Odisha News Portal

ମହାଦେବଙ୍କ କୁନି ଭକ୍ତ..ଶ୍ରାବଣର ଶେଷ ସୋମବାରରେ ରାସ୍ତାରେ ନଜର ଆସିଲେ କୁନି କାଉଡିଆ… କଣ କହୁଛନ୍ତି କୁନି କାଉଁରିଆ, ଦେଖନ୍ତୁ Video

ତେବେ ବନ୍ଧୁଗଣ ଏହା ହେଉଛି ପବିତ୍ର ଶ୍ରାବଣ ମାସ ଏହି ଶ୍ରାବଣ ମାସ ରେ ସଂସାର ଟା ପୂରା ଯେମିତି ଶିବମୟ ହେଇ ଉଠିଛି | ଯେଉଁ ଆଡ଼କୁ ଚାହିଁଲେ ଖାଲି ଶିବ ଙ୍କ ଭକ୍ତ ଦେଖା ଯାଉଛି | କାନ୍ଧରେ ଜଳ ପୂର୍ଣ୍ଣ ବାହୁଙ୍ଗୀ ସହିତ ମୁହଁରେ ବାବା ଶିବ ଙ୍କ ର ନାମ କୁ ଜପ କରି ଚାଲି ଚାଲି ପାଣି ଢ଼ାଳିବା ପାଇଁ ଯାଇଥାନ୍ତି ଭକ୍ତ ମାନେ | ତେବେ ଭକ୍ତ ମାନଙ୍କର ଏହି ଭକ୍ତି ଦେଇ ଆପଣଙ୍କ ମନ ବି ପୁରି ଉଠିବ | ରାସ୍ତା ଘାଟ ଯେଉଁଠି ଦେଖିଲେ ଏହି ମାସ ଖାଲି ଶିବ ଙ୍କ ଭକ୍ତ ଆପଣଙ୍କୁ ନଜର ଆସିବ | ହଁ ଦର୍ଶକ ବନ୍ଧୁ ଯେହେତୁ ଏହା ଶ୍ରାବଣ ମାସର ସୋମବାର ଦେବାଦୀଦେବ ମହାଦେବ ଙ୍କ ପ୍ରିୟ ବାର ବୋଲି କୁହାଯାଏ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହିଁ ଶିବଙ୍କର ଅପାର କରୁଣା ବିଷୟରେ ଆଲୋଚନା କରିବା |

ତେବେ ଶ୍ରାବଣ ମାସ ଶେଷ ସୋମବାର ରେ କିଛି ଏମିତି ଦୁଶ୍ୟ ଦେଖା ଯାଇଛି ଯାହା ଆପଣ ମାନେ ଦେଖିଲେ ବି ଆଶ୍ଚର୍ଯ୍ୟ ହେଇଯିବେ | ତେବେ ବନ୍ଧୁଗଣ ଆପଣ ଶିବଙ୍କର ଅସଂଖ୍ୟ ଭକ୍ତ ତ ଦେଖିଥିବେ ହେଲେ ଏବେ ଏପରି ଏକ ସୋସିଆଲ ମିଡିଆରେ ରେ ଭାଇରାଲ ହେଉଥିବା ଭିଡ଼ିଓ ଦେଖା ଯାଇଛି ଯାହା ଆପଣମାନେ ଆଗରୁ ବୋଧେ କେବେ ଦେଖି ନଥିବେ | ବୟସ ମାତ୍ର 4 ବର୍ଷ ଠିକ ଏହି ବୟସ ରେ ପିଲାମାନେ ଠିକ ସେ ରାସ୍ତାରେ ଚାଲି ଶିଖିନଥାନ୍ତି ଓ ଠିକ ସେ କଥା ମଧ୍ୟ କହି ଶିଖିନଥାନ୍ତି ଏହି ବୟସ ରେ ଜଣେ କୁନି ପିଲା ଶିବ ଙ୍କ ପ୍ରତି ତାଙ୍କର ଭକ୍ତି ଦେଖାଇଛନ୍ତି |

ତେବେ ଦେଖା ଯାଉଛି କି 4 ବର୍ଷ ର କୁନି ବାଳକ କାନ୍ଧ ରେ ତାଙ୍କର ଜଳ ପୂର୍ଣ୍ଣ କଳସ ଓ ବାହୁଙ୍ଗୀ ଧରି ଚାଲି ଚାଲି ଯାଉଛନ୍ତି ଶିବଙ୍କ ପାଖକୁ ତାଙ୍କର ସେଇ କାନ୍ଧରେ ଥିବା ପାଣି ବାହୁଙ୍ଗୀ ରେ ଶିବ ଙ୍କ ମଥାରେ ପାଣି ଢ଼ାଳିବା ପାଇଁ |ସେହି 4 ବର୍ଷ ର କୁନି ବାଳକ ମନରେ ତାଙ୍କର ଶିବଙ୍କ ପାଇଁ ଅଗାଡ ଭକ୍ତି ଯିଏ କେହି ବି ଏହି ବାଳକ ର ଭକ୍ତି କୁ ଦେଖୁଛି ସେ ଆଶ୍ଚର୍ଯ୍ୟ ହେଇଯାଉଛି | ଏହି ଶିବମୟ ପରିବେଶ ରେ ଯେମିତି ଶିବ ଙ୍କ ଭକ୍ତି ରେ ନିଜକୁ ହଜେଇ ଦେଇଛନ୍ତି ଏହି 4 ବର୍ଷ ର ବାଳକ | ତାଙ୍କର ଏହି ଭକ୍ତି ଆଗରେ ଅନ୍ୟ ସମସ୍ତ ଭକ୍ତ ହରମାନୀଛନ୍ତି ବୋଲି ଜଣା ପଡିଛି |

ତେବେ ବୟସ ରେ ଛୋଟ ହେଲେ ବି ଏ ସଂସାର ପ୍ରତି ଥିବା ଶିବଙ୍କର ମହିମା କଥା ବୁଝି ସାରିଛନ୍ତି ଏହି କୁନି 4 ବାଳକ | ରାସ୍ତାରେ ବାହୁଙ୍ଗୀ କାନ୍ଧରେ ପକାଇ ଶିବଙ୍କ ହୁଳହୁଳିରେ ରାସ୍ତା କୋମ୍ପୁଛି ଏହି ଶ୍ରାବଣ ମାସ ଶେଷ ସୋମବାର ରେ | ଭକ୍ତ ମାନେ ନିଜକୁ ଶିବଙ୍କ ପ୍ରେମରେ ହଜେଇଦେଇଛନ୍ତି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି କୁନି ବାଳକ ର ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଓ ଲୋକମାନେ ଏହି ଭିଡ଼ିଓ କୁ ଦେଖି ପ୍ରଶଂସା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।