ମହିଳାଙ୍କଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ ବା ଧଳା ସ୍ରାବ କଣ ? ପ୍ରତ୍ୟେକ ମହିଳା ନିଶ୍ଚୟ ଦେଖିବା ଉଚିତ

ହ୍ୱାଇଟ୍ ଡିସଚ୍ଚାର୍ଜ ବା ଧଳାସ୍ରାବ ଏବେ କମନ ପ୍ରବ୍ଲେମ ହୋଇଗଲାଣି , ମାତ୍ର ଆପଣ ମାନଙ୍କୁ ଜାଣିବାକୁ ହେବ କେଉଁଟା ନରମାଲ ଓ କେଉଟା ଆପନରମାଲ । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ଅଧିକ ତଥ୍ୟ ।

କେମିତି ଜାଣିବେ ଧଳାସ୍ରାବ ଅସାଧାରଣ :

ଯେତେବେଳେ ଆମର ଡୁରିଙ୍ଗ ପିରିୟଡ୍ସ ପୂରା ହୋଲ ପରିୟଡ୍ସର ମାସିକିଆ ଆମର ହେଉଛି ସେତେବେଳେ ଆମର ହରମୋନାଲ ଚେଞ୍ଜେସ୍ ବଡିରେ ବହୁତ ପ୍ରକାର ହୋଇଥାଏ । ହ୍ୱାଇଟ୍ ଡିସଚାର୍ଜ ଟି ସବୁବେଳେ ଖରାପ ନୁହେଁ , ଏହା ଆମକୁ ପ୍ରଟେକ୍ସନ ମଧ୍ୟ କରାଏ । ଯେମିତିକି କ୍ଲିନ ରଖେ , ହାଇଜିନ ମେଣ୍ଟନ କରେ । ନରମାଲ ପିରିୟଡ୍ସ ରେ ପ୍ରଥମ ପିରିୟଡ୍ସ ସରିଲା ପରେ ଯେଉଁ ହରୋମନ ଆମର ବଢେ ସେତେବେଳେ ଯଷ୍ଟ ପିରିୟଡ୍ସ ସରିଲା ପରେ ହ୍ୱାଇଟ ଡିସଚାର୍ଜ ହୁଏ । ପ୍ରଗନେନ୍ସିରେ ପ୍ରଥମ 3 ମାସରେ ବହୁତ ଗୁଡିଏ ହରୋମନ ବଡିରେ ବଢିଯାଏ ।

ସେତେବେଳେ ମଧ୍ୟ ସର୍ଭାଇକାଲ ଗ୍ଲାଣ୍ଡ ଗୁଡିକ ଆକ୍ଟିଭ ହୋଇଯାଏ ସେଥିରୁ ମଧ୍ୟ ହ୍ୱାଇଟ ଡିସଚାର୍ଜ ହୁଏ । ତେବେ ଏହାକୁ ନରମାଲ ଡିସଚାର୍ଜ ବୋଲି କୁହାଯାଇଥାଏ । ଯେତେବେଳେ ଆପଣଙ୍କର ଅତ୍ୟଧିକ ଡିସଚାର୍ଜ ହେଉଛି ବା କଲରରେ ଚେଞ୍ଜ ଆସୁଛି , ନରମାଲ ଡିସଚାର୍ଜର କଲର ହେଉଛି ହ୍ୱାଇଟ୍ କିମ୍ୱା ହାଲକା ୟୋଲ । କିନ୍ତୁ ଯେତେବେଳେ ଏହା ଗ୍ରୀନସ୍ ହୋଇଯିବ କିମ୍ୱା ଗ୍ରେ ହୋଇଯିବ ବା ୟୋଲ ହୋଇଯିବ ସେତେବେଳେ ଏହା ଅପନରମାଲ ଡିସଚାର୍ଜ । ସିମଟମ ରେ ଯେମିତିକି କୁଣ୍ଡେଇ ହେବ , ରେଡନେସ୍ ଆସିଯିବ , ବାଡ୍ ସ୍ମେଲ ହେବ ଏହି ସବୁ ସିମଟମ ଗୁଡିକ ଦେଖାଗଲେ ଡକ୍ଟରଙ୍କ ପରାମର୍ଶ କରନ୍ତୁ ।

ହ୍ୱାଇଟ୍ ଡିସଚାର୍ଜର ପରୀକ୍ଷା ଏବଂ ଚିକିତ୍ସା :-

ଯଦି ଆପଣଙ୍କର ଆପନରମାଲ ଡିସଚାର୍ଜ ଅଛି ତାକୁ ଟ୍ରିଟମେଣ୍ଟ କରିବା ପାଇଁ କେତେ ଗୁଡାଏ ଟେଷ୍ଟ କରିବାକୁ ପଡେ । ଫିଜିକାଲି ସରଭିକ୍ସ ର ମୁହଁ ଦେଖିବାକୁ ପଡିଥାଏ , ସରଭିକ୍ସ ରେ ଇନଫେକ୍ସନ ହୋଇଛି କି ନାହିଁ ବା କୌଣସି ଖଣ୍ଡିଆ ହୋଇଛି କି ନାହିଁ ତାକୁ ଦେଖିଲା ପରେ ହିଁ ଟ୍ରିଟମେଣ୍ଟ କରାଯାଏ ।

ଦୁର୍ଗନ୍ଧ ଯୁକ୍ତ ହ୍ୱାଇଟ ଡିସଚାର୍ଜ କୁ ରୋକିବେ କିପରି :-

ସର୍ବଦା ହାଇଜିନ ମେଣ୍ଟନ କରିବା ଉଚିତ୍ ଯେମିତିକି ଅନେକ ଲୋକ ପ୍ରାଇଭେଟ୍ ପାର୍ଟରେ ଗରମ ପାଣି , ସାବୁନ ଓ ଡେଟଲ ୟୁଜ କରିଥାନ୍ତି । ଭୁଲରେ ମଧ୍ୟ ସେମିତି କରନ୍ତୁ ନାହିଁ , ଏହାଛଡା ଆପଣ ମାନେ ଲୁଜ ଓ କଟନ ଅଣ୍ଡରଗାରମେଣ୍ଡ ୟୁଜ୍ କରିବା ଉଚିତ୍ । ଯାହାଫଳରେ ଏୟାର ସାରକୁଲେସ ଭଲ ଭାବରେ ହୋଇପାରୁଥିବ ।

ମହିଳା ମାନଙ୍କର ଭାଜେଇନା ଆନାଲ କେନାଲ ବା ପରିସ୍ରା ଜାଗା ପାଖାପାଖି ରହିଥାଏ । ଯେତେବେଳେ ଆମେ ଷ୍ଟଲ ପାସ୍ କରି ଆସୁ ଆମେ ଯେତେବେଳେ ୱାଇପ ଆଉଟ କରୁ ସେତେବେଳେ ଆମେ ବ୍ୟାକରୁ ପ୍ରଣ୍ଟକୁ କରିଥାଉ । ଯେଉଟା କି ଆମର କରିବା କଥା ନୁହେଁ , ଯାହାଫଳରେ ଇନଫେକ୍ସନ ବଢିଥାଏ , ତେଣୁ ସର୍ବଦା ଫ୍ରଣ୍ଟରୁ ବ୍ୟାକକୁ ୱାଇପ କରିବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment