Odisha News Portal

ହେ ଭଗବାନ ! ମାଳିକାର ବଡ ଭବିଷ୍ୟ ବାଣୀ । କରୋନା ପରେ 2021 ରେ ଆସିବ ଭୟାନକ ଯକୃତ ରୋଗ ଦେଖନ୍ତୁ…..

0 5

ମାଳିକାର ପ୍ରତ୍ୟେକ କଥା ଗୋଟିଏ ପରେ ଗୋଟିଏ ସତ୍ୟ ହେବାକୁ ଯାଉଛୁ । ତାହା ଆପଣ ମାନେ ନିଶ୍ଚିତ ଭାବରେ ଅଳ୍ପେ ବହୁତ ଜାଣିଥିବେ । ତେବେ ମହାପୁରୁଷଙ୍କର ସେହି ଭବିଷ୍ୟ ମାଳିକା ଯାହା ମାଳ ମାଳ ହୋଇ ଆମ ପାଇଁ ରଚନା କରି ଯାଇଛନ୍ତି ମାଳିକା ଶାସ୍ତ୍ରରେ । ଆଉ ଆଜି ଆମେ ସେହି ଭବିଷ୍ୟ ମାଳିକାର ଗୋଟିଏ ଏପରି କଥା କହିବାକୁ ଯାଉଛୁ ଯାହା ଆପଣ ଶୁଣିଲେ ପୂରା ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଆମେ ଆପଣଙ୍କୁ ପ୍ରତ୍ୟେକ ଥର କହିଛୁ ଯେ ମହାପୁରୁଷଙ୍କ ସେହି ମାଳିକା ଶାସ୍ତ୍ର କାହାକୁ ଡରେଇବା ପାଇଁ ନୁହେଁ ବରଂ ସତର୍କ ପାଇଁ । ଚାଲନ୍ତୁ ଜାଣିବା କଣ କହିଯାଇଚନ୍ତି ମହାପୁରୁଷ ମାନେ ତାଙ୍କର ଭବିଷ୍ୟ ମାଳିକାରେ ଆଗାମୀ 2021-24 ପର୍ଯ୍ୟନ୍ତ ପାଇଁ ।

ଆଜି ଆମେ ସେହି ମହାପୁରୁଷ ଙ୍କ ମାଳିକା ରୁ ଗୋଟିଏ ପଦ ନେବା ଏବଂ ସେ ବିଷୟରେ ଆଲୋଚନା କରିବା। କାରଣ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଚଳିତ 2020 ମସିହାରେ କରନା ମହାମାରୀ କାରଣରୁ ବହୁତ୍ କ୍ଷୟକ୍ଷତି ହେଲା। ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେଲେ। ଅନେକ ପ୍ରକାର ମାନସିକ ଦୁଶ୍ଚିନ୍ତା ଏବଂ ଅବସାଦ ଭିତରେ ସମୟ ଅତିବାହିତ ହେଲା।


ତେବେ ଏହିଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ଲୋକଙ୍କ ମନ ଭିତରେ ଉଦ୍ରେକ ହେବାରେ ଲାଗିଛି। 2022, 2023, 2024 ରେ କଣ ଅଛି? ଏହିଭଳି ଚିନ୍ତା ସମସ୍ତଙ୍କ ମନରେ ରହିଛି। ଆମେ ଆଜି ଆପଣଙ୍କୁ କହିବୁ 2024 ମସିହା ଯାଏଁ କଣ କଣ ସବୁ ଘଟଣା ବିଷୟରେ ମହାପୁରୁଷ ଲେଖିଛନ୍ତି ତାହା ଆଲୋଚନା କରୁଛୁ।ଏହା ଉଲ୍ଲେଖ ଥିବା ଗ୍ରନ୍ଥ ନାମ ହେଉଛି ତତ୍ତ୍ଵାବଧନି, ତୃତୀୟ ଅଧ୍ୟାୟ, ତୃତୀୟ ଖଣ୍ଡ

ଏଥିରେ ମହାପୁରୁଷ କହୁଛନ୍ତି, ଇନ୍ଦ୍ର ରକ୍ତ ବର୍ଷା କରିବ, ଶ୍ୱାନ ଶୃଗାଳ ମାନଙ୍କ ରାଜୁତି ବଢ଼ିବ।2024 ମସିହା ପର୍ଯ୍ୟନ୍ତ ବ୍ୟାଧି ହୋଇ ପିସାଚି ଆସିବେ। ସେ କହୁଛନ୍ତି 2021-24 ମଧ୍ୟରେ ଏକ ବଡ଼ ଧରଣର ଯକୃତ ସଂକ୍ରମିତ ରୋଗ ଦେଖାଦେବ।ଏହା ଗୋଷ୍ଠୀ ସଂକ୍ରମଣ କରିବ।ଏକ ଭୟାନକ ପରିସ୍ଥିତି ସୃଷ୍ଟି ହେବ। ଲୋକେ ଭୟାନକ ଯକୃତ ରୋଗରେ ପୀଡିତ ହେବେ। ଲୋକେ ଏଥିରୁ ମୁକୁଳିବା ପାଇଁ ଅନେକ ଚେଷ୍ଟା କରିବେ। ଏଥିରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯିବ।ଏକ ଭୟାନକ ପରିସ୍ଥିତି ଭିତରେ ଏହି ଭଳି ଏକ ମାରାତ୍ମକ ରୋଗ କୁ ସାମ୍ନା କରିବେ ବିଶ୍ଵବାସୀ।


ଏହାର ଭୟାବହତା 2024 ମସିହା ପର୍ଯ୍ୟନ୍ତ ଲାଗି ରହିବ।ଏହାଛଡା 2023 ଅତିକ୍ରମ କରି 2024 ଆସିବା ମାତ୍ରେ ପୃଥିବୀରେ ଉଲକା ପାତ ହେବ। ଯୁଦ୍ଧର ଘମଘଟା ଲାଗିଯିବ। ଦେଶ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ।

ଏହି ପ୍ରକାର ଭୟାନକ ପରିସ୍ଥିତି କୁ ଆମେ 2023 -24 ମଧ୍ୟରେ ସମ୍ମୁଖୀନ କରିବା । ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ପୁସ୍ତକରେ କଲମ କରିଛନ୍ତି ଯେ 2021 ମସିହାରେ ପୃଥିବୀରେ ଏକ ଭୟାନକ ସ୍ଥିତି ସୃଷ୍ଟି ହେବ। ଏମିତି ଏକ ଘମାଘଟ ପରିସ୍ଥିତି ସୃଷ୍ଟି ହେବ ଯାହା ସମସ୍ତଙ୍କୁ ଦୋହଲାଇ ଦେବ। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେବ ବୋଲି କୁହାଯାଇଚି। କିନ୍ତୁ ତାର ପରିମାଣ ଅପେକ୍ଷାକୃତ କମ୍ ରହିବ।