Odisha News Portal

ଆଜି ମକରସଂକ୍ରାନ୍ତି ରେ ବନୁଛି ମହାସଂଯୋଗ ଏହି ପାଞ୍ଚୋଟି ରାଶିକୁ ହେବାକୁ ଯାଉଛି ଧନପ୍ରାପ୍ତି ! ଏଥିରେ ଆପଣଙ୍କ ରାଶି ନାହିଁ ତ ?

ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଙ୍କ 2021ରେ୍ ପ୍ରଥମ ଥର ପାଇଁ ଏହି ମକର ସଂକ୍ରାନ୍ତିରେ ରାଶି ପରିବର୍ତ୍ତନ ହେବାକୁ ଯାଉଛି । ସୂର୍ଯ୍ୟ 14 ଜାନୁୟାରୀ ସକାଳ 8 ଘଟିକା ସମୟରେ ମକର ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ଗୋଚର ଯୋଗୁଁ ଏହି ଘଟଣାକୁ ମକର ସଂକ୍ରାନ୍ତି ମଧ୍ୟ କୁହାଯାଏ । ଜ୍ୟୋତିଷ ଗଣନା ଅନୁସାରେ ରାଶି ଅନୁସାରେ ମକର ସଂକ୍ରାନ୍ତି ଏଥର ଅଧିକ ଖାସ୍ ରହିବ । ସିଂହ ଏବଂ ଧନୁ ରାଶିର ଯାତକ ଧନ ଯୋଗର ଲାଭ ଉଠାଇବେ । ଚାଲନ୍ତୁ ଜାଣିବା ମକର ସଂକ୍ରାନ୍ତିରେ କେଉଁ ରାଶିକୁ କଣ ଲାଭ ମିଳିବାକୁ ଯାଉଛି ।

ମେଷରାଶି – ସୂର୍ଯ୍ୟଙ୍କ ଗୋଚର ମେଷ ରାଶିର ଲୋକଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ । କାର୍ଯ୍ୟକ୍ଷେତ୍ରରେ ଭରପୂର ବୃଦ୍ଧି ହେବ । ଏହି ସମୟରେ ସୂର୍ଯ୍ୟର ଅନ୍ୟ ତିନୋଟି ଗ୍ରହ ସହିତ ସଂଯୋଗ ହେବ ।

ଏଥିପାଇଁ ଆପଣ ସବୁ କାର୍ଯ୍ୟ ସଂମ୍ପର୍ଣ୍ଣ କରିବାରେ ସକ୍ଷମ ହେବେ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ଚାକିରିରେ ପଦନ୍ନୋତି ହୋଇପାରେ । ତେବେ କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ ।

ବୃଷରାଶି -ସୂର୍ଯ୍ୟଙ୍କ ଏହି ଗୋଚର ଯୋଗୁଁ ଆପଣଙ୍କ ଜୀବନରେ ଉଚିତ୍ ପରିଣାମ ପ୍ରାପ୍ତି ହେବ । ସୂର୍ଯ୍ୟଙ୍କ ସ୍ଥିତିି ଆପଣଙ୍କ ମାଁ ଙ୍କ ପାଇଁ ହାନୀକାରକ ସାବ୍ୟସ୍ତ ହୋଇପାରେ । ନିଜକୁ ଶାନ୍ତ ରଖି ସବୁ ପରିସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରୟାସ କରନ୍ତୁ । ଆର୍ଥିକ ଲାଭ ମିଳିବାର ଯୋଗ ରହିଛି ଏବଂ କାର୍ଯ୍ୟକ୍ଷେତ୍ରରେ ଦୂରଯାତ୍ରା କରିପାରନ୍ତି ।

ମିଥୁନରାଶି – ଚାକିରି ଏବଂ ବ୍ୟାପାରରେ ସଫଳାତ ପ୍ରାପ୍ତ କରିବା ପାଇଂ କଠିନ୍ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ସମସ୍ୟାର ସମ୍ମୁଖୀନ କରେବ । ବିବାହିତ ଲୋଙ୍କର ଶଶୁର ଘର ଲୋକଙ୍କ ସହିତ ବିବାଦ ହୋଇପାରେ ।

କର୍କଟରାଶି –

ଆପଣଙ୍କ ଜୀବନରେ ସମସ୍ୟା ଦୂର ହେବ । ମାନିସକ ଚିନ୍ତା ବଢିପାରେ, ଅବିବାହିତା ଲୋକଙ୍କ ବିବାହ ପାଇଁ ପ୍ରସ୍ତାବରେ ବାଧା ଉତ୍ପନ୍ନ ହୋଇପାରେ ଏବଂ ଖର୍ଚ୍ଚ ଅଧିକ ହେବ ।

ସିଂହରାଶି – ଛାତ୍ରମାନଙ୍କ ପାଇଁ ଏହି ସମୟ ଲାଭଦାୟକ ସିଦ୍ଧ ହେବ । ଧନପ୍ରାପ୍ତିର ଯୋଗ ରହିଛି । ଚାକିରି ପେଶାରେ ଲୋକେ ଅଧିକ ପରିଶ୍ରମ କରିବେ ।

କନ୍ୟାରାଶି – ଏହି ସମୟ କନ୍ୟା ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେବ । ଦୂରଯାତ୍ରା କରିବାରୁ ଦୂରେଇ ରୁହନ୍ତୁ ।

ତୁଳାରାଶି -ଆପଣଙ୍କ ମାଁଙ୍କ ସ୍ବାସ୍ଥ୍ୟହାନୀର ଯୋଗ ରହିଛି । ଘରକୁ ଅତିଥିଙ୍କ ଆଗମନ ହୋଇପାରେ ।

ବିଛାରାଶି – ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ । ପୂରୁଣା ସଂପର୍କରୁ ଲାଭ ମିଳିବ ଏବଂ ସବୁ ପ୍ରୟାସରୁ ଲାଭ ମିଳିବ । ଦୂରଯାତ୍ରା ନକରିବା ଆପଣଙ୍କ ପାଇଁ ଭଲ ।

ଧନୁରାଶି – ଏହି ଗୋଚର ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଆର୍ଥିକ ଲାଭ ମିଳିବାର ଯୋଗ ରହିଛି । ଖର୍ଚ୍ଚରେ ବୃଦ୍ଧି ହୋଇପାରେ ତେଣୁ ଟିକେ ଜଗିରଖି ଚଳନ୍ତୁ ।

ମକରରାଶି – କାର୍ଯ୍ୟକ୍ଷେତ୍ରରେ କିଛି କଠିନ୍ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଚାକିରି କ୍ଷେତ୍ରରେ ମଧ୍ୟ ସମସ୍ୟା ଆସିପାରେ ଏବଂ ଅଚାନକ୍ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି ।

କୁମ୍ଭରାଶି – ଜୀବନସାଥୀଙ୍କଠୁ କଠିନ୍ ସମସ୍ୟାର ସାମ୍ନା କରିବାକୁ ପଡିବ । ନୂଆ ନିବେଶ ପାଇଁ ଯୋଜନା କରିଥିବା ଲୋକଙ୍କୁ ନିବେଶ୍ ରୋକିବାକୁ ପଡିବ । କାନୁନ୍ ମାମଲାରେ ସାମିଲ୍ ହୋଇପାରନ୍ତି ।

ମୀନରାଶି -ଏହି ଗୋଚର ମୀନାରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ । ଅଟକି ରହିଥିବା କାର୍ଯ୍ୟ ସଂମ୍ପର୍ଣ୍ଣ ହେବ ଏବଂ ନିଜ ଲକ୍ଷ୍ୟ ସ୍ଥଲରେ ଶିଘ୍ର ପହଞ୍ଚିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।