ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ କେବଳ ଗୋଟିଏ ଘଟଣା ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି ଆଉ ତାହା ହେଉଛି ନବ ଦାସ ଙ୍କ ଉପରକୁ ଗୁଳି ବର୍ଷା କରିଥିବା ଗୋପାଳ କୃଷ୍ଣ ଦାସ ଙ୍କ ବିଷୟରେ ଭାଇରାଲ ହେଉଥିବା ଖବର | ଯେଉଁଠି କୁହାଯାଉଛି କି ଗୋପାଳ କୃଷ୍ଣ ଦାସ ଙ୍କର ସ୍ତ୍ରୀ ଆଉ ପୁଅ ବର୍ତ୍ତମାନ ତାଙ୍କର ଘରେ ଆଉ ନାହାନ୍ତି | ସେମାନେ ଘର ଛାଡିକି କୁଆଡ଼େ ପଳେଇ ଯାଇଛନ୍ତି |ଆଉ ଯାହାକୁ ନେଇକି ପୋଲିସ ଓ ଜନତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆଉ ଯେଉଁଠି ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିଲେ କି ନବ ଦାସ ଯିଏ କି ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ ନିୟୋଜିତ ଥିଲେ ତାଙ୍କୁ ଜଣେ ASI ପୋଲିସ କର୍ମୀ ଗୋପାଳ କୃଷ୍ଣ ଦାସ ଗୁଳି ମାଡ଼ କରିଥିଲେ | ଆଉ ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ ହୋଇଥିଲା ଆଉ ତାହା ସହିତ କୁହାଯାଉଛି କି ନବ ଦାସ ଙ୍କର ମୃତ୍ୟୁ ମଧ୍ୟ ଘଟିଛି | କିନ୍ତୁ ଗତ କି ନବ ଦାସ ଙ୍କ ଉପରକୁ ଗୁଳି ଚଢ଼ାଇ ଥିବା ଗୋପାଳ ଦାସ ବୋଲି ଜଣା ପଡିବା ପରେ ମିଡିଆ ଭାଇ ମାନେ ଗୋପାଳ ଦାସ ଙ୍କର ଘର ଅର୍ଥାତ ବ୍ରହ୍ମପୁର କୁ ଯାଇଥିଲେ ବୋଲି କୁହାଯାଉଛି |
ତାହା ସହିତ ମିଡ଼ିଆ ଭାଇ ମାନେ ମଧ୍ୟ ଏହି ଘଟଣା କୁ ନେଇକି ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ | ଯାହା ଫଳରେ ମିଡ଼ିଆ ଆଗରେ ଗୋପାଳ କୃଷ୍ଣ ଦାସ ଙ୍କ ସ୍ତ୍ରୀ ଆଉ ପୁଅ ମଧ୍ୟ ତାଙ୍କର ମାମାସିକ ରୋଗ ବିଷୟରେ କିଛି ସୂଚନା ଦେଇଥିଲେ | ଆଉ ବର୍ତ୍ତମାନ ଦେଖିବାକୁ ମିଳିଛି କି ଗୋପାଳ ଙ୍କର ଘରେ ତାଲା ପଡିଛି ଆଉ ଗୋପାଳ କୃଷ୍ଣ ଦାସ ଙ୍କର ସ୍ତ୍ରୀ ଆଉ ପୁଅ ସେହି ଘରେ ନାହାନ୍ତି କୁଆଡ଼େ ପଳେଇ ଯାଇଛନ୍ତି | ଆଉ ଯେଉଁ ଘଟଣା କୁ ନେଇକି ବିଭିନ୍ନ କଥା ସାମ୍ନା କୁ ଆସୁଛି ଆଉ ଯାହା ଅନୁମାନ କରାଯାଉଛି କି ବାରମ୍ବାର ମିଡ଼ିଆ ଭାଇ ମାନେ ଆସି ସେହି ଭଳି ପ୍ରଶ୍ନ ପଚାରିବା କାରଣରୁ ସେମାନେ ପଳେଇ ଯାଇଛନ୍ତି |
ତାହା ଛଡା ଯେହେତୁ ସେମାନେ ହେଉଛନ୍ତି ଆସାମୀ ଙ୍କର ପରିବାର ଲୋକ ଆଉ ତାଙ୍କ ଉପରେ କିଛି ଅଲଗା ପ୍ରଭାବ ପଡିପାରେ ବୋଲି ଅନୁମାନ କରି ସେମାନେ ପଳେଇ ଯାଇ ଥାଇ ପାରନ୍ତି | ତାହା ଛଡା ଗୋପାଳ କୃଷ୍ଣ ଙ୍କର ଶଶୂର ଘର ମଧ୍ୟ ସେହି ପାଖରେ ହୋଇଥିବାରୁ ସେମାନେ ନିଜର ସୁରକ୍ଷା ପାଇଁ ଯାଇ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।