ମହିଳା ମାନଙ୍କର ସେହି ଦୁଇଟି ଜିନିଷ ଛୁଇଁବା ମାତ୍ରେ ସେ ହୋଇଯାଏ ବହୁତ ଖୁସି ଏବଂ ତାର ମନରୁ ଦୋଇ ଦେଇଥାଏ ଗୋଟିଏ ଜିନିଷ ଯାହା ଫଳରେ ସେହି ବ୍ୟକ୍ତିର ଭାଗ୍ୟ ଖୋଲି ଯାଇଥାଏ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ଦୁଇଟି ଜିନିଷ ଏବଂ ତାର ଅର୍ଥ କଣ । ଜଣେ ମହିଳା ପାଖରେ ଆପଣ ମାନଙ୍କୁ ଦେବା ପାଇଁ କଣ ନାହିଁ । ଯଦି ଆମେ ଦେଖିବା କି ତ ପାଖରେ ଦେବା ପାଇଁ ଦୁନିଆର ସବୁଠି ବଜ ଖଜାନା ଲୁଚି ରହିଛି । ଆପଣ ମାନଙ୍କୁ କହି ରଖୁଛୁ ଯେ ଆପଣ ମାନେ କେବଳ ଗୋଟିଏ କାମ କରନ୍ତୁ । ଯାହା ଦ୍ୱାରା କି ରାତାରାତି ଆପଣଙ୍କର ଭାଗ୍ୟ ବଦଳି ଯାଇପାରେ ।
ଆମେ ଆପଣ ମାନଙ୍କୁ ଯେଉଁ ଜିନିଷ ବିଷୟରେ କହିବୁ ତାହାକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି ମାତ୍ର ତାହାର ପ୍ରଭାବ ବିଷୟରେ ଜାଣିନାହାନ୍ତି । ଏହା ସହିତ ମଧ୍ୟ ଅନେକ ଲୋକମାନେ ଏହି ଜିନିଷକୁ ପାଇବା ପାଇଁ ଅନେକ ଲଢେଇ ମଧ୍ୟ କରିଥାନ୍ତି ।
ତଥାପି ମଧ୍ୟ ସେହି ଜିନିଷ ସେହି ମନୁଷ୍ୟକୁ ମିଳିପାରି ନଥାଏ। ଆଜି ଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ପାଖରେ ରହିଥିବା ସେହି ଦୁଇଟି ଜିନିଷ ବିଷୟରେ କହିବୁ ଯାହାକୁ ଛୁଇଁବା ଦ୍ୱାରା ଆପଣଙ୍କର ଚାଲୁଥିବା ଖରାପ ସମୟ ବା ଦୁଃଭାଗ୍ୟ ସୌଭାଗ୍ୟରେ ବଦଳି ଯାଇଥାଏ । ଆପଣଙ୍କର ଭାଗ୍ୟ ଉଦୟ ମଧ୍ୟ ହୋଇଯାଇଥାଏ ।
ମହିଳା ମାନେ ହେଉଛନ୍ତି ଏକ କୋଲା ଖଜାନା ଯାହାକୁ କେବଳ ଆପଣ ମାନେ ବୁଝିବା ଦରକାର । ଆମର ଶାସ୍ତ୍ରେ ଏହା କୁହାଯାଇଛି କି ମହିଳା ମାନଙ୍କର ପାଦରେ ସୁଖ ସମୃଦ୍ଧି ବାସ କରିଥାଏ । ଆପଣ ମାନଙ୍କୁ କହିରଖୁଛୁ କି ଏହି ଦୁଇଟି ପାଦକୁ ଛୁଇଁବା ଦ୍ୱାରା ବ୍ୟକ୍ତି ପାପ ମୁକ୍ତ ହୋଇଥାଏ । କୌଣସି ମହିଳା ତାର ଦୁଇ ହାତକୁ ଆମର ମୁଣ୍ଡରେ ଆର୍ଶିବାଦ ଦେବା ପାଇଁ ଯଦି ରଖେ ତେବେ କାର ହାତରେ ରହିଥିବା ଶକ୍ତି ଏବଂ ତାର ଆର୍ଶିବାଦ ବ୍ୟକ୍ତିର ଉପରେ ବାସ କରିଥାଏ ।
ଯାହା ଦ୍ୱାରା କି ସେହି ବ୍ୟକ୍ତିକୁ ଭଲ ଭଲ ସୁଫଳ ସମସ୍ତ କାର୍ଯ୍ୟରେ ପ୍ରାପ୍ତ ହୋଇଥାଏ । ସେହିଠାରେ ମହିଳା ମାନଙ୍କର ଦୁଇ ପାଦକୁ ଛୁଇଁବା ଦ୍ୱାରା ଆମର ଭିତରେ ଏକ ଶକ୍ତି ଜାଗ୍ରତ ହୋଇଥାଏ । ଯଦି ଆମେ ବିଜ୍ଞାନ ଅନୁସାରେ କହିବା ତେବେ ଯଦି ଅମେ କୌଣସି ଆଦରଣୀୟ ବ୍ୟକ୍ତିର ଚରଣ ଛୁଇଁଥାଉ ତେବେ ସେ ଆର୍ଶିବାଦ ଦେବା ଦ୍ୱାରା ତାଙ୍କର ହାତ ଆମ ମୁଣ୍ଡ ଉପରେ ଏବଂ ଆମର ହାତ ତାଙ୍କର ପାଦରେ ରହିଥାଏ । ଯାହାକି ଆମକୁ ସକରାତ୍ମକ ଉର୍ଜ୍ଜାକୁ ଉପ୍ତନ୍ନ କରାଇଥାଏ ।
ଏହା ସହିତ ଆମର ମାନସିକ ବିକାଶ ମଧ୍ୟ ବଝିଥାଏ । ମାତ୍ର ଆପଣ ମାନେ ଏଭଳି କେବେବି କରନ୍ତୁ ନାହିଁ ଅର୍ଥାତ ଆପଣ ମାନେ କେବେବି ନିଜର ସ୍ତ୍ରୀ ମାନଙ୍କର ପାଦକୁ ଭୁଲରେ ମଧ୍ୟ ଛୁଇଁବେ ନାହିଁ । ଯଦି ଆପଣ କାହାର ପାଦ ଛୁଇଁବା ପାଇଁ ଚାହୁଁଛନ୍ତି ତେବେ ସ୍ତ୍ରୀକୁ ଛାଡି ଅନ୍ୟ ସମସ୍ତ ଗୁରୁଜନ ମହିଳା ମାନଙ୍କର ପାଦ ଛୁଇଁପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।