Odisha News Portal

ମହିଳା ମାନଙ୍କର ବାଳ କେଉଁଟି ଥିଲେ ଅଶୁଭ ହୋଇଥାଏ ଏବଂ ପୁରୁଷ ମାନଙ୍କର କେଉଁ ଅଙ୍ଗରେ ବାଳ ରହିଲେ ତାହା ଶୁଭ ହୋଇଥାଏ ?

ଆଜି ଆମେ ଆପଣ ମାନଙ୍କୁ କହିବୁ କି ସ୍ତ୍ରୀ ମାନଙ୍କର କେଉଁ ଅଂଗରେ ବାଳ ଥିଲେ ତାହା ଅଶୁଭ ହୋଇଥାଏ ଏବଂ ପୁରୁଷ ମାନଙ୍କର ସେହି ଅଂଗରେ ଅଂଗରେ ବାଳ ଥିଲେ ତାହା ଶୁଭ ହୋଇଥାଏ । ଆପଣ ମାନେ ଜାଣିଛନ୍ତି କି ହସ୍ତ ରେଖା ବିଜ୍ଞାନରେ ଏହି କଥାର ଉଲେଲେଖ ରହିଛି କି ଯେଉଁ ମହିଳା ମାନଙ୍କର ଲମ୍ବା ଏବଂ ଘନ ବାଳ ରହିଥାଏ ସେମାନେ ସୌଭାଗ୍ୟ ଶାଳୀ ହୋଇଥାନ୍ତି । ଯାହା ଦ୍ୱାରା ନିଜର ଭାଗ୍ୟ ବଳରେ ସେମାନେ ଘର ପରିବାରକୁ ଉନ୍ନତି ପ୍ରଦାନ କରିଥାନ୍ତି ।

ଯାହା ଦ୍ୱାରା ସେହି ଘରେ ପ୍ରେମର ବାତା ବରଣ ଲାଗି ରହିଥାଏ । ଯେଉଁ ମହିଳା ମାନଙ୍କର ଛୋଟ ଛୋଟ ଏବଂ କଳା ବାଳ ପଲକ ରହିଥାଏ , ସେମାନଙ୍କୁ ସୌଭାଗ୍ୟଶାଳୀ କୁହାଯାଇଥାଏ । ସେମାନଙ୍କର ହୃଦୟ ବହୁତ ସରଳ ଏବଂ ନିିର୍ଦ୍ଦୟ ହୋଇଥାଏ । ସେମାନଙ୍କର ବ୍ୟବହାର କାରଣରୁ ସେମାନେ ସମସ୍ତଙ୍କର ହୃଦୟର ରାଣୀ ହୋଇଥାନ୍ତି । ଏହା ସହିତ ସେମାନେ ଜଣେ ବହୁତ ଭଲ ଗୃହିଣୀ ହୋଇଥାନ୍ତି ।

ଯେଉଁ ଝିଅ ମାନଙ୍କର ଆଇବ୍ରୋର ବାଳ ପରସ୍ପର ସହିତ ଯୋଡି ହୋଇ ରହିଥାଏ ଏହି ପରି ଝିଅ ମାନଙ୍କୁ କେବେବି ହେଲେ ଧନର ଅଭାବ ହୋଇନଥାଏ । ନିଜର କାର୍ଯ୍ୟ ଏବଂ ଦକ୍ଷତା ବଳରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଥାନ୍ତି । ଅନ୍ୟର ସାହାର୍ଯ୍ୟ କରିବାକୁ ଭଲ ପାଇଥାନ୍ତି ଏବଂ ନିଜର ଜୀବନ ସାଥୀ ଠାରୁ ବହୁତ ଭଲ ପାଇବା ପାଇଥାନ୍ତି ।

ଯେଉଁ ଝିଅ ମାନଙ୍କର ଛାତିରେ ବାଳ ରହିଥାଏ ସେହିପରି ଝିଅ ମାନେ ସ୍ୱାର୍ଥୀ ହୋଇଥାନ୍ତି ଅନ୍ୟ ମାନଙ୍କ ଅପେକ୍ଷା ନିଜର ସ୍ୱାର୍ଥ୍ୟ ବେସି ଦେଖିଥାନ୍ତି । ଯେଉଁ ଘରକୁ ବିବାହ କରି ୟାଇଥାନ୍ତି ସେ ଘରର ସ୍ୱାସ୍ଥ୍ୟ ସମସ୍ୟା ବିଗିଡି ଯାଇଥାଏ । ଆର୍ଥିକ ସମସ୍ୟା ଦେଖା ଦେଇଥାଏ ଏବଂ ଗର ମଧ୍ୟକରେ ଅଶାନ୍ତି ଅଭାବ ଦେଖା ଦେଇଥାଏ ।


ଯେଉଁ ଝିଅ ମାନଙ୍କର ନାକ ତଳେ ବାଳ ରହିଥାଏ ଏହିପରି ଝିଅ ମାନେ ମୁଖ୍ୟତଋ ଉଚ୍ଚ ଅଭିଳାଶୀ ହୋଇଥାନ୍ତି । ମାତ୍ର ଏପରି ତାଙ୍କର ନାକ ତଳେ ବାଳ ରହିବା ତାଙ୍କର ସ୍ୱାମୀଙ୍କ ପାଇଁ ଅଶୁଭ ହୋଇଥାଏ ।

ଯେଉଁ ଝିଅ ମାନଙ୍କର ପେଟରେ ବାଳ ରହିଥାଏ ସେହି ଝିଅ ମାନେ ମୁଖ୍ୟତଋ ନିଜ ସ୍ୱାମୀ ଅପେକ୍ଷା ଅନ୍ୟ ପୁରୁଷ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେ ଘରେ କୋଳାହଳ ଲାଗିବା ସହିତ ଘର ମଧ୍ୟରେ ସମସ୍ୟା ବଡିଯାଏ ।


ଏମିତି ମହିଳା ମାନେ ରହିଛନ୍ତି ଯେଉଁ ମାନଙ୍କର ହାତରେ ଏବଂ ଗୋଡରେ ବହୁତ ବାଳ ରହିଥାଏ । ତେବେ ଏପରି ବାଳ ରହିବା ଅଶୁଭ ବୋଲି କୁହାୟାଏ । ଶାସ୍ତ୍ର ଅନୁସାରେ ଯେଉଂ ମହିଳା ମାନଙ୍କର ହାତରେ ବାଳ ରହିଥାଏ ସେମାନେ ଉଗ୍ର ସ୍ୱବାବର ହୋଇଥାନ୍ତି । ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।