Odisha News Portal

ମଣିଷର ଜନ୍ମ ର ବାର ଦେଖି ଜାଣିପାରିବେ ତାର ସ୍ଵଭାଵ ଆଉ ଲକ୍ଷଣ ସମ୍ପର୍କରେ,ଆସନ୍ତୁ ଜାଣିବା ସେହି ବାର ସମ୍ପର୍କରେ

ପ୍ରତ୍ୟେକ ମଣିଷ ଜନ୍ମ ହେବା ପରେ ତାର ଭବିଷ୍ୟତ ରେ କଣ ହେବାର ଅଛି ସେ ଜାଣି ପାରି ନଥାଏ, ଆଉ କିଭଳି ବ୍ୟକ୍ତି ମଧ୍ୟ ନିଜେ ଜାଣି ନଥାଏ।ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଚାହୁଁଛି ଯେ କେଉଁ ବାର ରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଏବଂ ସ୍ଵଭାଵ ସହଜରେ ଜାଣି ହୋଇଥାଏ ସେ ସମ୍ପର୍କରେ ଜାଣିବା ପାଇଁ ସମ୍ପୂର୍ଣ ଭିଡିଓ ଟି ଦେଖନ୍ତୁ।

ପ୍ରଥମେ ରବିବାର- ଏହି ଦିନରେ ଯେଉଁ ବ୍ୟକ୍ତି ଜନ୍ମ ହୋଇଥାଏ ସେ ବୁଦ୍ଧିମନ୍ତ, ତ୍ୟଜବନ୍ତ,ବିଚକ୍ଷଣ,ଚତୁରା,ଧାର୍ମିକ ଅତ୍ୟନ୍ତ ଜିଦଖୋର,ବହୁଗୁଣ ସମ୍ପନ୍ନ,ଚଂଚଳ ମତି ମଧ୍ୟ। ସେ ଯେକୌଣସି କାର୍ଯ୍ୟରେ ଲାଗିଥାନ୍ତି ସେ କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ। ଏହି ପୁରୁଷ ଗୁଡିକ ରାଜଶିକ ଗୁଣରେ ପ୍ରବୀଣ ଅଟନ୍ତି।ଏହି ବ୍ୟକ୍ତି ସତ୍ୟ କହିବାକୁ କେବେ ପଛନ୍ତି ନାହିଁ କିନ୍ତୁ ଭାଙ୍ଗି ପଡିବେ ହେଲେ ଓହରିବେ ନାହିଁ।

ଦ୍ଵିତୀୟ ରେ ସୋମବାର- ସୋମବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ହୋଇଥାନ୍ତି ସେମାନେ ଧୈଯ୍ୟ ବନ୍ତ ଏବଂ ସ୍ଥିର ମତ , ବହୁଗୁଣ ବିଶିଷ୍ଟ ,ବିଚାରମନ୍ତ ,ବୁଦ୍ଧି ରେ ବିଚକ୍ଷଣ,ନ୍ୟାୟ ବନ୍ତ ,ଶାସ୍ତ୍ରାପ୍ରିୟ, କଳାବିଦ୍ୟା ରେ ପ୍ରେମିକ ,ଚନ୍ଦ୍ର ତୁଲ୍ୟ ସୌନ୍ଦର୍ଯ୍ୟ ରୁପବନ୍ତ ,ବହୁ ସୁଖ ଭୋଗକାରୀ,କାହାରି ପ୍ରତି ଅନିଷ୍ଠ ଚିନ୍ତା କରନ୍ତି ନାହିଁ ଇତ୍ୟାଦି ସବୁ ରହିଥାଏ।

ତୃତୀୟ ରେ ମଙ୍ଗଳ ବାର – ଏହି ଦିନରେ ଜନ୍ମ ହେଉଥିବା ବ୍ୟକ୍ତି ସେ ପୁରୁଷ ଅସ୍ଥିରତା ହେତୁ ସବୁ କାର୍ଯ୍ୟରେ ଅଧା ପଣ୍ଟାରୀୟ ରହିଥାନ୍ତି କିନ୍ତୁ ବିଳମ୍ବ ରେ ହେଲେ ମଧ୍ୟ କାର୍ଯ୍ୟ ପୁରଣ ହୁଏ।ଶତ୍ରୁ ବାଦୀ,ଅତ୍ୟନ୍ତ ଜିଦ ଖୋର କରନ୍ତି ଅଥଚ ଧାର୍ମିକ ହୋଇ ପାରନ୍ତି ନାହିଁ କିନ୍ତୁ ବ୍ୟୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ନେଇ ଆସନ୍ତି ସେଥିପାଇଁ ବ୍ୟୟ କରିବାକୁ ରାସ୍ତା ମଧ୍ୟ ଖୋଜିଥାଏ।ତଥାପି ଗୁଣବାନ ,ଶେଷକୁ ସୁନାମି ଏବଂ ଧନ୍ୟ ମଧ୍ୟ ହୁଅନ୍ତି।ଏହିପରି ସ୍ତ୍ରୀ ଲୋକ ଅସ୍ତିର ଏବଂ କ୍ଳେସି ହୋଇଥାନ୍ତି।

ଚତୁର୍ଥ ରେ ବୁଧବାର- ଏହି ଦିନଟି ବିଷ୍ଣୁ ଙ୍କର ବାର ଅଟେ। ଏହି ଦିନରେ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରଥାନ୍ତି ସେ ପୁରୁଷ ଅତ୍ୟନ୍ତ ବୁଦ୍ଧିମତ,କୌଶଳୀ ଏବଂ କମ୍ପୁଟର ଭଳି ଏମାନଙ୍କର ମୁଣ୍ଡ କାମ କରିଥାଏ। ପରହିତ କାରୀ,ଶତ୍ରୁ ମୁକ୍ତ କାରୀ ,ସୁନାମି ଏବଂ ଧନ୍ୟ ହୋଇଥାନ୍ତି। କୌଣସି ପରିସ୍ଥିତି ରେ ଏମାନେ ବିଚଳିତ ହୁଅନ୍ତି ନାହିଁ।ଏହି ଦିବସରେ ସ୍ତ୍ରୀ ମାନେ ବୁଦ୍ଧି ମତି, ଏବଂ ଧନ ମତି ହୋଇଥାନ୍ତି।

ପଞ୍ଚମ ରେ ଗୁରୁବାର- ଗୁରୁବାର ଜନ୍ମ ହୋଇଥିଲେ ଗୁରୁମାନ୍ୟ ସମ୍ମାନ ପାଇବେ ତଥା ରାଜା ସମ୍ମାନ ଏବଂ ପ୍ରଶଂସା ଭାଜନ ହୁଅନ୍ତି। ସତ କାର୍ଯ୍ୟରେ ପ୍ରବୀଣ ଅଟନ୍ତି ଏବଂ ଗଭୀର ଶାନ୍ତ ଶୀଳ ହୋଇଥାଆନ୍ତି।

ଷଷ୍ଠ ରେ ଶୁକ୍ରବାର- ଏହି ଦିନରେ ଯେଉଁ ବ୍ୟକ୍ତି ଜନ୍ମ ହୋଇ ଥାଏ ସେ ପୁରୁଷ ଶୁକ୍ରଚାର୍ଯ୍ୟ ଙ୍କ ପରି ବହୁ ଗୁଣରେ ବିଶିଷ୍ଠ ଅଟନ୍ତି।ଯେତେ ବି ବ୍ୟୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସି ଯାଉନା କାହିଁକି କାର୍ଯ୍ୟକୁ ତୁଲାଇ ନିଅନ୍ତି।ଏକ ଗୁଣା ବ୍ୟୟ କଲେ ମଧ୍ୟ ଦଶ ଗୁଣା କାର୍ଯ୍ୟ ହାସଲ କରି ଥାଆନ୍ତି।

ସପ୍ତମ ରେ ଶନିବାର- ଏମାନେ ଅସ୍ଥିର ,କାମ ବିଲସି ,ଶତ୍ରୁ ବାଦୀ ଏବଂ ଅତ୍ୟନ୍ତ ଜିଦ ଖୋର ଆଉ ନୀଚ ବୁଦ୍ଧିରେ ପରିଚାଳିତ ହୁଅନ୍ତି।ଏହି ଭଳି ବ୍ୟକ୍ତି ମାନେ ସର୍ବଦା ବିଚଳିତ ଅବସ୍ଥାରେ ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।