ବେଳେବେଳେ ଘଟଣା ଏମିତି ଆସୁଛି ତାହା ଅତି ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ଆଉ କିଛି ଘଟଣା ରହିଛି ତାହା ହୃଦୟ ବିଦାରକ। ଆଉ କିଛି ଦିନ ପୂର୍ବେ ଏହିପରି ଏକ ଘଟଣା ସାମ୍ନାକୁ ଆସିଥିଲା ଯାହାକୁ ନେଇ ଏବେ ପର୍ଯ୍ୟନ୍ତ ପରିବାର ଲୋକ କାନ୍ଦି କାନ୍ଦି ଥକି ଗଲେଣି ହେଲେ ନ୍ୟାୟ ମିଳି ପାରିନାହିଁ। ଏଠାରେ କ୍ୟାମେରା ମ୍ୟାନ ମାନସ ଙ୍କର ମୃତ୍ୟୁ କୁ ନେଇ ରହସ୍ୟ ଧୀରେ ଧୀରେ ବାହାରକୁ ଆସୁଛି ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।
ଏଠାରେ କିଛି ଦିନ ତଳେ ଏକ ଘଟଣା ସାମ୍ନାକୁ ଆସିଥିଲା ଯାହାକୁ ଜେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଦେଖା ଦେଇଛି। ଆଉ କ୍ୟାମେରା ମ୍ୟାନ ମାନସ ସ୍ବାଇଁଙ୍କର ମୃତ୍ୟୁ ହେବା ପରେ ଧୀରେ ଧୀରେ ରହସ୍ୟ ଆଶ୍ରମ ସମ୍ପର୍କରେ ଜଣା ପଡ଼ିଛି। ଏଥିପାଇଁ ସାମିଲ ରହିଥିବା କିଛି ବ୍ୟକ୍ତି ନିଜର ବୟାନ ରଖିଛନ୍ତି। ଏହି ସମୟରେ ଘଟଣାକୁ ନେଇ ପୋଲିସ ତାର ତଦନ୍ତ ଚଲେଇଛି ହେଲେ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରି ପାରିନାହିଁ। ଏହାକୁ ନେଇ ଏବେ ସହଯୋଗୀ କ୍ୟାମେରା ମ୍ୟାନ ମଧ୍ୟ କିଛି ରହସ୍ୟ ସାମ୍ନାକୁ ଆଣିଛନ୍ତି। ସେ ସେହିଦିନ ମାନସ ଙ୍କ ସହିତ ରହିଥିଲେ।
ଏହିଠାରେ ସୂଚନା ମିଳିଛି ଯାହା ଜେଲ ରେ ରହିଥିବା ଅବସର ପ୍ରାପ୍ତ ଲୋକ ସୂଚନା ସମ୍ପର୍କ ବିଭାଗର ଅଫିସର ନିରଂଜନ ସେଠୀ ଥିଲେ ଏକ ଧାରାରେ ଲେଖକ,ଅଭିନେତା ଇତ୍ୟାଦି। ଆଉ ଏପଟେ ଶର୍ମିଷ୍ଠା ଙ୍କର ସବୁ ରହସ୍ୟ ଏହେ ପଦା ରେ ପଡି ଯାଇଛି ଏବଂ ତାଙ୍କର ନିଜ କାର ମଧ୍ୟ ପୋଲିସ ନେଇ ଯାଇଛି। ତାଙ୍କର ଏହି ଘଟଣା କୁ ନେଇ ସ୍ୱୀକୃତି କାର୍ଡ଼ ଓ ଜଣେ ବ୍ୟକ୍ତି ସବୁ କହିଛନ୍ତି ଯାହା ସବୁ ପୋଲିସ ପାଖରେ ଏବେ ରେକର୍ଡ ରହିଛି। ଏବେ ମାନସ ଙ୍କୁ ସହଯୋଗ କରୁଥିବା ଜଣେ ସହଯୋଗୀ କହିଛନ୍ତି ଯେଉଁଦିନ ମାନସ ଙ୍କୁ ଅପହରଣ କରି ନେଲେ ସେହି ସମୟରେ ଥିଲେ। ଆଉ ସେଠାରେ ଶର୍ମିଷ୍ଠା ମ୍ୟାଡ଼ମ ମାନସ ଙ୍କୁ ଗୋଟିଏ ଚାପୁଡ଼ା ମାରି ଗାଡି ରେ ବସିବାକୁ କହିଥିଲେ ଯାହା ସୂଚନା ଯୋଗ୍ୟ।
ଆଉ ସେହି ସହଯୋଗୀ କ୍ୟାମେରା ମ୍ୟାନ କହୁଛନ୍ତି ଯେ ନିରଞ୍ଜନ ସେଠୀ ଥିଲେ ଜଣେ ଅଭିନେତା ଆଉ ସେ ମଧ୍ୟ ଫିଲ୍ମ କରି ଥାଆନ୍ତି। ଆଉ ମଧ୍ୟ କହୁଛନ୍ତି ଯେ ଚିଫ ପାଇଁ ମାନସ ଙ୍କର କ୍ୟାମେରା ଓ ପଇସା ମଧ୍ୟ ଦେଇ ନଥିଲେ ଯାହା ପାଇଁ ତିକ୍ତତା ସୃଷ୍ଟି ହୋଇଥିଲା। ଏଠାରେ ସେ କହୁଛନ୍ତି ଯେ କିଛି ଦିନ ତଳେ ଫିଲ୍ମ ଶୁଟିଂ ପାଇଁ ପୁରୀ ସମୁଦ୍ର କୁଳ ଯାଇଥିଲେ ଶର୍ମିଷ୍ଠା, ଦୁଇ ଜଣ ଝିଅ, ନିରଂଜନ ଏବଂ କ୍ୟାମେରା ମ୍ୟାନ ମାନସ ଏବଂ ସେ ନିଜେ। ଏଠାରେ ନିରଂଜନ ଥିଲେ ହିରୋ। ଆଉ ଫିଲ୍ମ ଶୁଟିଂ ହେବା ପରେ ଏହିପରି ଘଟଣା ସୃଷ୍ଟି ହୋଇଥିଲା ଯାହା ସୂଚନା ମିଳିଛି। ତାଙ୍କର ଏହି ସବୁ ବୟାନ କୁ ଭିତ୍ତି କରି ପୋଲିସ ତାର ତଦନ୍ତ ଚଳାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।