ମରିଗଲେ ବି ନିଜ ପିଲାଙ୍କୁ ଏହି ନାମ ଦିଅନ୍ତୁ ନାହିଁ-(ନହେଲେ ସେମାନେ ବର୍ବାଦ ହୋଇଯିବେ)

ପିଲା ଜନ୍ମ ହେବା ପରେ ତାର ନାମ ଉପରେ ବିଚାର କରାଯାଇଥାଏ । ପ୍ରତ୍ୟେକ ବାପା ମା ନିଜର ପିଲା ମାନଙ୍କର ନାମ ଏପରି ରଖିବା ପାଇଁ ଚାହିଁଥାନ୍ତି ଯାହା ସକରାତ୍ମକ ବା ପଜିଟିଭ ହୋଇଥିବ । ଆଜି କାଲି ମଧ୍ୟ ପୌରାଣିକ ପ୍ରଥା ଅନୁସାରେ ରାମ , ଲକ୍ଷ୍ମଣ , ଭରତ , ଶତ୍ରୁଘନ ଏବଂ ସୀତା ଆଦି ନାମ ରଖିଥାନ୍ତି । ମାତ୍ର ପୁରାଣରେ କିଛି ଏମିତି ମଧ୍ୟ ନାମ ରହିଛି ଯାହାକୁ ଭୁଲରେ ମଧ୍ୟ ରଖିବା ଉଚିତ ନୁହେଁ । ଆଜି ଆମେ ଆପଣ ମାନଙ୍କୁ କିଛି ଏମିତି ନାମ ବିଷୟରେ କହିବୁ ଯାହା ପିଲା ମାନଙ୍କୁ ଦେବା କେବେବି ଭଲ ନୁହେଁ । ନଚେତ ଏଥିରାଇଁ ଆପଣ ମାନଙ୍କୁ ଜୀବନ ସାରା ପଶ୍ଚତାପ କରିବା ପାଇଁ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ନାମ ବିଷୟରେ ।

1–ବିଭୀଷଣ  ବିଭୀଷଣର ଅର୍ଥ ହେଲା ଯାହାକୁ କେବେବି କ୍ରୋଧ ଆସୁନଥିବ । ଏହି ନାମର ସୁନ୍ଦର ଅର୍ଥ ହେବା ପରେ ମଧ୍ୟ ଲୋକମାନେ ଏହି ନାମ କେବେବି ରଖନ୍ତି ନାହିଁ । କାହିଁକିନା ସେ ନିଜ ଭାଇ ରାବଣର ମୃତ୍ୟୁର ରହସ୍ୟ ରାବଣକୁ କହିଥିଲେ । ଯେଉଁଥିପାଇଁ ଏହି ନାମ ପିଲା ମାନଙ୍କୁ ଦେବା ଭଲ ନୁହେଁ । କାରଣ ଏତେ ଭଲ ହେବା ପରେ ମଧ୍ୟ ସେ ନିଜର ଭାଇର ମୃତ୍ୟୁର କାରଣ ପାଲଟିଥିଲେ ଯାହାକି କେବେବି ଠିକ ନୁହେଁ ।

2–ଦୌପଦୀ

ଦୌପଦା ଜଣେ ସୁନ୍ଦରୀ ରାଜକୁମାରୀ ରହିଥିଲେ । ଏହା ପରେ ମଧ୍ୟ ଲୋକମାନେ ନିଜର ଝିଅର ନାମ ଦୌପଦୀ ଦିଅନ୍ତି ନାହିଁ । କାହିଁକିନା ଦୌପଦୀଙ୍କୁ ପାଞ୍ଚ ପାଣ୍ଡବଙ୍କ ସହିତ ବିବାହ କରିବାକୁ ପଡିଥିଲା । ଏହି କାରଣରୁ ଏହି ନାମ ରଖାଯାଏ ନାହିଁ । କାରଣ ସେ ଜଣେ ନୁହେଁ ବରଂ 5 ଜଣ ସ୍ୱାମୀଙ୍କ ସ୍ତ୍ରୀ ଅଟନ୍ତି ।

3–ମନ୍ଦୋଦରୀ

ରାମାୟଣ ଅନୁସାରେ ମନ୍ଦୋଦରୀ ଦୟାଳୁ ଏବଂ ଭଲ ଗୁଣର ସ୍ତ୍ରୀ ଥିଲେ । ମାତ୍ର ରାବଣର ପତ୍ନୀ ହେବା କାରଣରୁ ଲୋକମାନେ ନିଜର ଝିଅର ନାମ ମନ୍ଦୋଦରୀ ରଖନ୍ତି ନାହିଁ । କାରଣ ରାବଣ ଥିଲା ବହୁତ ଅହଂକାରୀ ଏବଂ ଅଶୁର ଜାତିର ଏହା ସହିତ ସେ ରାମଙ୍କ ସହିତ ଯୁଦ୍ଧ କରିଥିଲେ ଏବଂ ସେଥିରେ ପ୍ରାଣ ତ୍ୟାଗ ମଧ୍ୟ ହୋଇଥିଲା ।

4–ସୁଗ୍ରୀବ


ସୁଗ୍ରୀବ ଭଗବାନ ଶିବଙ୍କର ପରମ ଭକ୍ତ ରହିଥିଲେ । ମାତ୍ର ସେ ନିଜ ଭାଇର ମୃତ୍ୟୁର କାରଣ ମଧ୍ୟ ବନିଥିଲେ । ଏହି କାରଣରୁ ଲୋକମାନେ ନିଜର ପୁଅର ନାମ ସୁଗ୍ରୀବ ରଖନ୍ତି ନାହିଁ । କାରଣ ଯିଏ ନିଜ ଭାଇର ମୃତ୍ୟୁର କାରଣ ବନିଥାଏ ସେହିପାଇଁ ତାଙ୍କର ନାମ ଅନୁସାରେ କାହାରି ନାମ ରଖାଯାଏ ନାହିଁ ।

5–ଗାନ୍ଧାରୀ

ଗାନ୍ଧାରୀ ଜଣେ ମହାନ ସ୍ତ୍ରୀ ଏବଂ ଗୁଣବତୀ ମଧ୍ୟ ଥିଲେ । ମାତ୍ର କୁରୁ ବଂଶରେ ବିବାହ ହେବା ପରେ ତାଙ୍କୁ କେବଳ ଦୁଋଖ ହିଁ ମିଳିଥିଲା । ଏହା ସହିତ ତାଙ୍କର ସମସ୍ତ ପୁତ୍ରର ମୃତ୍ୟୁ ମଧ୍ୟ ହୋଇଯାଇଥିଲା । ଯେଉଁଥିପାଇଁ କେବେବି ନିଜର ଝିଅର ନାମ ଗାନ୍ଧାରୀ ରଖନ୍ତି ନାହିଁ । ଗାନ୍ଧାରୀ ଙ୍କର 100 ପୁତ୍ର ଥିଲେ ମାତ୍ର କୌଣସି ପୁତ୍ର ଜୀବିତ ହୋଇନଥିଲେ ମରି ଯାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment