ମଜାଳିଆ ପ୍ରହେଳିକା – ଏହି ଦୁଇ ଜଣଙ୍କ ମଧ୍ୟରୁ କିଏ ପାଗଳ ଅଟେ ? ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ କ’ଣ ଆପଣ ଉତ୍ତର ଦେଇ ପାରିବେ ?

ଆପଣ ଜାଣିଥିବେ ଆଇଏଏସ ର ପରୀକ୍ଷା ପାସ କରିବା ପରେ ପ୍ରାର୍ଥୀଙ୍କୁ ଆଇଏଏସର ଇଣ୍ଟରଭିୟୁ ପାସ କରିବାକୁ ମଧ୍ୟ ହୋଇଥାଏ। ଆଇଏଏସ ର ଇଣ୍ଟରଭିୟୁ ରେ ବିଶେଷଜ୍ଞ ପ୍ରାର୍ଥୀଙ୍କର ଇଣ୍ଟରଭିୟୁ ନେଇଥାନ୍ତି ଏବଂ ଏଠାରେ ଯେଉଁମାନେ ନିଜର ଉତ୍ତମ ଜ୍ଞାନ କୁ ପରିପ୍ରକାଶ କରନ୍ତି ଓ ଉପସ୍ଥିତ ବୁଦ୍ଧି କୁ ବ୍ୟବହାର କରନ୍ତି ସେମାନେ ଏହି ପ୍ରଶାସନିକ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ପାରନ୍ତି ଓ ଦେଶର ସବୁଠାରୁ ବଡ଼ ପ୍ରଶାସନିକ ଚାକିରି କରି ଦେଶ ର ସେବା କରିବାକୁ ସୁଯୋଗ ପାଇଥାନ୍ତି।ଏଥିପାଇଁ ଜଣେ ପରୀକ୍ଷାର୍ଥୀ କୁ ଅନେକ ଅଧ୍ୟୟନ ସହିତ ପରିଶ୍ରମ କରିବାକୁ ପଡ଼ିଥାଏ।

ତେବେ ଆଇଏଏସ ର ଇଣ୍ଟରଭିୟୁ ରେ କିଛି ଏମିତି ପ୍ରଶ୍ନ ପଚରା ଯାଇଥାଏ, ଯାହା ଆପଣଙ୍କୁ ଉପସ୍ଥିତ ବୁଦ୍ଧି ଓ ସୃଜନଶୀଳତା ଆଧାରରେ ଦେବାକୁ ପଡ଼ିବ। ଆସନ୍ତୁ ସେହିଭଳି କିଛି ପ୍ରଶ୍ନ ଉପରେ ଆମେ ଆଲୋଚନା କରିବା, ଯାହା ସାଧାରଣତଃ ଆପଣଙ୍କ ଉପସ୍ଥିତ ବୁଦ୍ଧି ପ୍ରୟୋଗ ରେ ସମ୍ଭବ ହୋଇଥାଏ।

ପ୍ରଶ୍ନ ୧- ଏମିତି କଣ ଅଛି ଯାହାକୁ ମାରିବା ଦ୍ବାରା କୌଣସି ଅପରାଧ ହେବନାହିଁ ?
ଉତ୍ତର- ମିସ୍ କଲ୍

ପ୍ରଶ୍ନ ୨- ଏମିତି କଣ ଜିନିଷ ଅଟେ ଯାହାର ନାମ ଧରିଲେ ତାହା ଭାଙ୍ଗି ଯାଇଥାଏ?
ଉତ୍ତର- ମୌନ ରହିବା ବା ଚୁପ୍ ରହିବା।

ପ୍ରଶ୍ନ ୩-ଏମିତି କଣ ଅଟେ ଯାହା ପୁରୁଷ ଗୋଟିଏ ଥର କରିଥାଏ କିନ୍ତୁ ସ୍ତ୍ରୀ ବାର ବାର୍ କରିଥାଏ?
ଉତ୍ତର- ମୁଣ୍ଡରେ ସିନ୍ଦୂର ଲଗାଇବା। ଯାହା ସ୍ବାମୀ ବାହାଘର ସମୟରେ ଥରେ ମାତ୍ର ଦେଇଥାଏ। କିନ୍ତୁ ସ୍ତ୍ରୀ ନିଜେ ପ୍ରତିଦିନ ଲଗାଇ ଥାଏ।

ପ୍ରଶ୍ନ ୪- ଏମିତି କଣ ଅଟେ ଯାହା ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରେଇଲେ ଆପଣ ବହୁତ୍ ଖୁସି ହୁଅନ୍ତି?
ଉତ୍ତର- ମୁଦି।

ପ୍ରଶ୍ନ ୫-ଉପରେ ଦିଆ ଯାଇଥିବା ପ୍ରହେଳିକା ମଧ୍ୟରୁ କିଏ ପାଗଳ ଅଟେ ?
ଉତ୍ତର – ମୋ ମତରେ ଦୁଇ ଜଣ ପାଗଳ ଅଟନ୍ତି

ପ୍ରଶ୍ନ ୬- କେଉଁ ସମୟରେ ସେହି କାମ କରିବା ଦ୍ୱାରା ପୁରୁଷ ଏବଂ ମହିଳାଙ୍କ ହୃଦୟର ସ୍ପନ୍ଦନ ବଢ଼ି ଯାଇଥାଏ?
ଉତ୍ତର- ଦିନ ୧୧ ରୁ ୨ ଟା ମଧ୍ୟରେ।

ପ୍ରଶ୍ନ ୭- ବିନା ପରିଶ୍ରମରେ ସ୍ମରଣ ଶକ୍ତି ବଢ଼ାଇବା ପାଇଁ କଣ କରିବା ଉଚିତ୍?
ଉତ୍ତର- ଏଥିପାଇଁ ଆପଣଙ୍କୁ ସକାଳଠୁ ରାତି ପର୍ଯ୍ୟନ୍ତ କରିଥିବା ସମସ୍ତ କାମକୁ ଥରୁଟିଏ ମନେ ପକାଇବା ଉଚିତ୍।

ପ୍ରଶ୍ନ ୮- ଏମିତି କେଉଁ ପଶୁ ରହିଛି ଯାହାର କ୍ଷୀର ପିଇଲେ ଆପଣଙ୍କୁ ନିଶା ହୋଇପାରେ?
ଉତ୍ତର- ମାଈ ହାତୀର କ୍ଷୀର ପିଇଲେ ଆପଣଙ୍କୁ ନିଶା ହୋଇପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment