Odisha News Portal

ମହାଦେବ ଙ୍କର ମହାନ ଲୀଳା, ପାତାଳ ରୁ ମହାପ୍ରଭୁ ଶିବଙ୍କର ମହିମା,ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ

0 0

ଆମ ଦେଶ ପୃଥୀବିରେ ଦେଶ ମାନଙ୍କ ମଧ୍ୟରେ ଭିନ୍ନ। ଆମ ଦେଶ ଭାରତରେ ସବୁ ଧର୍ମର ଲୋକ ମାନଙ୍କୁ ସମ୍ମାନ ଦିଆ ଯାଇଥାଏ। ଏହି ଦେଶ ଏକ ହିନ୍ଦୁ ପ୍ରଧାନ ଦେଶ। ଏହା ଏମିତି ଏକ ଦେଶ ଯେଉଁଠି ଆଧ୍ୟାତ୍ମିକ ପରମ୍ପରା, ସଂସ୍କୃତି, ଚାଳି ଚଳଣି ଇତ୍ୟାଦି ରହି ଅଛି। ଆଉ ସବୁ ଧର୍ମ ନିଜ ନିଜର ଭଗବାନ ଙ୍କୁ ମଧ୍ୟ ଆରଧନା କରି ଥାଆନ୍ତି। ସେହି ପରି ଆମ ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀ ଅଛନ୍ତି ଏବଂ ସେମାନଙ୍କର ମଧ୍ୟ ବାହାନ ମଧ୍ୟ ରହି ଛନ୍ତି। ଭଗବାନ ଙ୍କ ସହିତ ତାଙ୍କ ବାହନ ମାନେ ପୂଜା ପାଇ ଥାଆନ୍ତି।

ଆମେ ସମସ୍ତେ ଜାଣିଛେ ଭଗବାନ ବ୍ରହ୍ମା ହେଲେ ସୃଷ୍ଟି କର୍ତ୍ତା,ଭଗବାନ ବିଷ୍ଣୁ ହେଲେ ପାଳନ କର୍ତ୍ତା, ସମସ୍ତଙ୍କ ପ୍ରିୟ ଭଗବାନ ଭୋଳା ଶଙ୍କର ନାଶ କର୍ତ୍ତା। ଭଗବାନ ଶିବଙ୍କର ହାହାର ହଜାର ଅବତାର ରହିଛି। ତାଙ୍କ ଭକ୍ତ ମାନେ ସଂସାରର ଚାରିଆଡେ ରହିଛନ୍ତି ଏବଂ ମହିମା ବହୁତ ମଧ୍ୟ। କଥାରେ ଅଛି ,“ରଖିଲେ ଶିବ ମାରିବ କିଏ”।

ପ୍ରଭୁ ଭୋଳା ଶଙ୍କର ଙ୍କୁ ଡାକିଲେ ସବୁ ବେଳେ ଶୁଣି ଥାଆନ୍ତି। ସେ ସର୍ବଦା ଭକ୍ତ ଙ୍କର ମାନସ୍କାମନା ପୂରଣ କରି ଥାଆନ୍ତି। ତାଙ୍କ ଭକ୍ତ ମାନଙ୍କର କୌଣସି ଅସୁବିଧା କୁ ଦେଖନ୍ତି ନାହିଁ। ଭଗବାନ ଶିବଙ୍କର ବେଶୀ ଭକ୍ତ ଥାଆନ୍ତି। ଏକ ଅବତାର କହିଲେ କମ ହେବନି। ସେ ଏହି ସଂସାରରେ ଏବେ ବି ବିରାଜ ମାନ ବୋଲି ସମସ୍ତଙ୍କୁ ଜଣେଇ ଦେଇଛନ୍ତି।ତାଙ୍କର ଅନେକ ଅବତାର ଭିତରେ ନୀଳ କଣ୍ଠେଶ୍ୱର ଏକ ନାମ।

ଭଗବାନ ଶିବଙ୍କର ସହସ୍ର ନାଁ ରହିଛି। ଏହି ନାଁ ରେ ଅନେକ ଜାଗାରେ ତାଙ୍କ ସହଚର ବା ବାବା ମାନେ ନିଜେ ତପସ୍ୟା ଏବଂ ପୂଜା କରି କିଛି ଶକ୍ତି ପ୍ରାପ୍ତ କରି ଛନ୍ତି। ଗୋଟିଏ ଜାଗାରେ ଏକ ରହସ୍ୟ ଘଟଣା ଦେଖା ଦେଇଛି। କେହି ଜଣେ ତାଙ୍କ ଭକ୍ତ ଗାଁର ଅନ୍ୟ ଲୋକ ଜଣଙ୍କ ପାଖରୁ କିଛି କଥା ଆଦାୟ କଲା ପରି ଘଟଣା ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

କିଛି ସୂଚନା ରୁ ମିଳିଛି ଗୋଟିଏ ଗ୍ରାମରେ ଭଗବାନ ଶିବ ଙ୍କର ଭକ୍ତ ଅଛନ୍ତି। ତାଙ୍କ ଦେହରେ ଭଗବାନ ପଶି ଥାଆନ୍ତି ବୋଲି ଲୋକମାନେ ବିଶ୍ୱାସ କରିଥାଆନ୍ତି। ଭଗବାନ ଶିବ ମଣିଷ ରୂପରେ ସେ ଭକ୍ତ ଦେହରେ ରୁହନ୍ତି ବୋଲି ଆଖ ପାଖରେ ଲୋକେ ଜାଣି ଥାଆନ୍ତି।ତାଙ୍କ ପାଖକୁ ଗଲେ ସବୁ ସମାଧାନ ହୋଇ ଯାଏ। ସେଦିନ ଜଣେ ଲୋକ ଆସିଥିଲେ ତାଙ୍କୁ କିଛି କଥା ପଚରା ଯାଇଛି କିନ୍ତୁ ସେ ସତ କିଛି କହି ନଥିଲେ ,ପରେ ସେ ଭକ୍ତ ଜଣଙ୍କ ରାଗି ଯାଇଥିଲେ।

ସେ ଗାଁ ଲୋକ ଟି କିଛି ଭୁଲ କରିଥିଲେ ଯେଉଠି ପାଇଁ ତାଙ୍କ ପାଖକୁ ଯାଇଥିଲେ ସେ ବହୁତ ପିଟି ଥିଲେ ଏବଂ କହିଥିଲେ ,“ପୋଖରୀ ରେ ବୁଡି କି ଜଲଦି ଆସେ” ପରେ ଲୋକମାନେ ସବୁ କହିଲେ ହରିବୋଲ । ଏହି ଭଳି ପ୍ରଭୁ ଙ୍କର ଭକ୍ତ ମାନେ ସବୁଠାରେ ରହିଛନ୍ତି।

ଭଗବାନ ଭୋଳା ଶଙ୍କର ଙ୍କର ବହୁତ ମହିମା ରହିଛି ଏବଂ ସେ ସର୍ବଦା ଭକ୍ତ ପାଖରେ ରହିଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।