ପ୍ରତିଦିନ ଆମ ସମାଜରେ ଅନେକ ଘଟଣା ଘଟି ଥାଏ। ତେବେ ସେହି ସବୁ ଘଟଣା ବିଷୟରେ ଆମେ ଅବଗତ ହୋଇପାରୁ ଆଜି କାଲି ସୋସିଆଲ ମିଡିଆ ରେ , ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନିଜ ଘରେ ବସି ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ହେଉଥିବା ଘଟଣା ବିଷୟରେ ଟିକିନିକ ଖବର ବିଷୟରେ ଶୁଣିଥାଉ। କିନ୍ତୁ ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଯାହା ଜାଣିଲା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ବିଷୟରେ ଶୁଣିବା ପାଇଁ ମିଳିଛି ଯାହାକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ, ତେବେ ଘଟଣାଟି ହେଉଛି କରୋନାର କରୁଣ କାହାଣୀ! ମରିଯିବା ଭୟରେ ନିଜ ୫ବର୍ଷ ଝିଅକୁ ଛୁରୀ ଭୁଷି ହତ୍ୟା କଲା ଜନ୍ମକଲା ମାଆ, ପୂରା ଘଟଣା ଜାଣି ହେବେ ଦୁଃଖିତ, ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ବ୍ରିଟେନର ରାଜଧାନୀ ଲଣ୍ଡନରେ ଏକ ଘଟଣା ଆସିଛି |ସୁଧା ଶିବନାଥ ଜଣେ ମହିଳା, ତାଙ୍କର ବୟସ ମାତ୍ର 36 ବର୍ଷ ଓ ତାଙ୍କର ୫ ବର୍ଷୀୟ ଝିଅଟିଏ ମଧ୍ୟ ଅଛି। 6 ବର୍ଷ ହେବ ସୁଧା ଲଣ୍ଡନରେ ରହି ଆସୁଥିଲେ କିନ୍ତୁ ତାଙ୍କର ମାନସିକ ଅବସ୍ଥା କିଛି ବର୍ଷ ପୂର୍ବେ ଖରାପ ହୋଇଯାଇଥିଲା। ମହିଳା ଜଣଙ୍କୁ ସବୁବେଳେ ଲାଗୁଥିଲା ଯେ ମରିଯିବି ଓ କରୋନା ସଂକ୍ରମଣ ଭୟବହାତକୁ ଦେଖିବା ପରେ ମହିଳାଙ୍କର ଡର ଆହୁରି ମଧ୍ୟ ଖୁବ ଜୋରରେ ବଢ଼ି ଯାଇଥିଲା ବୋଲି ତାଙ୍କ ସ୍ୱାମୀ କହିଛନ୍ତି।ନିଜର କୋଭିଡରେ ମୃତ୍ୟୁ ହୋଇଗଲେ, ତାଙ୍କ ଝିଅର କିଏ ରକ୍ଷ୍ୟଣା, ବେକ୍ଷଣ କରିବ ଭାବି ବହୁ ଚିନ୍ତାରେ ସବୁବେଳେ ରହୁଥାନ୍ତି। ଏହା ଭାବି ମହିଳା ଜଣଙ୍କ ନିଜ ୫ ବର୍ଷର ଝିଅକୁ ଛୁରୀ ଭୁସି ହତ୍ୟା କରିଦେଲେ।
ଘଟଣା ଦିନ ତାଙ୍କ ଦେହ ଭଲ ଲାଗୁନାହିଁ ବୋଲି ମହିଳା ଜଣଙ୍କ ନିଜ ସାଙ୍ଗ ଓ ସ୍ୱାମୀଙ୍କୁ କହିଥିଲେ। ସେହିଦିନ ଅପରାହ୍ନ 4ଟା ବେଳେ, ଯେତେବେଳେ ତାଙ୍କ ଘରକୁ ପଡୋଶୀ ଆସିଲେ, ସେତେବେଳେ ମହିଳା ଜଣଙ୍କ ତାଙ୍କ ୫ ବର୍ଷ ଝିଅକୁ ଛୁରୀ ଭୁସି ହତ୍ୟା କରିବା ସହ ନିଜ ପେଟରେ ମଧ୍ୟ ଛୁରୀ ଭୁସି ଦେଇଥିଲେ। ତାଙ୍କ ପଡୋଶୀ ଏଭଳି ଘଟଣା ଦେଖି ବହୁତ ଦୁଃଖ ଅନୁଭବ କଲେ। ଏହି ଘଟଣାକୁ ଦେଖି ତାଙ୍କ ପଡୋଶୀ, ମହିଳାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ଆହତ ଅବସ୍ଥାରେ ମହିଳା ଏବଂ ତାଙ୍କ ଝିଅକୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା।ମହିଳା ଜଣଙ୍କ ଲକଡାଉନ ଏବଂ ଘର ଏକୁଟିଆ ରହୁଥିବା ଯୋଗୁ ସେ ବହୁତ ଷ୍ଟ୍ରେସରେ ରହୁଥାନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ସାଇକ୍ୟାଟ୍ରିଷ୍ଟ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।