ମହିଳା ମାନଙ୍କର ଭୁଲରେ ବି ଛୁଅନ୍ତୁ ନାହିଁ ଏହି (ଗୋଟିଏ ଅଙ୍ଗକୁ) – ଭୟଙ୍କର କଥା ପ୍ରତ୍ୟେକ ପୁରୁଷଙ୍କୁ ଜାଣିବା ଦରକାର …..

ଆଜିର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଚାଣକ୍ୟଙ୍କ ନୀତି ଅନୁସାରେ ମହିଳା ମାନଙ୍କର କେଉଁ ଗୋଟିଏ ଅଂଗକୁ ଭୂଲରେ ମଧ୍ୟ ଛୁଇଁବା ଉଚିତ ନୁହେଁ । ଯାହାକୁ ଛୁଇଁବା ଦ୍ବାରା ଆପଣଙ୍କର ଜୀବନ ନର୍କ ବନିଯିବ ଏବଂ ଆପଣଙ୍କର ଘରେ ବରବାଦିର ଆରମ୍ଭ ହୋଇଯିବ । ସେଥିପାଇଁ ଆମର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।ଏହା ସତ୍ୟ ଅଟେ କି ନାରୀ ଈଶ୍ବରଙ୍କର ସର୍ବଶ୍ରେଷ୍ଠ ରଚନା ହୋଇଥାଏ । ନାରୀ ପାଇଁ ଇତିହାସ ରେ କେତେ ସବୁ ଯୁଦ୍ଧ ମଧ୍ୟ ହୋଇଛି ତାହା ଆପଣ ନିଶ୍ଚୟ ଜାଣିଥିବେ । ଯେପରିକି ମହାଭାରତ , ରାମାୟଣ ଏମିତି ସବୁ ଧାର୍ମିକ ଘଟଣା ମହିଳା ମାନଙ୍କର ଯୋଗ ଦାନ ବିନା ଅପୂରଣୀୟ ଅଟେ ।

ଏମିତି ଦେଖା ଯାଇଛି କି ଜ୍ୟୋତିଷ ଏବଂ ଧାର୍ମିକ ଅନୁଷ୍ଠାନ ମଧ୍ୟ ମହିଳା ମାନଙ୍କ ବିଷୟରେ ମହତ୍ବ ପୂର୍ଣ୍ଣ କଥା ସବୁ କୁହା ଯାଇ ଅଛି । ଘରର ସୁଖ ଶାନ୍ତି ପାଇଁ ମହିଳା ମାନଙ୍କୁ କେତେ ପ୍ରକାରର ନିୟମ ସବୁ ଅନୁସରଣ କରିବାକୁ ପଡି ଥାଏ । କିନ୍ତୁ ପୁରୁଷ ମାନେ ଏହି ସବୁ କଥାରୁ ବାହାରୁ ରହିଥାନ୍ତି । ତେବେ ଆଜି ଆମେ ଯାହା କହିବାକୁ ଯାଉଛୁ ତାହା ସାଧାରଣତଃ ପୁରୁଷ ମାନଙ୍କୁ ମାନିବାକୁ ପଡିବ କିନ୍ତୁ ମହିଳା ମାନଙ୍କୁ ନୁହେଁ । ତେବେ ପୁରୁଷ ମାନେ ମହିଳା ମାନଙ୍କର ଏହି ଅଂଗକୁ ଛୁଇଁବା ଉଚିତ ହୋଇ ନଥାଏ ।

ତେବେ କେଉଁ ବି ପୁରୁଷ ହୋଇ ଥାଉ ନାଁ କାହିଁକି ମହିଳା ମାନଙ୍କର ନାଭିକୁ ଛୁଇଁବା ଅନୁଚିତ ହୋଇ ଥାଏ । ଏହି କାରଣରୁ ମହିଳା ମାନଙ୍କ ସହିତ ସମ୍ବନ୍ଧ ବନେଇବା ସମରେ କେବେ ବି ମହିଳା ଙ୍କର ଛୁଇଁବା ଉଚିତ ହୋଇ ନଥାଏ । ତେବେ କେବେ ବି ସେମାନଙ୍କର ନାଭିକୁ ଛୁଇଂବା ପାଇଁ ଜୋର ଜବରଦସ୍ତି କରିବା ମଧ୍ୟ ଉଚିତ ହୋଇ ନଥାଏ । ସବୁବେଳେ ମହିଳାଙ୍କ ସହିତ ଶାଳିନତା ସହିତ ଉତ୍ତମ ବ୍ୟବହାର କରିବା ଉଚିତ । ତେବେ ମହିଳାଙ୍କ ନାଭିକୁ ନ ଛୁଇଂବା ପଛରେ ଗୋଟିଏ ବହୁତ ବଡ ଧାର୍ମିକ କାରଣ ରହିଛି ।

କୁହାଯାଏ କି ସ୍ତ୍ରୀର ନାଭି ପବିତ୍ର ହୋଇଥାଏ । ତେବେ ସ୍ତ୍ରୀ ମାନଙ୍କର ନାଭିରେ ସ୍ବଂୟ ମାତା କାଳୀଙ୍କର ଶକ୍ତି ରହିଥାଏ । ଯେ କୌଣସି ପୁରୁଷ ସ୍ତ୍ରୀର ନାଭିରେ ହାତ ଲଗାଇ ଥାଏ, ତେବେ ମାତା କାଳୀ ରାଗି କ୍ରୋଧତ ହୋଇ ଯାଇଥାନ୍ତି । ଏମିତିକି ମହିଳା ମାନଙ୍କୁ ଦେବୀ ମନା ଯାଇଥାଏ ଏବଂ ତାଙ୍କ ନାଭିରେ ଦେବୀଙ୍କର ଶକ୍ତି ରହିଥାଏ ।

କୌଣସି ବି ପୁରୁଷ ଯଦି ମହିଳାର ନାଭିକୁ ଛୁଇଁଥାଏ ଏହା ଦ୍ବାରା ମାତା କାଳୀ ରାଗି ଯାଇଥାନ୍ତି । ଏଥିପାଇଁ ପୁରୁଷମାନେ ସ୍ତ୍ରୀର ନାଭିକୁ ଛୁଇଁବା ବର୍ଜିତ ଅଟେ । ଯେଉଂ ବି ପୁରୁଷ ସ୍ତ୍ରୀର ନାଭିକୁ ଛୁଇଁଦିଏ ତେବେ ସେ ମହାପାପର ଭାଗିଦାରୀ ବନିଥାଏ । ଯାହାକୁକି ଆଗକୁ ଯାଇ ତାହାର ଫଳ ଭୋଗିବାକୁ ପଡିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment