ଦେଖନ୍ତୁ Shocking ଭିଡ଼ିଓ : ମହୁଫେଣା ରେ ନିଜ ମୁହଁକୁ ଘୋଡାଇ ଚର୍ଚ୍ଚାରେ ଏହି ମହିଳା… 6 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଏବେ ନିକଟରେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସମସ୍ତଙ୍କୁ ଚକିତ ମଧ୍ଯ କରି ଦେଇଛି। ତେବେ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ ଯାହା ସେମିତି ଏକ ଦୃଶ୍ୟକୁ ବୟାନ କରୁଛି।ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ସେହିପରି ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ବି ଘଟିପାରେ।ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ। ଥରେ ଦେଖନ୍ତୁ ଏହି ଭିଡିଓ ରେ ଜଣେ ମହିଳା କିପରି ଭାବରେ ତାଙ୍କ ମୁହଁରେ ମହୁ ଫେଣା କୁ ଲଗେଇ କଭର୍ କରି ରଖିଛନ୍ତି। ମୁହଁଟି ମହୁ ଫେଣା ଦ୍ଵାରା ସଂପୂର୍ଣ୍ଣ ଘୋଡେ଼ଇ ହୋଇ ରହିଛି। ତେବେ ଆମେ କହୁଥିବା ଏହି ଘଟଣାଟି ହେଉଛି ତିରୁଅନନ୍ତପୁରମ୍ ର।

ତେବେ ଯାହା ଜଣା ପଡ଼ିଛି ଏହି ମହିଳା ଜଣଙ୍କ ୱାର୍ଲ୍ଡ଼ ହନି ବି ଡେ ସେଲେବ୍ରେଶନ ରେ ଏହି ମହିଳା ଜଣଙ୍କ ଏହାକୁ ଦେଖାଇଥିଲେ। ଯାହାକୁ ଦେଖି ସମସ୍ତେ ଅବାକ୍ ହୋଇ ଯାଇଥିଲେ ଯେ, କିପରି ଭାବରେ ଏହି ମହିଳା ଜଣଙ୍କ ମୁହଁକୁ ମହୁ ଫେଣାରେ କଭର କରି ରଖି ପାରୁଛନ୍ତି। ତାଙ୍କ ମୁହଁରେ ହଜାର ହଜାର ସଂଖ୍ୟାରେ ମହୁମାଛି ବସି ରହୁଥିବା ଦେଖିବାକୁ ମିଳିଥିଲା।ଏତେ ସଂଖ୍ୟକ ମହୁମାଛି ମୁହଁରେ ବସିବା ମାତ୍ରେ ମଧ୍ଯ ମହିଳା ଜଣଙ୍କ ନର୍ମାଲ ରହିଛନ୍ତି। କେବଳ ଏହି ମହିଳା ଜଣଙ୍କ ନୁହଁନ୍ତି, ବରଂ ତାଙ୍କର ୬ ବର୍ଷର ପୁଅ ମଧ୍ୟ ମହୁମାଛି କୁ ନେଇ ଯାହା କରୁଛି ତାହା ବି ଦେଖିବାର କଥା।

୬ ବର୍ଷର ବାଳକଟି ତାର ହାତରେ ମହୁମାଛି କୁ ବସାଇ ଏକ ବଡ ମହୁଫେଣା ସଦୃଶ କିପରି କରିଛି ତାହା ଥରେ ଦେଖନ୍ତୁ। ଏହାକୁ ମଧ୍ଯ ଲୋକେ ଦେଖି ସେମାନଙ୍କ ଭିତରେ ମହୁମାଛି ମାନଙ୍କ ପ୍ରତି ଥିବା ଧାରଣାକୁ ସ୍ପଷ୍ଟ କରି ପାରିବେ। ତେବେ ସେଠାରେ ପ୍ରଦର୍ଶନୀ ରେ ହେଉଥିବା ମହୁମାଛି ମାନଙ୍କ ପ୍ରତି ସଚେତନତା ସୃଷ୍ଟି କରା ଯାଉଛି। ଏହାକୁ ଦେଖି ଲୋକେ ସାମାନ୍ଯ ସଚେତନ ହୋଇ ପାରିବେ। ଏବଂ ମହୁମାଛି ମାନଙ୍କୁ ରକ୍ଷା କରିବା ଏବଂ ସଂରକ୍ଷଣ କରିବା ପ୍ରତି ଦୃଷ୍ଟି ଦେବେ ଯାହା ଏହି ପ୍ରଦର୍ଶନୀ ର ଉଦ୍ଦେଶ୍ୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment