Odisha News Portal

ମଙ୍ଗଳବାର ଦିନ ରାତିରେ ଶୋଇବା ପୂର୍ବରୁ ଜପନ୍ତୁ ଏହି ଦିବ୍ୟ ମନ୍ତ୍ର , ତାପରେ ଦେଖିବେ ଚମତ୍କାର !

0 3

ମଙ୍ଗଳବାର ଦିନ ଭଗବାନ ଶ୍ରୀ ରାମଚନ୍ଦ୍ର ଙ୍କର ଭକ୍ତ ପ୍ରଭୁ ହନୁମାନଜୀଙ୍କର ଦିନ ହୋଇ ଥାଏ ।ମଙ୍ଗଳ ବାରକୁ ସବୁ ଠାରୁ ପବିତ୍ର ଦିନ ବିଚାର କରାଯାଏ । ଯଦି କୌଣସି ବ୍ୟକ୍ତି ମଙ୍ଗଳବାର ଦିନ ପ୍ରଭୁ ହନୁମାନ ଙ୍କ ସହିତ ଯଡିତ କୌଣସି ବି ଉପାୟ କରିଥାନ୍ତି ତେବେ ତାଙ୍କର ସମସ୍ତ ସମସ୍ୟା ଶିଘ୍ର ହିଁ ଦୂର ହୋଇ ଯାଏ । କାହିଁକି ନାଁ ସ୍ବୟଂ ହନୁମାନ ଜୀ ସେହି ସମସ୍ୟା ଗୁଡିକୁ ହରଣ କରି ନେଇଥାନ୍ତି କିମ୍ବା ଏପରି ମଧ୍ୟ କହି ପାରିବେ କି ଆପଣ ଙ୍କର ସମସ୍ତ ସମସ୍ୟା ମାନଙ୍କର ଅନ୍ତ ହୋଇ ଯାଇ ଥାଏ ।

ତେବେ ଆଜିର ଏହି ବିଶେଷ ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ହନୁମାନ ଜୀଙ୍କର ଏକ ଏପରି ଦିବ୍ୟ ମନ୍ତ୍ର କହିବାକୁ ଯାଉଛୁ ଯାହା ଆପଣ ଙ୍କର ସମସ୍ତ ସମସ୍ୟାକୁ ସବୁ ଦିନ ପାଇଂ ଦୂର କରି ଦେବ ।ତାହା ସହିତ ମଧ୍ୟ ଧନ ଧାନ୍ୟ ଜନିତ ସମସ୍ୟା ଦୂର ହେବା ସହିତ ଅଟକି ରହି ଯାଇ ଥିବା ସମସ୍ତ କାର୍ଯ୍ୟ ପୁଣି ଥରେ ଚାଲୁ ହେବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ସେହି ଏକ ଦିବ୍ୟ ମନ୍ତ୍ର ବିଷୟରେ । ସେଥିପାଇଁ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ ।


ଧ୍ୟାନ ରଖନ୍ତୁ କି ମଙ୍ଗଳବାର ଦିନ ରାତିରେ ଶୋଇବା ପୂ୍ର୍ବରୁ ହନୁମାନଜୀଙ୍କର ପୂଜା କରନ୍ତୁ ଏବଂ ତାଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ । ଏହା ସହିତ ଚମିଲି ର ତେଲରେ ଦୀପ ଜଲାଇବାକୁ ପଡିବ । ତେବେ ସେହି ଦିବ୍ୟ ମନ୍ତ୍ରଟି ହେଲା –

ଓଁ ହନୁ ହନୁମତୟେ ନମଃ

ତେବେ ଏହି ଦିବ୍ୟମନ୍ତ୍ରଟିର ଜପ ଆପଣଙ୍କୁ କେବଳ ପାଞ୍ଚ ଟି ମାଳା କରିବାର ଅଛି ଏବଂ ତା ପରେ ହନୁମାନଜୀ ଙ୍କୁ ବୁନ୍ଦିଆ କିମ୍ବା ପେଡାର ଭୋଗ ଲଗାଇ ପାରିବେ । ଏପରି କରିବା ଦ୍ବାରା ଆପଣ ଙ୍କର ସମସ୍ତ ସମସ୍ୟା ଦୂର ହୋଇ ଯିବ । ତେବେ ପ୍ରତ୍ୟେକ ଦିନ ହିଁ ଆପଣଙ୍କ ଜୀବନ ରେ ବହୁତ ହିଁ ଅଧିକ ଖୁସି ଆସି ବାକୁ ଲାଗିବ । ସୁଖ ସମୃଦ୍ଧି ସହିତ ଧନ ସମୃଦ୍ଧିରେ ବୃଦ୍ଧି ଘଟିବ ଏବଂ ହନୁମାନଜି ଙ୍କର ବିଶେଷ କୃପା ଦୃଷ୍ଟି ସର୍ବଦା ଆପଣ ଙ୍କ ର ସହିତ ରହିବ ।


ତା ସହିତ ଆଉ ଗୋଟିଏ କଥା ହେଉଛି କି ଯେଉଂ ମାନେ ବି ଏହି ଦିବ୍ୟ ମନ୍ତ୍ରର ପ୍ରତ୍ୟେକ ଦିନ ଗୋଟିଏ ମାଳା ବି ଜପ କରିଥାନ୍ତି ତ କେବେ ବି ଆପଣଙ୍କୁ ପ୍ରଭୁ ହନୁମାନଙ୍କର ଦର୍ଶନ ହୋଇ ପାରେ । ତେଣୁ ଆପଣ ପୂର୍ଣ୍ଣ ବିଧି ବିଧାନରେ ଏବଂ ଶ୍ରଦ୍ଧା ପୂର୍ବକ ଏହି ବିଶେଷ ମନ୍ତ୍ରଟିର ଜପ ଅବଶ୍ୟ କରନ୍ତୁ । ଏହାର ଶୁଭ ପରିଣାମ ଆପଣ ତୁରନ୍ତ ହିଁ ଦେଖି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।