ମରିଗଲି ମରିଗଲି… ସ୍ୱାମୀ ଙ୍କୁ ସେକି ଦେଇ ଗଲେ ସ୍ତ୍ରୀ… ଦେଖନ୍ତୁ ଭାଇରାଲ Video

ହଁ ଦର୍ଶକ ବନ୍ଧୁ କଥାଟିକୁ ଶୁଣି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି, କିନ୍ତୁ କଥା ଟି ସତ ସ୍ତ୍ରୀ ଦେଉଛନ୍ତି ସ୍ୱାମୀଙ୍କୁ ନିଧୁମ ମାଡ , ତାହାପୁଣି ଆଉ କୋଉଥିରେ ନୁହଁ ଠେଙ୍ଗାରେ ଯାହାକୁ ଦେଖିଲେ ଆପଣ ବି ଭାବରେ ଆରେ ଚାଲିଛି କଣ | ରାସ୍ତା ଉପରେ ସ୍ୱାମୀ ଓ ସ୍ତ୍ରୀଙ୍କର ଚାଲିଛି ମାଡ଼, ଜଣେ ଅନ୍ୟ ଜଣଙ୍କୁ ମଦଦେବାରେ ବ୍ୟସ୍ତ, ଘଟଣାକୁ ଜାଣି ଆପଣମାନଙ୍କୁ ବି ଲାଗୁଥିବ ଆରେ ରାସ୍ତା ଉପରେ ଏ କି ପ୍ରକାରର ପାଲା ଚାଲିଛି , ଘର ନଥିଲା କି ସେମାନଙ୍କର ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଥିବା ସମ୍ପର୍କ କୁ ଏମିତି ରାସ୍ତା ମଝିରେ ନିଲାମ କଣ ପାଇଁ କରୁଛ |

ସାବିତ୍ରୀ ବ୍ରତରେ ସ୍ତ୍ରୀ ମାନେ ସ୍ୱାମୀଙ୍କ ପାଇଁ କେତେ କଣ କରିଥାନ୍ତି , ସ୍ୱାମୀଙ୍କର ଦୀର୍ଘ ଆୟୁଷ କୁ କାମନା କରି କେତେ ଭକ୍ତିରେ ସେମାନଙ୍କୁ ପୂଜା କରିଥାନ୍ତି, କିନ୍ତୁ ଏଠି ପୁଣି ଘଟଣା ପୁରା ଅଲଟା ମୋଡ ନେଉଛି |ସ୍ୱାମୀଙ୍କୁ ପୁରା ଦେଉଛି ସେକି, ତାହା ପୁଣି ଆଉ କୋଉଥିରେ ନୁହଁ ଠେଙ୍ଗା ରେ |ରାସ୍ତା ଉପରେ ଏ କି ଦୃଶ୍ୟ ଆପଣ ମାନେ ମଧ୍ୟ ଦେଖିଲେ ସେଠି ଅଟକି ହୋଇ ରହିଯିବେ ଆଉ କହିବେ କଣ ଚାଲିଛି ସ୍ୱାମୀ ସ୍ତ୍ରୀଙ୍କ ମଝିରେ, ସ୍ତ୍ରୀ ଦେଉଛନ୍ତି ପୁରା ପେଟେନ ମେଡ଼ିସିନ ସ୍ୱାମୀଙ୍କୁ |

ସ୍ତ୍ରୀ ଦେଉଛନ୍ତି ସ୍ୱାମୀଙ୍କୁ ରାସ୍ତା ମଝିରେ ଖାଇବା, ସେ ପୂଣି ଏମିତି ସେମିତି ଖାଇବା ନୁହଁ ମାଡ଼ ଖାଇବା ଆଉ ହେଉଛି ମାଡର ବର୍ଷ, ସେମାନଙ୍କ ମଧ୍ୟ କଣ ଏମିତି ହେଇଛି କି ମାଡର ପ୍ରଭାବ ରାସ୍ତା ଉପରେ ବି ଚାଲିଛି, ଘରେ ମାରପିଟକୁ ନ ସାରିକି ଦୁଇ ଜଣ ଚାଲି ଆସିଛନ୍ତି ରାସ୍ତା ଉପରକୁ, ଆଉ ସ୍ତ୍ରୀ ହାତରେ ଥିବା ଯାଦୁ ଅର୍ଥାତ ପ୍ରେମ ଯାଦୁ ନୁହଁ ମାଡର ଯାଦୁକୁ ଉପଭୋଗ କରୁଛନ୍ତି ସ୍ୱାମୀ ଜଣଙ୍କ |

ମାରପିଟ ପୁରା ଜୋରସୋର ମୋଡ ନେଇଥିଲା, କେତେବେଳେ ସ୍ୱାମୀ ସ୍ତ୍ରୀଙ୍କ ଉପରେ ପ୍ରହାର ତ ଆଉ କେତେବେଳେ ସ୍ତ୍ରୀ ସ୍ୱାମୀଙ୍କ ଉପରେ ପ୍ରହାର ଏପରି ଚାଲିଛି ଗଣ୍ଡଗୋଳ, ଶେଷରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କର ଛୁଟି କୁ ଧାରି ଆଗକୁ ଟାଣି ଆଣିଛନ୍ତି ଆଉ ଗୋଟିଏ ଠେଙ୍ଗା ଧରି ସ୍ୱାମୀଙ୍କୁ ଦେଉଛନ୍ତି ନିଧୁମ ମାଡ଼, ବାପଲ ଏପରି ମାଡ଼ ପୁଣି ସାବିତ୍ରୀ ପରି ସ୍ତ୍ରୀ ସତ୍ୟବାନ ଙ୍କ ଉପରେ | ସମସ୍ତେ କୁହନ୍ତି ଯେ ନାରୀର ହଜାରେ ରୂପ ରହିଛି ଯାହା ଆପଣ ଏହି ଘଟଣାଟି ଜାଣିଲା ପରେ ଉପଭୋଗ କରିପାରୁଥିବେ

ତେବେ ଘଟଣାଟି ଭାଇରାଲ ହେଇଛି ସୋସିଆଲ ମିଡିଆରେ, ଆଉ ଯାହାକୁ ଦେଖି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି କି କଣ ପାଇଁ ସ୍ତ୍ରୀ ଜଣଙ୍କ ରାସ୍ତା ମଝିରେ ସ୍ୱାମୀଙ୍କୁ ଏପରି ମାଡ଼ ମାରୁଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment