ଜୈବିକ ପ୍ରକ୍ରିୟା ଅଟେ । ଏହାର ଅନ୍ଧ ବିଶ୍ୱାସ ସହିତ କୌଣସି ଲିଙ୍କ ନଥାଏ , ତେଣୁ ପରିୟଡ୍ସ ସମ୍ପର୍କରେ ସମସ୍ତ ତଥ୍ୟ ସବୁ ଝିଅମାନେ ଜାଣି ରଖିବା ଉଚିତ୍ । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ମାସିକ ଧର୍ମ ସମୟରେ କରିବା ବେଳେ ବିଲକୁଲ ମଧ୍ୟ ଟେନସନ ନହେବା ଉଚିତ ଅଟେ ।

1. ଗଛରେ ପାଣି ନଢାଳିବା :-

ସାଧାରଣତଃ ଆପଣ ମାନେ ଘରର ବୃଦ୍ଧ ମାନଙ୍କ ଠାରୁ ଏହା କହିବାର ଶୁଣିଥିବେ ଯେ , ମାସିକ ଧର୍ମ ସମୟରେ ଗଛପତ୍ର ଠାରୁ ଦୂରେଇ ରହିବା ଉଚିତ । ସେମାନଙ୍କୁ ପାଣି ଭୁଲରେ ମଧ୍ୟ ନଢାଳିବା ଉଚିତ । ଏହିପରି କରିବା ଦ୍ୱାରା ଗଛପତ୍ର ଶୁଖି ଯାଇଥାଏ , କିନ୍ତୁ ଏହା ଏକ ଭୁଲ ଅଟେ । ଏମିତି କୌଣସି କୌଣସି ବହିରେ ଉଲ୍ଲେଖ ରହି ନାହିଁ ଯେ ମାସିକ ଧର୍ମ ସମୟରେ କିଛି ସାବଧାନତା ଅବଲମ୍ୱନ କରିବାକୁ ପଡିବ ।

2. ଆଚାରକୁ ହାତ ନଲଗାଇବା :-

ମାସିକ ଧର୍ମ ସମୟରେ ଆଚାରକୁ ଛୁଇଁବା ଦ୍ୱାରା ଆଚାର ଖରାପ ହୋଇଯାଏ , ତେବେ ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ ଅଟେ । ଏପରି କିଛି ହୋଇ ନଥାଏ , କାରଣ ଆମେ ସମସ୍ତେ ଇଶ୍ୱରଙ୍କ ରଚନା ଅଟୁ । ଆମ ଶରୀରରେ ଯାହା କିଛି ପରିବର୍ତ୍ତନ ହୋଇଥାଏ , ତାହାସବୁ ଭଗବାନ ଙ୍କ ହିଁ ଦାନ ଅଟେ । ମହିଳାଙ୍କ ମାସିକ ଧର୍ମ ମଧ୍ୟ ପ୍ରକୃତିର ଦାନ ଅଟେ । କୌଣସି ମହିଳାର ମା ବନିବା ତାର ମାସିକ ଧର୍ମ ସହ ଯୋଡି ହୋଇ ରହିଥାଏ ।

ଯଦି ପରିୟଡ୍ସ କେଉଁ ମହିଳାର ନହୋଇଥାଏ , ତେବେ ସେ କେବେହେଲେ ମା ହୋଇ ପାରି ନଥାଏ । ଏହି ସମାଜ ତାକୁ ବହୁତ ଖରାପ ଭାବରେ ନିନ୍ଦା କରିଥାଏ , ଲୋକ ମାନଙ୍କ ଠାରୁ ଏହିପରି କଥା ଶୁଣି ମହିଳାମାନେ ଆତ୍ମହତ୍ୟା ମଧ୍ୟ କରି ଦେଇଥାନ୍ତି । ପିରିୟଡ୍ସ ସମୟରେ ପୂଜା ନକରିବା ଏକ ଅନ୍ଧବିଶ୍ୱାସ ଅଟେ , ଏହି ଅନ୍ଧ ବିଶ୍ୱାସ ଆମ ମାଇଣ୍ଡରେ ଏପରି ଭାବରେ ସାଇତି ହୋଇ ରହିଛି ଯେ ତାହା କୁ ଦୂର କରିବା ଆପଣ ମାନଙ୍କ ପାଇଁ ହୁଏତ କଷ୍ଟକର ହୋଇପାରେ ।

ମାସିକ ଧର୍ମ ସମୟରେ ଆପଣ ମାନେ ଗଛରେ ପାଣି ଦେଇପାରିବେ ବା ଠାକୁର ପୂଜା ମଧ୍ୟ କରି ପାରିବେ । ଏଥିରେ କୌଣସି ପ୍ରକାର ଅସୁବିଧା ହୋଇ ନଥାଏ । ଏହା କେବଳ ଆମ ମନର ଅନ୍ଧବିଶ୍ୱାସ ଓ ଭୁଲ ଚିନ୍ତାଧାରା ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment