ମାଳିକାର ଭବିଷ୍ୟତବାଣୀ ! ଲୁଙ୍ଗିପିନ୍ଧା ଲୋକ ଭାରି ପଡିବେ ହିନ୍ଦୁ ସମାଜକୁ ସାବଧାନ କଲା ମାଳିକା ….

ପ୍ରତ୍ୟେକ ଥର ପରି ଛଅ ଶହ ବର୍ଷ ତଳର ଆଗତ ଭବିଷ୍ୟତ ମହାପୁରୁଷଙ୍କର ସେହି ମାଳ ମାଳ ହୋଇ ରଚନା ହୋଇଥିବା ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ପାଖରେ ଉପସ୍ଥାପନ କରିଥାଏ । ତେଣୁ ମହାପୁରୁଷ ଆଜି ଆଗତ ଭବିଷ୍ୟତରେ ଯାହା ପ୍ରକୃତରେ ଲେଖିଛନ୍ତି ତାହା ଗୋଟିଏ ପରେ ଗୋଟିଏ ସତ୍ୟ ହୋଇଛି । ତେଣୁ ସେହି ଛଅ ଶହ ବର୍ଷ ତଳର ମାଳିକା ଶାସ୍ତ୍ରକୁ ଆପଣ ମାନଙ୍କ ଆଗରେ ରଖିବା । ମହାପୁରୁଷ ଲେଖିଛନ୍ତି କହିଲେ ଏମିତି ଏକ ସମୟ ଆସିବ ଯେଉଁ ସମୟ ଭିତରେ –
ଲୁଙ୍ଗିପିନ୍ଧା ହେବ ସାର

କୁକୁଡା ଅଣ୍ଡାରେ ଯେ କାରବାର । ଜାଇଫୁଲ ଲୋ !
ଆଉ ଭଲକୁ ଭାବିବେ ଭେଲ । ଜାଇଫୁଲ ଲୋ !

ମହାପୁରୁଷ ଅଚ୍ୟୁତାନ୍ଦ କହୁଛନ୍ତି ଏମିତି ଏକ ସମୟ ଆସିବ ଯେଉଂ ସମୟ ଭିତରେ କଣ ହେବ ନାଁ ଲୁଙ୍ଗି ପିନ୍ଧା ହେବେ ସାର ଅର୍ଥାତ ଆମେ କହିବା ଲୁଙ୍ଗିପିନ୍ଧା କଣ ନା ମୁହଁ ସିଲେଇ କରି ଲୁଙ୍ଗି ପିନ୍ଧିବେ ଏବଂ ସମସ୍ତେ ଯୌବନ ବେଶ ଧାରଣ କରିବେ । କହିଲେ ସମସ୍ତେ ହେବେ ଯବନ ବେଶ କହଇ ଅଚ୍ୟୁତ କରିବ କିଶ । ତେଣୁ ବେକରେ ନଥିବ ମାଳି ଆଉ ମସ୍ତକରେ ନ ଥିବ ବିନ୍ଦୁ, ମଥାରେ ନଥିବ ଶିଖା ଆଉ ମିଛଟାରେ କହିବା ହିନ୍ଦୁ । ତେଣୁ ସେଥିପାଇଂ ଏ ବୃଥା ହିନ୍ଦୁ ବୋଲାଇବାର ଅର୍ଥ ମଥାରେ ନଥିବ ହିନ୍ଦୁ ମିଛେ ବୋଲାଇବେ ହିନ୍ଦୁ ।

ତେଣୁ ସେଥିପାଇଂ ମହାପୁରୁଷ କହିଛନ୍ତି ଏମିତି ଏକ ସମୟ ଆସିବ ଯେଉଁ ସମୟରେ ଚାରିଆଡେ କେବଳ କୁକୁଡା ଅଣ୍ଡାରେ କାରବାର ଚାଲିବ । ଏମିତି ସମୟ ଆସିବ ଆମେ କହୁଛୁ ବିଦ୍ୟା ମନ୍ଦିର କିନ୍ତୁ ପିଲାମାନେ ବ୍ୟାଗରେ ଅଣ୍ଡା ପୁରାଇକି ଆଣିବେ , ତେଣୁ ମହାପୁରୁଷ କହିଥିଲେ ଏମିତି ସମୟ ଆସିବ ପାଠପଢା ଅଣ୍ଡା ଚାଉଳରେ ସିମିତ ରହିଯିବ । ତେଣୁ କହିବାର ତାତ୍ପର୍ଯ୍ୟ ଲୁଙ୍ଗିପିନ୍ଧା ହେବ ସାରା ,କୁକୁଡା ଅଣ୍ଡାରେ ଯେ କାରବାର ଲୋ ବଉଳ । ବିଦ୍ୟାଳୟ ଏବେ ପାଲଟିଗଲାଣି ଭୋଜନାଳୟ ।

ଆଉ ଭଲକୁ ଭାବିବ ଭେଲ ଅର୍ଥାତ କାହାକୁ ଯଦି ଭଲ କଥା କିଛି କହିବ ସେ ତାର ଓଲଟା କଥା କିଛି ବୁଝିବ । କହିବେ ନିଶ୍ଚୟ ଏହାର କିଛି ସ୍ବାର୍ଥ ଅଛି । ସଂସାର ଭିତରେ ଗୋଡ ଟାଣିବା ଲୋକ ଅନେକ ଅଚନ୍ତି କିନ୍ତୁ ମନେରଖନ୍ତୁ ଆଜ୍ଞା ଗୋଡ ଟାଣିବା ଲୋକ ସବୁବେଳେ ଗୋଡ ତଳେ ରହିବେ କେବେ ଗୋଡ ଉପରକୁ ଉଠି ପାରିବେ ନାହିଁ । ତେବେ କହିବାର ତାତ୍ପର୍ଯ୍ୟ ଆପଣ ମାନେ ବିଚାର କରିବେ ପଛରେ ଗପୁଥିବା ଲୋକ ସବୁବେଳେ ହିଁ ଆପଣଙ୍କ ପଛରେ ରହିବେ କେବେ ଆପଣଙ୍କ ଆଗକୁ ଯାଇ ପାରିବେ ନାହିଁ । ତେଣୁ ଆପଣ ସେଥିପ୍ରତି ଦୃଷ୍ଟି ନ ଦେଇ ନିଜର କର୍ମ ପ୍ରତି ଦୃଷ୍ଟି ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment