Odisha News Portal

ମହିଳା ମାନଙ୍କର ଏହି ଅଙ୍ଗ ବଡ ଥିଲେ ସେମାନେ ହୋଇଥାନ୍ତି ସୌଭାଗ୍ୟବତୀ , ଏପରି ମହିଳା ଙ୍କୁ ବିବାହ କଲେ ସ୍ବାମୀ ହୋଇଥାନ୍ତି କୋଟିପତି !!

0 2

ପ୍ରାଚୀନ କାଳରେ ଅନେକ ବିଦ୍ବାନ ମାନେ ନାରୀ ମାନଙ୍କ ଉପରେ ଅନେକ ଗ୍ରନ୍ଥ ଲେଖିଛନ୍ତି । କିନ୍ତୁ ସେମାନେ ନାରୀ ମାନଙ୍କର ସ୍ବଭାବକୁ ଠିକ୍ ଭାବରେ ବୁଝି ପାରିନଥିଲେ । ଏମିତିରେ ତ ଘରର ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ ମନାଯାଇ ଥାଏ । କୌଣସି ବୈଭବ ସେହି ଘରର ସ୍ତ୍ରୀ ମାନଙ୍କ ଉପରେ ନିର୍ଭର କରିଥାଏ । କୁହାଯାଏ ଯଦି ଜଣେ ସ୍ତ୍ରୀ ଘରକୁ ସ୍ବର୍ଗ କରିଥାଏ ତେବେ ସେହି ସ୍ତ୍ରୀ ଚାହିଁଲେ ଘରକୁ ନର୍କ ମଧ୍ୟ କରି ଦେଇଥାଏ । ଶାସ୍ତ୍ରରେ ସ୍ତ୍ରୀ ମାନଙ୍କର କେତେ ଗୁଡିଏ ଲକ୍ଷଣ ବିଷୟରେ କୁହା ଯାଇଛି ।

କିଛି ଲକ୍ଷଣ ଯାହାକି ସ୍ତ୍ରୀ ମାନଙ୍କୁ ଚରିତ୍ରହୀନ କରିଥାଏ ଏବଂ କିଛି ଲକ୍ଷଣ ସ୍ତ୍ରୀ ଙ୍କୁ ଭାଗ୍ୟବାନ ମଧ୍ୟ କରିଥାଏ । ଏମିତି ହିଁ ଏକ ପ୍ରାଚୀନ ଗ୍ରନ୍ଥ ରହିଛି ଯାହାକି ସାମୁଦ୍ରିକ ଗ୍ରନ୍ଥ ଶାସ୍ତ୍ର ନାମରେ ପରିଚିତ । ଏହି ଗ୍ରନ୍ଥରେ ମନୁଷ୍ୟର ଶରୀରର ଅଙ୍ଗର ଆଧାରରେ ତାହାର ସ୍ବଭାବ ଏବଂ ଚରିତ୍ର ବିଷୟରେ ବର୍ଣ୍ଣନା କରା ୟାଇଅଛି ।


ଏହି ଗ୍ରନ୍ଥରେ ଭାଗ୍ୟଶାଳୀ ସ୍ତ୍ରୀଙ୍କର ଶାରୀରିକ ଲକ୍ଷଣ ଉପରେ ବର୍ଣ୍ଣନା ଅଛି । ତେବେ ଆଜି ଆମେ ଜାଣିବା ସ୍ତ୍ରୀର ଶରୀରିର କିଛି ଏମିତି ଶୁଭ ଲକ୍ଷଣ ବିଷୟରେ କହିବା ଯାହାକି ଯଦି ସ୍ତ୍ରୀ ଶରୀରର ଏହି ଅଙ୍ଗ ବଡ ହୋଇଥାଏ, ତେବେ ସେ ସାକ୍ଷାତ ଦେବୀ ଲକ୍ଷ୍ମୀଙ୍କର ପ୍ରତିକ ବୋଲି ମନାଯାଇଥାଏ ।ତେବେ ଚାଲନ୍ତୁ ଜାଣିବା ।

1. ପିତାର ମୁହଁ ସହିତ ସମାନ ମୁହଁ ଥିବା ମହିଳା –

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କୌଣସି ପୁରୁଷଙ୍କର ମୁହଁ ତାଙ୍କ ମାଁ ସହିତ ସମାନ ହୋଇଥାଏ ଏବଂ କୌଣସି ସ୍ତ୍ରୀର ମୁହଁ ତାର ପିତାର ମୁହଁ ସହିତ ସମାନ ହୋଇଥାଏ ତେବେ ସେହି ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାଏ । ଏମିତି ସ୍ତ୍ରୀ ପରିବାରକୁ ସବୁବେଳେ ଯୋଡି କରି ରଖିଥାଏ ।

2. ଜିଭ –

ଯେଉଁ ସ୍ତ୍ରୀ ଜିଭ ଲମ୍ବା ଏବଂ ଲାଲ ହୋଇଥାଏ, ଆଉ ମଧୁର ବାଣୀ କରିଥାଏ । ସେହିପରି ସ୍ତ୍ରୀ ବହୁତ ସୌଭାଗ୍ୟଶାଳୀ ମନା ଯାଇଥାଏ । ଏହିପରି ସ୍ତ୍ରୀ ଘରକୁ ସୁଖ ସମୃଦ୍ଧି ଏବଂ ବୈଭବ ଆଣି ଥାଏ । କଳା ଜିଭ ଥିବା ମହିଳା ଦୁର୍ଭାଗ୍ୟ ଶାଳୀ ତଥା ଧନହୀନ ମନା ଯାଇଥାଏ ।

3. ଏହା ବ୍ୟତୀତ ଦ୍ବତୀୟ ଅଙ୍ଗ ହେଲା ନାକ । ଯଦି ସ୍ତ୍ରୀର ନାକ ଲମ୍ବା ହୋଇଥାଏ ତେବେ ଏହାର ଅର୍ଥ ହେଲପା ସେ ଅଧିକ ଖର୍ଚ୍ଚ କରେ ନାହିଁ । ଅର୍ଥାତ ସେମାନେ ଅଯଥା ଖର୍ଚ୍ଚ କରିନଥାନ୍ତି । ଆଉ ଯାହା ବି ଖର୍ଚ୍ଚ କରିଥାନ୍ତି ତ ବୁଝିସୁଝି କରିଥାନ୍ତି ।

4.ଚଉଡା ମଥା –

ଏମିତି କୁହାଯାଏ ଯେଉଁ ମହିଳା ଚଉଡା ମଥା ନେଇ ଜନ୍ମ ନେଇଥାନ୍ତି ସେମାନେ ନିଜ ସହିତ ଧନର ଭାଗ୍ୟ ନେଇ ଆସିଥାନ୍ତି । ଏହି ମହିଳା ମାନେ ଦୟାଳୁ ସ୍ବଭାବର ହୋଇଥାନ୍ତି ତଥା ନିଜ କାମକତୁ ପୂରା ମନ ଦେଇ ବୁଝିସିୁଝି ହିଁ କରିଥାନ୍ତି । ଯେଉଁ ମହିଳା ମାନଙ୍କର ମଥା ଚଉଡା ହୋଇଥାଏ ସେମାନେ ନିଜ ଜୀବନରେ ଆସୁଥିବା ସବୁ ସମସ୍ୟାର ସମାଧାନ ଚିନ୍ତାଗ୍ରସ୍ଥ ନ ହୋଇ ସାମ୍ନା କତରିଥାନ୍ତି ।

5. ଲମ୍ବା ଆଙ୍ଗୁଠି- ଯେଉଁ ମହିଳା ମାନଙ୍କର ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଆଉ ନିଜର କାମକୁ ପୂରା ସଠିକ ଭବାରେ କରିବାକୁ ପସନ୍ଦ କରିଥାନ୍ତି । ଏମିତି ମହିଳା ମାନଙ୍କୁ ପାଠପଢାରେ ବହୁତ ରୁଚି ଥାଏ । ଏମାନଙ୍କ ହାତକୁ ଆସିଥିବା ଧନ କେବେ ବି ବରବାଦ ହୁଏ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।