ମହାସଂଯୋଗ ଦିପାବଳୀ ରାତିରେ ଝାଡୁରେ କରନ୍ତୁ ଏହି ସହଜ ଉପାୟ, ରାତାରାତି ଭାଗ୍ୟ ଚମକିବ – Odia Bayagita

ଧନସ୍ତରୀ ଦୀପାବଳିରେ 599 ବର୍ଷ ପରେ ମାତା ଲକ୍ଷ୍ମୀଙ୍କ କୃପାରୁ ବନିବାକୁ ଯାଉଛି ମହାସଂଯୋଗ । ଏ ବର୍ଷର ଦୀପାବଳି 4 ନଭେମ୍ୱର ବୁଧବାର ଦିନ ପାଳନ କରାଯିବ , ଏହି ପବିତ୍ର ଦୀପାବଳିରେ ମାତା ଲକ୍ଷ୍ମୀଙ୍କର ପୂଜା ସନ୍ଧ୍ୟା 5.22 ମିନିଟରୁ ସନ୍ଧ୍ୟା 7. 12 ମିନିଟ ପର୍ଯ୍ୟନ୍ତ ରହିବ । ତେଣୁ ଆପଣ ମାନେ ଏହି ପବିତ୍ର ଦୀପାବଳିରେ ଏକ ପୁରୁଣା ଝାଡୁରେ ଅତି ସହଜ ଓ ସରଳ ଉପାୟ ମାଧ୍ୟମରେ ରାତା ରାତି ଆପଣ ମାନଙ୍କର ଭାଗ୍ୟ ପରିବର୍ତ୍ତନ କରିପାରିବେ ।

ଏହି ଉପାୟ କରିବା ଦ୍ୱାରା ବର୍ଷ ବର୍ଷ ରୁ ରହି ଆସିଥିବା ସମସ୍ତ ସମସ୍ୟା ଦୂର ହେବ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ମାହାନ୍ ପର୍ବରେ ବହୁତ ସହଜ ଓ ସରଳ ଉପାୟ ବିଷୟରେ କହିବୁ , ଯାହା ଆପଣଙ୍କୁ ରାତାରାତି ମାଲାମାଲ୍ କରିଦେବ । ମାତା ଲକ୍ଷ୍ମୀଙ୍କ ଆସୀମ କୃପା ଆପଣଙ୍କ ଉପରେ ପ୍ରାପ୍ତ ହେବ । ତେବେ ଆସନ୍ତୁ ଜାଣିବା ସେହି ସହଜ ଓ ସରଳ ଉପାୟ ବିଷୟରେ ।

ଦୀପାବଳୀରେ ଝାଡୁର ଉପକାରୀତା :-

ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ , ଦୀପାବଳି ଦିନ ଘରକୁ ଅବଶ୍ୟ ଝାଡୁ କିଣି ଆଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । କୁହାଯାଏ ଏହି ଦୀପାବଳିରେ ଆପଣ ମାନେ ସୁନା ଓ ରୂପା କିଣି ପାରୁ ନାହାନ୍ତି , ତେବେ ଆବଶ୍ୟ ଝାଡୁ କିଣି ଘରକୁ ଆଣନ୍ତୁ । ଘରକୁ ଝାଡୁ ଆଣିବା ର ଅର୍ଥ ମାତା ଲକ୍ଷ୍ମୀଙ୍କୁ ଘରକୁ ଆଣିବା ସହ ସମାନ ହୋଇଥାଏ ।

ଝାଡୁ କୁ ଘରକୁ ଆଣିବା ପରେ , ହାତରେ ଯେଉଁଠି ଝାଡୁକୁ ଧରାଯାଏ ସେହି ସ୍ଥାନରେ ଧଳାରଙ୍ଗର ସୂତା ବାନ୍ଧିଦେବେ । ଏପରି କରିବା ଦ୍ୱରା ମାତା ଲକ୍ଷ୍ମୀ ଙ୍କର ବାସ ଲମ୍ୱା ସମୟ ଧରି ହୋଇଥାଏ । ଯଦି ଆପଣଙ୍କ ଘରେ ଧନର କୌଣସି ବି ସମସ୍ୟା ଲାଗି ରହୁଛି , ବା ଯେତେ ରୋଜକାର କଲେ ମଧ୍ୟ ଅର୍ଥ ନିଅଣ୍ଟ ହେଉଛି । ତେବେ ଆପଣ ମାନେ ଧନତେରସ୍ ବା ଦୀପାବଳୀ ରାତିରେ କରନ୍ତୁ ଏହି ସହଜ ଉପାୟ । ଆପଣ ମାନଙ୍କର ସମସ୍ତ ସମସ୍ୟା ଦୂର ହେବ ।

ଦୀପାବଳିରେ ଝାଡୁର ଉପାୟ :-

ଏହି ଉପାୟ କରିବା ପାଇଁ ପ୍ରଥମେ ଆପଣ ଘରର ଉତ୍ତର ପୂର୍ବ କୋଣକୁ ଭଲ ଭାବରେ ସଫା କରି ନିଅନ୍ତୁ । ଏହାପରେ ସେଠାରେ ଏକ ଲାଲ ରଙ୍ଗର କପଡା ପକାଇଦେବେ , ଏହାପରେ ଆପଣ ମାନେ ଏକ ଝାଡୁ ନେବେ । ସେହି ଝାଡୁ କୁ ସଫାକରି ବିଛାଇଥିବା ଲାଲ କପଡା ଉପରେ ରଖିଦେବେ । ଏହାପରେ ସେହି ଝାଡୁରେ ଟିକିଏ କୁକୁମ ଓ ହଳଦୀ ଲଗାଇ ଦେବେ , ସଜ୍ଜିତ କରି ରଖିଥିବା ଧୂପ ଦୀପ ଓ ଫୁଲ ନେଇ ଝାଡୁକୁ ପୂଜା କରିବେ । ଏହାପରେ ପ୍ରତ୍ୟେକ ଦିନ ଆପଣ ସେହି ଝାଡୁରେ ସକାଳା ସନ୍ଧ୍ୟା ସମୟରେ ଝାଡୁ କରିବେ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ ଏବଂ ମାତା ଲକ୍ଷ୍ନୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment