ମହାପ୍ରଭୁଙ୍କ ଦର୍ଶନ ପରେ କାହିଁକି ବଡ ଦାଣ୍ଡରେ ଦୌଡିଲେ କମେଡି ଅଭିନେତା Kapil Sharma… କାରଣ ଜାଣିଲେ ହୋସ ଉଡିଯିବ… ଦେଖନ୍ତୁ Video

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାରଙ୍କର ତାଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ମନୁଷ୍ୟ ଯେତେ କର୍ମମୟ ଜଞ୍ଜାଳ ମଧ୍ୟରେ ରହିଲେ। ମନରଞ୍ଜନ କରିବା ପାଇଁ ଭୁଲି ନଥାନ୍ତି। ତେବେ ଯେଉଁ କଳାକାର ମାନେ ସେମାନେ ତାଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଜଣେ କଳାକାରଙ୍କ ବିଷୟରେ;

ବନ୍ଧୁଗଣ ଅନେକ କଳାକାର ଅଛନ୍ତି ଯେଉଁ ମାନେ କି ଭିନ୍ନ ଭିନ୍ନ ଚରିତ୍ର ରେ ଅଭିନୟ କରିଥାନ୍ତି। କିଏ ଲୋକଙ୍କୁ କଁଦେଇ ଥାନ୍ତି ତୋ ଆଉ କିଏ ହସାଇ ଥାନ୍ତି। ହେଲେ ଯଦି ଯିଏ ଦର୍ଶକ ମାନଙ୍କୁ ହସାଇ ପାରିଲା ତାଙ୍କ ଠାରୁ ବଡ଼ କଳାକାର ଏ ଦୁନିଆରେ କେହି ନାହାନ୍ତି। ଆମ ଭାରତରେ ମଧ୍ୟ ଏମିତି ଜଣେ ହାସ୍ୟ ଅଭିନେତା , ଯାହାଙ୍କ ପ୍ରଶଂସକ ଯେ କେବଳ ଆମ ଭାରତରେ ଅଛନ୍ତି।

ତାହା ନୁହେଁ ବରଂ ଇଣ୍ଡିଆ ବାହାରେ ମଧ୍ୟ ବହୁତ ଅଛନ୍ତି। ତେବେ ବନ୍ଧୁଗଣ ସେ ଆଉ କେହି ନୁହନ୍ତି, ଆମ ସମସ୍ତଙ୍କର ଅତି ପ୍ରିୟର କପିଲ ଶର୍ମା। ତାଙ୍କର ବଡ଼ ଶୋ କପିଲ ଶର୍ମା ଶୋ ଭାବରେ ବେଶ ପରିଚିତ। ତାଙ୍କ ଭଳିଆ କଳାକାର ବହୁତ କମ ଯିଏକି ସମଗ୍ର ଦେଶକୁ ହସାଇ ଥାନ୍ତି। ତାଙ୍କ ଶୋ ରେ ବିଭିନ୍ନ ବଡ଼ ବଡ଼ ସେଲିବ୍ରେଟି ମାନେ ଆସନ୍ତି। ଯାହାର ଫଳ ସ୍ୱରୂପ ସେମାନେ ନିଜର ଫିଲ୍ମ ମଧ୍ୟ ପ୍ରୋମସନ କରାନ୍ତି। ତେବେ ନିଜର ଫିଲ୍ମ ସୁଟିଂ ପାଇଁ ଏଇ କିଛି ଦିନ ହେଲା ସେ ଓଡିଶା ଆସିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ତାଙ୍କ ସହିତ ବହୁତ କଥା ହୋଇଥିଲେ।

ଏହାପରେ ତାଙ୍କୁ ଜଗନ୍ନାଥଙ୍କୁ ଦେଖା କରିବା ପାଇଁ ମଧ୍ୟ ଆସିଥିଲେ। ତାଙ୍କ ସହିତ ସୁରକ୍ଷା କର୍ମୀ ମଧ୍ୟ ରହିଥିବା ଦେଖିବା ପାଇଁ ମିଳିଥିଲା। ଯାହାବି ହେଉ ସେ ଗଣମାଧମ ସମ୍ନାରେ ନିଜର ପ୍ରତିକ୍ରିୟା ରଖିଥିଲେ। ଯାହାବି ହେଉ ଏଭଳି ଖବର ବର୍ତ୍ତମାନ ସବୁଠି ଦେଖିବା ପାଇଁ ମିଳିଛି। ଓଡ଼ିଶାରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଥିବା ଦେଖିବା ପାଇଁ ମିଳିଥିଲା। ତେଣୁ ଆମର ମଧ୍ୟ ଭଗବାନଙ୍କ ଠାରେ ପ୍ରାଥନା କରୁଛୁ। ସେ ନିଜର କର୍ମମୟ ଦୁନିଆରେ ଖୁସିରେ ରୁହନ୍ତି। ଯାହାବି ହେଉ ଦର୍ଶକ ମାନେ ତାଙ୍କୁ ଦେଖିବା ପାଇଁ ଅନେକ ଦୂରରୁ ଆସିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment