ମାଙ୍କଡ଼ଙ୍କୁ ମିଳିଲା ରିଲିଫ, ଯିଏ ଯେତେ ପାରିଲେ ବୋହିନେଲେ…… ଦେଖନ୍ତୁ Video

ହଁ ବନ୍ଧୁଗଣ କଥାଟି ଶୁଣି ଆପଣ ମାନଙ୍କ ମନକୁ ନିଶ୍ଚୟ ଏହି ପ୍ରଶ୍ନ ଟି ଆସିଥିବ କି, କଣ ehi କଥାଟି ସତକି ଆଉ କାହିଁକି ମାନଙ୍କ ମାନଙ୍କୁ ଦିଆଯାଉଛି ଫଳ, ତାହା ପୁଣି ଗୋଟିଏ କୁ ଦୁଇଟା ନୁହଁ ପେଟି ପେଟି ଫଳ ଆଉ ଯିଏ ଯେତେ ପାରୁଛ ଫଳକୁ ଖାଇକି ମନକୁ ଖୁସି କୋରେଇନିଅ, ଏପରି କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

ଆଜି କାଲି ର ଦୁନିଆରେ ମଣିଷ ନିଜେ ମଣିଷକୁ ସାହାଯ୍ୟ କରିବାକୁ ଇଚ୍ଛା କରେ ନ ଥାଏ , ଆଉ ଏହି ସ୍ୱାର୍ଥ ପର ଦୁନିଆରେ କିଏ ବା କାହାର ହୋଇଥାଏ, ସାହାଯ୍ୟଟ ଦୂରରେ ଥାଉ ଗଣ୍ଡେ ଖାଇବାକୁ ଦେବାକୁବି ଲୋକ ମାନେ କୁଣ୍ଠା ପ୍ରକାଶ କରିଥାନ୍ତି, ଆଉ ପରକୁ ତ ଦୂରରେ ଥାଉ ନିଜ ଲୋକଙ୍କୁ ବି କେହି କିଛି ଦେବା ପାଇଁ ଅରାଜି ହୋଇଥାନ୍ତି, କିନ୍ତୁ ରାସ୍ତା ମଝିରେ ଏପିରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ବି ଭାବିବେ ଆରେ ଏଠାରେ କଣ ହେଉଛି |

ଏକ ରାସ୍ତା ମଝିରେ ଦେଖିବାକୁ ମିଲିଛି ବହୁତ ଗୁଡିଏ ଟ୍ରେ, ତାହା ପୁଣି ଖାଲି ନୁହଁ ସେଥିରେ ଭର୍ତି ହେଇକି ରହିଛି ଫଳ,ଆଉ ଫଳ ଗୁଡିକ ଦିଆ ଯାଉଛି ମଣିଷକୁ ନୁହଁ ମାଙ୍କଡ଼କୁ, ତାହା ପୁଣି ବିଭିନ୍ନ ଧରଣର ଦାମୀ ଫଳ, ଆଉଯୋଉ ଫଳକୁ ମଧ୍ୟ ଦେଖି ମାଙ୍କଡ ମାନେ ମଧ୍ୟ ଖୁସି ହେଇଯାଇଛନ୍ତି ଆଉ ସେହି ଫଳକୁ ଖାଇବା ପାଇଁ ଆଗ୍ରହର ସହିତ ଦୌଡ଼ି ଆସୁଛନ୍ତି ଟ୍ରେ ନିକଟକୁ , ଆଉ ମନ ଇଚ୍ଛା ଯିଏ ଯେତେ ପାରୁଛି ଫଳ ଆସି ଖାଉଛି ଆଉ ନେଇଯାଉଛି ମଧ୍ୟ|

ଏପରି ଏକା ଭିଡିଓ ଉଠାଇ ସୋସିଆଲ ମିଡିଆରେ ଛାଡିଛନ୍ତି ଦାତା ଜଣଙ୍କ , କିନ୍ତୁ ନିଜ ଫୋଟୋକୁ ସେସିଆଲ ମିଡିଆରେ ସେୟାର କରିନାହାନ୍ତି ସେ, ଆଜିର ସେସିଆଲ ମିଡିଆ ଇଣ୍ଟରନେଟର ଯୁଗରେ ଲୋକ ମାନେ ବହୁତ ସ୍ମାର୍ଟ ହେଲେଣି ଆଉ ନିଜର ବଡ ପଣିଆକୁ ଦେଖାଇବା ପାଇଁ ମଧ୍ୟ କେହି କେହି ଲୋକଙ୍କୁ କୋୖଣସି ଜିନିଷ ଦେଉଥିବା ଓ ଦାନ କରୁଥିବା ଜିନିଷ ର ଫୋଟ ଆଉ ଭିଡିଓକୁ ଉଠାଇ ସେସିଆଲ ମିଡିଆ ଫେସବୁକ ଇନ୍ଷ୍ଟଗ୍ରାମ ରେ ପୋଷ୍ଟ କରି ବହୁତ ଚର୍ଚ୍ଚାରେ ଏଏହିଥାନ୍ତି |

କିନ୍ତୁ ଏପରି ଜଣେ ନିସ୍ଵାର୍ଥ ପର ବ୍ୟକ୍ତି ସେହି ଦାତା ଜଣକ ଥିଲେ ଯିଏକି ନିଜ ବଡ ପଣିଆକୁ ସମସ୍ତଙ୍କ ଆଗରେ ନ ଦେଖାଇ, ମାଙ୍କଡ଼ଙ୍କ ଉପରେ ନିଜର ଦୟାକୁ ଦେଖାଇଥିଲେ ଆଉ ଟ୍ରେ ଟ୍ରେ ଦାମୀ ଫଳ ଆଣି ମାଙ୍କଡ ମାନଙ୍କୁ ଖାଇବାକୁ ଦେଇଥିଲେ, ଯାହା ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେବା ସହିତ , ଲୋକ ମାନେ ତାହାକୁ ଦେଖି ଖୁସି ହେଇଛନ୍ତି ଆଉ ଦାତା ଜଣଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଛନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment